ଜ୍ୟୋତିଷ

ବାଛନ୍ତୁ ନିଜ ନାମର ପ୍ରଥମ ଅକ୍ଷର ଓ ଜାଣନ୍ତୁ ଭଗବାନ ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ? Personality Test

ବନ୍ଧୁଗଣ ପ୍ରତେକ ମଣିଷ ଦୁନିଆକୁ ଆସିବା ପରେ ତାର ଭାଗ୍ୟରେ କଣ ହେବାର ଅଛି ତାହା ପୂର୍ବରୁ ଭଗବାନ ନିର୍ଧାରିତ କରିଥାନ୍ତି । ମନୁଷ୍ୟ ଜନ୍ମ ହେବା ପରେ ତାର କୁଣ୍ଡଳୀରେ ଯାହା ଲେଖାଯାଇଥାଏ ତାହା ହିଁ ଘଟିଥାଏ । ତେବେ ଆପଣଙ୍କ ପାଇଁ ଭଗବାନ କଣ ଲେଖିଛନ୍ତି ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଇଂରାଜୀ ଅକ୍ଷର A ଠାରୁ Z ମଧ୍ୟରେ କୌଣସି ଗୋଟିଏ ଚୁଜ କରନ୍ତୁ ଆଉ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ । A – ଭଗବାନ ଆପଣଙ୍କ ଭାଗ୍ୟରେ ପ୍ରେମରେ ଧୋକା ମିଳିବାର ଲେଖିଛନ୍ତି ।

B – ଭଗବାନ ଆପଣଙ୍କ ଭାଗ୍ୟରେ ବହୁତ ସାରା ଖୁସି ଲେଖିଛନ୍ତି ।

C – ଭଗବାନ ଆପଣଙ୍କ କିସମତରେ ଚାକିରି ମିଳିବା ସହ ସଫଳତା ମିଳିବାର ଲେଖିଛନ୍ତି ।

D – ଭଗବାନ ଆପଣଙ୍କ କିସ୍ମତ ରେ ଦୁଇଟି ଗାଡି ମିଳିବାର ଅଛି ବୋଲି ଲେଖିଛନ୍ତି ।

E – ଇଶ୍ଵର ଆପଣଙ୍କ ଭାଗ୍ୟରେ ଭଲ ଜୀବନ ସାଥି ଟି ମିଳିବ ପାଇଁ ଲେଖିଛନ୍ତି ।

F- ଭଗବାନ ଆପଣଙ୍କ ଭାଗ୍ୟରେ ଦୁଖ ମିଳିବାର ଲେଖିଛନ୍ତି ।

G – ଆପଣଙ୍କ ଭାଗ୍ୟରେ ଭଗବାନ ବିଦେଶକୁ ଯିବାର ଲେଖିଛନ୍ତି ।

H – ଭଗବାନ ଆପଣଙ୍କ କିସ୍ମତ ରେ ମାତା ପିତା ଙ୍କ ଭଲ ପାଇବା ସବୁ ଦିନ ପାଇଁ ମିଳିବ ବୋଲି ଲେଖିଛନ୍ତି ।

I – ଭଗବାନ ଆପଣଙ୍କ ଭାଗ୍ୟ ରେ ଆପଣ ଘରେ ରହିବାର ଲେଖିଛନ୍ତି ।

J – ଇଶ୍ଵର ଆପଣଙ୍କ ଭାଗ୍ୟରେ ପ୍ରାଇଭେଟ ମିଳିବାର ଲେଖିଛନ୍ତି ।

K – ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବା ମଣିଷଟି ମିଳିବାର ଅଛି ।

L – ବହୁତ ଜଲ୍ଦି ଆପଣଙ୍କର ଭାଗ୍ୟରେ ପ୍ରାଇଭେଟ ଚାକିରି ମିଳିବା ପାଇଁ ଲେଖିଛନ୍ତି ।

M – ଜୀବନରେ ଅନେକ ସାରା ସଫଳତା ମିଳିବାକୁ ଯାଉଛି ବୋଲି ଲେଖିଛନ୍ତି ।

N – ଆପଣଙ୍କ ଭାଗ୍ୟରେ ସୁନ୍ଦର ସ୍ତ୍ରୀ ବା ସ୍ଵାମୀ ମିଳିବାର ଲେଖିଛନ୍ତି ।

O – ଆପଣଙ୍କ ଜୀବନରେ ବିଜନେସ କରିବାର ଲେଖିଛନ୍ତି ।

P – ଆପଣଙ୍କ ଭାଗ୍ୟରେ ଭଗବାନ ଅନ୍ୟ ର ସାହାଜ୍ଯ କରିବା ପାଇଁ ଲେଖିଛନ୍ତି ।

Q – ଆପଣଙ୍କ ଜୀବନରେ ଆପଣଙ୍କୁ ବହୁତ ସାରା ଟଙ୍କା ମିଳିବାକୁ ଯାଉଛି ବୋଲି ଭଗବନା ଲେଖିଛନ୍ତି ।

R – ଭଗବାନ ଆପଣଙ୍କ ପାଇଁ ଜୀବନରେ ପ୍ରେମ ବିବାହ ହେବାର ଲେଖିଛନ୍ତି ।

S – ଭଗବାନ ଆପଣଙ୍କ ଭାଗ୍ୟ ରେ ଆରେଞ୍ଜ ମ୍ୟାରେଜ ହେବାର ଲେଖିଛନ୍ତି ।

T – ଭଗବାନ ଅନ୍ୟ ମାନଙ୍କର ସେବା ପାଇଁ ପାଇଁ ଲେଖିଛନ୍ତି ।

U – ଭଗବାନ ଆପଣଙ୍କ ଭାଗ୍ୟରେ ବହୁତ ବଡ ଅଫିସର ହେବାର ଲେଖିଛନ୍ତି ।

V – ଭଗବାନ ଆପଣଙ୍କ ଭାଗ୍ୟରେ ଅନେକ ସମ୍ପତି ଭୋଗ କରିବାର ଆସି ଲେଖିଛନ୍ତି ।

W – ଭଗବାନ ଆପଣଙ୍କ ଭାଗ୍ୟରେ ବହୁତ ଭଲ ଜୀବନ ସାଥିଟି ଲେଖିଛନ୍ତି ।

X – ଭଗବାନ ଆପଣଙ୍କ ଭାଗ୍ୟରେ ଗରିବ ଲୋକମାନଙ୍କର ସେବା କରିବା ପାଇଁ ଲେଖିଛନ୍ତି ।

Y – ଆପଣଙ୍କୁ ନିଜର ଲାଇଫ ପାର୍ଟନର ଙ୍କ ସହ ମ୍ୟାରେଜ କରିବାର ଅଛି ବୋଲି ଭଗବାନ ଲେଖିଛନ୍ତି ।

Z – ଭଗବାନ ଆପଣଙ୍କ ଜୀବନରେ ଅନ୍ୟକୁ କେବଳ ଖୁସି ଆଉ ପ୍ରେମ ଦେବାର ଲେଖିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button