ଏହି 7ଟି ସଙ୍କେତରୁ ବୁଝିଯାନ୍ତୁ ଆପଣ ଜନ୍ମ ପୂର୍ବରୁ ସ୍ଵର୍ଗରେ ଥିଲେ- Garuda Purana

ନମସ୍କାର ବନ୍ଧୁଗଣ, ସମସ୍ତଙ୍କର ପୂର୍ବ ଜନ୍ମ ବିଷୟରେ ଜାଣିବା ପାଇଁ ଇଚ୍ଛା ଥାଏ । ପୂର୍ବ ଜନ୍ମରେ ସେ କେଉଁ ଜନ୍ମ ପାଇଥିଲେ । କିଭଳି ଥିଲା ତାଙ୍କ ଜୀବନ ଏହି ପ୍ରଶ୍ନ ନିହାତି ସମସ୍ତଙ୍କ ମନରେ ଆସିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ପୂର୍ବ ଜନ୍ମରେ ଆପଣ ସ୍ଵର୍ଗ ପ୍ରାପ୍ତି କରିଥିଲେ କି ନାହିଁ କିଭଳି ଏହି ଜନ୍ମରେ ମିଳୁଥିବା ୭ଟି ସଙ୍କେତରୁ ଜାଣିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।
ପ୍ରଥମ: ପୂର୍ବ ଜନ୍ମରେ ସ୍ଵର୍ଗ ପ୍ରାପ୍ତି କରିଥିବା ମଣିଷ ଏହି ଜନ୍ମରେ ସମସ୍ତଙ୍କ ପାଇଁ ଦୟା ଭାବନା ରଖିଥାଏ ନିଜ ମନରେ । ଏମାନେ ଅନ୍ୟ ଦୁଖରେ ଦୁଖୀ ହୋଇଯାନ୍ତି । ସବୁବେଳେ ଅନ୍ୟର ସାହାର୍ଯ୍ୟ ପାଇଁ ଆଗଭର ଥାନ୍ତି । ମଣିଷ ଛଡା ପଶୁଙ୍କ ପ୍ରତି ମଧ୍ୟ ଏମାନେ ଦୟା ଭାବ ରଖନ୍ତି । ଦିତୀୟ: ଯେଉଁ ବ୍ୟକ୍ତି ସ୍ଵର୍ଗରୁ ଆସି ପୃଥିବୀରେ ଜନ୍ମ ନେଇଥାନ୍ତି ସେମାନେ ଖୋଲା ହୃଦୟର ସହ ଅନ୍ୟମାନଙ୍କୁ ଦାନ କରିଥାନ୍ତି ।
ପଞ୍ଚମ: ସ୍ଵର୍ଗ ପ୍ରାପ୍ତି କରିଥିବା ବ୍ୟକ୍ତି ସବୁବେଳେ ଅନ୍ୟମାନଙ୍କର ସେବା କରିଥାନ୍ତି । ତେଣୁ ଭଗବାନ ତାଙ୍କ ଉପରେ ପ୍ରସନ୍ନ ରୁହନ୍ତି । ଏହାଫଳରେ ନିଜ ଜୀବନରେ ସମସ୍ତ କାର୍ଯ୍ୟରେ ଏମାନେ ସଫଳତା ହାସଲ କରନ୍ତି । ଷଷ୍ଠ: ଗରୁଡ ପୁରାଣ ଅନୁଯାୟୀ ସ୍ଵର୍ଗ ପ୍ରାପ୍ତି କରିଥିବା ବ୍ୟକ୍ତି ସର୍ବଦା ମଧୁର ବାଣୀ ହିଁ କହିଥାନ୍ତି । ନିଜ କଥାରେ ଏମାନେ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ ।
ନିଜର ମଧୁର ବାଣୀ ପାଇଁ ସବୁବେଳେ ଅନ୍ୟମାନଙ୍କ ପ୍ରିୟ ହୋଇଥାନ୍ତି । ଲୋକଙ୍କୁ ସବୁବେଳେ ଉଚିତ ମାର୍ଗ ଦେଖାଇବା ପାଇଁ ଚେଷ୍ଟା କରନ୍ତି । ସପ୍ତମ: ଯେଉଁ ମଣିଷ ରାମ ନାମ ସର୍ବଦା ଜପିଥାଏ ଏବଂ ଅନ୍ୟମାନଙ୍କୁ ସବୁବେଳେ ଧାର୍ମିକ ବାଟରେ ନେଇଥାଏ ସେମାନେ ପୂର୍ବ ଜନ୍ମରେ ସ୍ଵର୍ଗ ପ୍ରାପ୍ତ କରିଥାନ୍ତି । ଗରିବ ମାନଙ୍କୁ ସବୁବେଳେ ସାହାର୍ଯ୍ୟ କରିଥାନ୍ତି ।
ସେମାନଙ୍କୁ ସବୁବେଳେ ଖାଇବାକୁ ଦେଇଥାନ୍ତି । ଭୋକିଲାର ଭୋକ ବୁଝିଥାନ୍ତି ।