ଜ୍ୟୋତିଷ

ଦୀପାବଳି ଦିନ ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ବସ୍ତ୍ର, ଚମକିବ ଭାଗ୍ୟ… ମିଳିବ ଅପାର ଖୁସି

ଆପଣ ମାନେ ଦୀପାବଳି କୁ ଖୁବ ଧୂମ ଧାମ ରେ ପାଳନ କରୁ ଥିବେ କିନ୍ତୁ ଏହାକୁ ପାଳନ କରିବାର ଅନେକ କାରଣ ମାନ ଅନେକ ଜାଗାରେ ଅଲଗା ଅଲଗା ଥାଏ । କେହି ମା ଲକ୍ଷ୍ମୀ ଙ୍କ ଆରାଧନା କରି ଥାନ୍ତି ତ କେହି ରାମ ଭଗବାନ ଙ୍କ ପୂଜା ଅପାଇନ ଏହାକୁ ମାନେଇ ଥାନ୍ତି କହିବାର ମାନେ ହେଉଛି କି କିଛି ଲୋକମାନେ ଏହାକୁ ଦୀପ କିମ୍ବା ଆଲୋକର ପର୍ବ ବୋଲି ମଧ୍ୟ କହି ଥାନ୍ତି । ଯଦି ଆମେ ଏହି ଦିନ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପାଇବା ପାଇଁ ଚାହୁଁ ଛେ ତେବେ ଆମେ ଏକ କାମ କରିବା ଦରକାର ଆମେ ଦୀପାବଳି ଦିନ ରାଶି ଅନୁସାରେ ବସ୍ତ୍ର ପରିଧାନ କରିବା ଆବଶ୍ୟକ ।

ତେବେ ମେଷ ରାଶିର ବ୍ୟକ୍ତି ଏହି ଦୀପାବଳି ଦିନ ଆପଣ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ବୃଷ ରାଶିର ମହିଳାମାନେ ଗୋଲାପ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ମିଥୁନ ରାଶିର ମହିଳା ସବୁଜ ରଙ୍ଗର ଶାଢୀ ନିଶ୍ଚୟ ପିନ୍ଧନ୍ତୁ । କର୍କଟ ରାଶିର ମହିଳା ଧଳା ବସ୍ତ୍ର ପିନ୍ଧନ୍ତୁ । ସିଂହ ରାଶିର ମହିଳା ମାନେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । କନ୍ୟା ରାଶିର ମହିଳାଙ୍କ ପାଇଁ ହଳଦିଆ ରଙ୍ଗ ଶୁଭ ।

ତୁଳା ରାଶିର ମହିଳା ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ବିଛୁ ରାଶିର ମହିଳା ନାରଙ୍ଗି ରଙ୍ଗର କପଡା ନିଶ୍ଚୟ ପିନ୍ଧନ୍ତୁ । ଧନୁ ରାଶିର ମହିଳା ହଳଦିଆ ରଙ୍ଗର ଶାଢୀ ପିନ୍ଧନ୍ତୁ । ମକର ରାଶିର ମହିଳା ପିଆଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଶୁଭ ରହିବ । କୁମ୍ଭ ରାଶିର ମହିଳା ହଲକା ନୀଳ ରଙ୍ଗର କପଡା ପିନ୍ଧନ୍ତୁ । ମୀନ ରାଶିର ମହିଳା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ହୋଇଥାଏ ।

ଏବେ ଜାଣନ୍ତୁ କେଉଁ ୬ରାଶିର ବ୍ୟକ୍ତିଙ୍କ ଜୀବନରେ ହେବ ଧନର ବର୍ଷା । ସେହି ରାଶି ଗୁଡିକ ହେଉଛି, ମେଷ ରାଶି, ତୁଳା ରାଶି, କନ୍ୟା ରାଶି, କୁମ୍ଭ ରାଶି,ସିଂହ ରାଶି ଏବଂ ମୀନ ରାଶି । ଦୀପାବଳି ଏହି ୬ ରାଶିର ବ୍ୟକ୍ତିଙ୍କ ଜୀବନରେ ଆଣିଦେବ ଅପାର ଖୁସି । ଜୀବନରେ ଥିବା ସମସ୍ତ ଦୁଖ କଷ୍ଟ ଦୂରେଇ ଯିବ ।

ଧନ ଆସିବାର ଅନେକ ମାର୍ଗ ଖୋଲିଯିବ । ଧନର କୌଣସି ମଧ୍ୟ ଅଭାବ ରହିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button