ଜ୍ୟୋତିଷ

100 ବର୍ଷ ପରେ 22 ଅକ୍ଟୋବର ଆରବପତି ଯୋଗ, ଏହି 6ଟି ରାଶି ହେବେ କୋଟିପତି

ନମସ୍କାର ବନ୍ଧୁଗଣ, ଯେତେବେଳେ ଗୋଟିଏ ମଣିଷର ଭାଗ୍ୟ ଖୋଲେ ସେତେବେଳେ ତାକୁ କେହି ମଧ୍ୟ ତାର ଉନ୍ନତି ପଥରେ ବାଧା ସୃଷ୍ଟି କରିପାରନ୍ତିନୀ । ତେଣୁ ଭାଗ୍ୟ ହେଉଛି ସବୁଠୁ ବଳବାନ । ସର୍ବଦା ଭାଗ୍ୟ ଉପରେ ଭରସା ବିଶ୍ଵାସ କରନ୍ତୁ । ତେବେ ଆଜି ଆମେ ଅପଣ ମାନଙ୍କୁ ଜଣାଇବାକୁ ଯାଉଛୁ କେଉଁ ୬ରାଶିର ବ୍ୟକ୍ତି ୨୨ ଅକ୍ଟୋବର ଠାରୁ ହେବାକୁ ଯାଉଛନ୍ତି ଧନଶାଳି ।

ଧନ ତେରସରେ ବନିବାକୁ ଯାଉଥିବା ଶୁଭ ଯୋଗ କାରଣରୁ ଏହି ରାଶିର ଲୋକ ମାନଙ୍କୁ ଏବେ ଅଚାନକ ଲାଭ ମିଳିବାକୁ ଯାଉଛି । ଆପଣ କରୁଥିବା କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି । ଘର ପରିବାର ଲୋକଙ୍କ ଭଲ ପାଇବା ବଢିବ ଆପଣଙ୍କ ପ୍ରତି । ପରିବାରରେ ଖୁସିର ଆଗମନ ହେବ । ଜୀବନରେ ସୁଖ ଶାନ୍ତିର ଆଉ କୌଣସି କମି ରହିବ ନାହିଁ ।

ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଖୁବ ଶୀଘ୍ର ପୁରା ହେବାକୁ ଯାଉଛି । ସନ୍ତାନର ସଫଳତା ପାଇବା କାରଣରୁ ଆପଣଙ୍କ ମନ ଏବେ ସବୁବେଳେ ପ୍ରସନ୍ନ ରହିବ ।କୌଣସି ବଡ କାର୍ଯ୍ୟ କ୍ରମରେ ଆପଣ ସମ୍ମାନିତ ହୋଇପାରନ୍ତି । ଶିକ୍ଷା କ୍ଷେତ୍ରରେ ଆପଣ ନିଜ ମନ ନିବେଶ କରିବେ । ଯାହାଫଳରେ ଆପଣ ଜୀବନରେ ସଫଳତାର ସିଢି ଚଢିବେ ।

ରାଜନୀତିରେ ରହିଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ହିଁ ଶୁଭ ରହିବାକୁ ଯାଉଛି । କୌଣସି ବଡ ସମାରୋହରେ ଆପଣଙ୍କୁ ପୁରସ୍କାର ମିଳିବାର ସଂଯୋଗ ରହିଛି । ଧନ ତେରସ ଏବଂ ଦୀପାବଳି ପରେ ଆପଣ ନିଜ ଜୀବନରେ ସମସ୍ତ କ୍ଷେତ୍ରରେ ଦୁଇଗୁଣ ଲାଭ କମାଇବେ । ଆପଣଙ୍କର ଥିବା ସମସ୍ତ ସମସ୍ୟାର ଏବେ ସମାଧାନ ହେବ । ଯେଉଁ ଲୋକମାନେ ଆପଣଙ୍କ ସହ ଖରାପ କରିଛନ୍ତି ବା ଆପଣଙ୍କୁ ଧୋକା ଧୋକା ଦେଇଛନ୍ତି ସେମାନଙ୍କୁ ଏହି ସମୟରେ ଉଚିତ ଦଣ୍ଡ ମିଳିବାକୁ ଯାଉଛି ।

ଆପଣ ମାନଙ୍କ ଜୀବନରେ ଏବେ ଧନ ପ୍ରାପ୍ତିର ବହୁତ ହିଁ ଭଲ ଯୋଗ ରହିଛି । ଆପଣଙ୍କ ସ୍ଵାସ୍ତ ଭଲ ରହିବ ଏହି ସମୟରେ । ଚାକିରି ପାଇଁ ଅନେକ ଦିନ ହେବ କରିଥିବା ପ୍ରୟାସର ଆପଣ ଏବେ ଉଚିତ ମୂଲ୍ୟ ପାଇବେ । ନିଜ ପସନ୍ଦର ଚାକିରି କରିବାର ପ୍ରସ୍ତାବ ଏବେ ଆପଣଙ୍କୁ ମିଳିବାକୁ ଯାଉଛି । ଏହି ସମୟରେ ଆପଣ କୌଣସି ନୂଆ କାର୍ଯ୍ୟ ମଧ୍ୟ ଆପଣ ଆରମ୍ଭ କରିପାରନ୍ତି । ଏହା ଅତ୍ୟନ୍ତ ହିଁ ଶୁଭ ଫଳ ଆଣିଦେବ ଆପଣଙ୍କ ପାଇଁ ।

ଧନ ତେରସ ଦିନ ଷ୍ଟିଲ କାଚ କିମ୍ବା ବାସନ କିଣନ୍ତୁ ନାହି । ଏହା ଅଶୁଭ ହୋଇଥାଏ । ଯେଉଁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଆମେ ଆଲୋଚନା କରୁଆଚେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି, ମେଷ, ବୃଷ, ମିଥୁନ,କନ୍ୟା, କୁମ୍ଭ ଏବଂ ମକର ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button