ଏହି 6 ନାମ ଯାହାର ଥାଏ ସେମାନେ ହୋଇଥାନ୍ତି ସବୁଠାରୁ ଭାଗ୍ୟଶାଳୀ, ଅଟନ୍ତି ମହାଦେବଙ୍କ ଅତି ପ୍ରିୟ

ନମସ୍କାର ବନ୍ଧୁଗଣ, ଆପଣଙ୍କ ସହ ଏହା କେବେ ନା କେବେ ହେଇଥିବ କି ରୂପ ଅପେକ୍ଷା ଲୋକ ବେଳେ ବେଳେ ଆପଣଙ୍କ ନାମର ଖୁବ ପ୍ରଶଂସା କରନ୍ତି । ଏବଂ ଆପଣଙ୍କ ନାମ ସୂନୀ ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ସେହି ଭଗବାନ ମଧ୍ୟ କିଛି ନାମର ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ନିଜର କୃପା ଦ୍ରୁଷ୍ଟି ରଖନ୍ତି ତାଙ୍କ ଉପରେ । ତେବେ ଆଜି ଆମେ ଜଣାଇବୁ ଆପଣଙ୍କୁ ସେହି ନାମ ଗୁଡିକ ଯାହା ଉପରେ ମହାଦେବ ପ୍ରସନ୍ନ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
ପ୍ରଥମେ ହେଉଛି, ଅ ଅକ୍ଷରର ନାମ: ଏହି ନାମର ବ୍ୟକ୍ତିଙ୍କ ଉପରେ ମହାଦେବ ବହୁତ ଖୁସି ଥାନ୍ତି । ଏବଂ ଏମାନଙ୍କୁ ସମସ୍ତ ଖରାପ ଶକ୍ତି ଠାରୁ ଦୂରେଇ ରଖନ୍ତି । ତେଣୁ ଯଦି ଏମାନଙ୍କ ଜୀବନରେ କୌଣସି ସମସ୍ୟା ଆସେ ତେବେ ମହାଦେବ ସେମାନଙ୍କୁ ସେହି ସବୁ ସମସ୍ୟାରୁ ମୁକ୍ତ କରନ୍ତି । ଦିତୀୟରେ ହେଉଛି, ର ଅକ୍ଷର: ଯେଉଁ ଲୋକମାନଙ୍କର ନାମ ର ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମହାଦେବଙ୍କ ଅଶେଷ କୃପା ରହିଥାଏ ।
ଯଦି ଏହି ଲୋକମାନଙ୍କ ସହ କୌଣଶୁ ବ୍ୟକ୍ତି ଖରାପ କରିଥାଏ ତେବେ ତାହାର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଏ । ତୃତୀୟରେ ହେଉଛି, ଦ ଅକ୍ଷର: ଏହି ନାମର ବ୍ୟକ୍ତି ମହାଦେବଙ୍କର ବହୁତ ନିକଟତର ଲୋକ ଅଟନ୍ତି । ଏହି ଲୋକମାନେ ମହାଦେବଙ୍କର ସମ୍ପୂର୍ଣ ଭାବେ ଆରାଧନା କରନ୍ତି । ମହାଦେବ ଏହି ଲୋକଙ୍କ ଉପରେ କୌଣସି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ ।
ଚତୁର୍ଥରେ ହେଉଛି, ପ ଅକ୍ଷର: ଏହି ପ ଅକ୍ଷର ବ୍ୟକ୍ତିଙ୍କ ଉପରେ ମହାଦେବ ବହୁତ ଖୁସି ଅଟନ୍ତି । ଏମାନେ କେବେ ବି ମହାଦେବଙ୍କ ଠାରୁ ଦୂରେଇ ରହିବା ପସନ୍ଦ କରନ୍ତି ନାହିଁ । ଏହି ଲୋକମାନଙ୍କର ହୃଦୟ ବହୁତ ସାଫା ଅଟେ । ଏବଂ କୌଣସି ପ୍ରକାରର ଛଳ କପଟ ଏମାନଙ୍କ ଭିତରେ ନଥାଏ । ତେଣୁ ଏହି କାରଣରୁ ଏମାନଙ୍କୁ ମହାଦେବ ସବୁ ଅସୁବିଧାରୁ ଦୂରେଇବାର ମାର୍ଗ ଦେଖାଇଥାନ୍ତି ।
ପଞ୍ଚମରେ ହେଉଛି, ଭ ଅକ୍ଷର: ଏହି ଲୋକଙ୍କୁ ଭଗବାନ ସବୁବେଳେ ଖୁସିରେ ରଖିବା ପାଇଁ ଚାହିଁଥାନ୍ତି । ଯଦି ଏହି ଲୋକଙ୍କ ସହ କେହି କେବେ ଶତ୍ରୁତା କରିବା ପାଇଁ ଚେଷ୍ଟା କରନ୍ତି ତେବେ ସେହି ବ୍ୟକ୍ତିଙ୍କୁ ମହାଦେବଙ୍କର ସାମ୍ନା କରିବାକୁ ପଡିଥାଏ । ଏହି ଲୋକ ମହାଦେବଙ୍କର ଅଧିକ ପାଖରେ ରହିଥାନ୍ତି ।
ଷଷ୍ଠରେ ହେଉଛି, ସ ଅକ୍ଷର: ଏମାନଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । ଏମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି । ଏମାନଙ୍କୁ କେବେ ମଧ୍ୟ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିନଥାଏ ।