ମନୋରଞ୍ଜନ

କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ଗେମ ନେଇ ଆସିଛୁ । ଏହି ଗେମ ହେଉଛି ତାଙ୍କ ମନରେ କଣ ଅଛି । ତେବେ ଏହା ଏକ ରିଡିଙ୍ଗ କାର୍ଡ ଯାହା ସବୁବେଳେ ଆପଣଙ୍କ ସହ କନେଣ୍ଟ ହୋଇପାରେ କି ହୋଇପାରେ ନାହି । ଯଦି ଆପଣଙ୍କ ସହ ଏମିତି କିଛି ହେଉଥାଏ ତେବେ ନିଶ୍ଚୟ ଆମର ଗେମ ସହ ଆପଣଙ୍କ ଅନୁଭୂତି ମ୍ଯାଚ କରିଯିବ । ଆପଣ ଯାହା ବିଷୟରେ ବି ଜାଣିବାକୁ ଚାହୁଁଛନ୍ତି ସେ ଆପଣଙ୍କର ବନ୍ଧୁ, ଲଭର ବା ପରିବାରର କୌଣସି ସଦସ୍ୟ ହୋଇ ପାରନ୍ତି । ଆପଣ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ବି ଏହି ନମ୍ବର ଚୁଜ କରିପାରିବେ । ତେବେ ଆପଣମାନେ ୫ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିଲେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୟନ କରିଛନ୍ତି ଆପଣ ଦୁହିଙ୍କ ମଧ୍ୟରେ ଏମିତି କିଛି ହୋଇଛି ଯାହା ସବୁ କିଛି ସରିଯାଇଛି । ତାଙ୍କ ମନରେ ଆପଣଙ୍କ ପାଇଁ କୌଣସି ପ୍ରକାରର ଫିଲିଙ୍ଗ୍ସ ନାହି । ତାଙ୍କୁ ଏମିତି ଲାଗୁଛି କି ଆପଣ ଏମିତି ବ୍ୟକ୍ତି ଅଟନ୍ତି ଯିଏ ତାଙ୍କୁ ବୁଝିପାରୁ ନାହାନ୍ତି । ଆପଣ ନୂଆ ଜୀବନ ଆରମ୍ଭ କରିବାକୁ ନିଜ ହିସାବରେ ସେ ଭାବୁଛନ୍ତି ।

୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତାଙ୍କୁ ଲାଗୁଛି ଆପଣ ଜୀବନରେ ପରଫେକ୍ଟ ଅଛନ୍ତି । ଆପଣ ବହୁତ ଭଲ ମଣିଷ ଅଟନ୍ତି କାରଣ ଜୀବନରେ ସବୁ କିଛି ଆପଣଙ୍କ ପାଖରେ ଅଛନ୍ତି । ସେଥିପାଇଁ ଆପଣଙ୍କ ସହ ସେ ବନ୍ଧୁତା କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ଉପରେ ବହୁତ ବିଶ୍ଵାସ କରୁଛନ୍ତି । ଜୀବନରେ ନିଜ କ୍ଷମତା ବଳରେ ଆପଣ ପ୍ରଗତି କରିପାରିବେ ସେ ଭାବୁଛନ୍ତି ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୟନ କରିଛନ୍ତି ସେ ଭାବୁଛନ୍ତି ଆପଣ ତାଙ୍କୁ ହର୍ଟ କରିଛନ୍ତି ସେଥିପାଇଁ ସେ ଆପଣଙ୍କୁ ହରାଇ ଦେଇଛନ୍ତି । କିଛି ଏମିତି ହୋଇଛି ଦୁହିଙ୍କ ମଧ୍ୟରେ ଯାହା କାରଣରୁ ସେ ଭାବୁଛନ୍ତି ସବୁ କିଛି ସମାପ୍ତ ହୋଇସାରିଛି । ସେ ବହୁତ ଉଦାସ ଅଛନ୍ତି ସଂଘର୍ଷ କରୁଛନ୍ତି ସଂପର୍କକୁ ବଞ୍ଚାଇବାକୁ । ଏହା ଏକ ରିଲେସନସିପ ହୋଇପାରେ ।

୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତାଙ୍କ ମନରେ ଲାଭ ଫିଲିଙ୍ଗ୍ସ ରହିଛି ନୂଆ ଆରମ୍ଭ କରିବା ପାଇଁ ଚିନ୍ତା କରୁଛନ୍ତି । ସେ ଭାବୁଛନ୍ତି ଦୁନିଆକୁ ଆପଣ ତାଙ୍କ ପାଇଁ ଆସିଛନ୍ତି । ସେ ଆପଣଙ୍କୁ ଭଲ ଲଭର ବା ବନ୍ଧୁ ଭାବୁଛନ୍ତି । ଜୀବନରେ କେବେ ଏକା ଅନୁଭବ କରିଥାନ୍ତି ଆପଣ ତାଙ୍କ ସହ ରହିବେ ବୋଲି ସେ ଭାବୁଛନ୍ତି ।

୫- ପଞ୍ଚମ ନମ୍ବର : ଆପଣ ଯାହା ପାଇଁ ପଞ୍ଚମ ନମ୍ବର ଚୟନ କରିଛନ୍ତି ସେ ଆପଣଙ୍କ ସହ ନୂଆ ଆରମ୍ଭ କରିବାକୁ ଭାବୁଛନ୍ତି । ସେ ମଣିଷ ବହୁତ ପଜେଟିଭ ଅଛନ୍ତି । ଅତୀତକୁ ଭୁଲି ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ଆପଣଙ୍କ ସହ ଜୀବନରେ ଖୁସି ରହିବେ ଆଗକୁ ବଧିବେ ବୋଲି ଅନୁଭବ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button