ଜ୍ୟୋତିଷ

କୁମ୍ଭ ରାଶି ଆଗାମୀ 44 ଦିନ ସବୁକିଛି ବଦଳିଯିବ, ଦେଖନ୍ତୁ ମହା ଭବିଷ୍ୟବାଣୀ

ବନ୍ଧୁଗଣ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ୪୪ ଦିନରେ କିଛି ଏପରି ଘଟିବ ଯାହାକି ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ରଖି ଦେବ । କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ୪୪ ଦିନ କିପରି ରହିବ ତାହା କହିବାକୁ ଯାଉଛୁ । ମଙ୍ଗଳଙ୍କର ସ୍ଥିତି କାରଣରୁ ଆପଣଙ୍କ ଜୀବନରେ ଲାଭ ହିଁ ଲାଭ ମିଳିବ । ମଙ୍ଗଳଙ୍କର ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ଯଦି ଆପଣ ସନ୍ତାନଙ୍କୁ ନେଇ କୌଣସି ପ୍ରକାରର ସମସ୍ୟାରେ ରହୁଥିଲେ ସେ ସବୁର ଅନ୍ତ ହେବାର ଅଛି । ଯେଉଁ ମାନଙ୍କର ସନ୍ତାନ ଅଛନ୍ତି ସେମାନଙ୍କ ଜୀବନରେ ଯାହା ବି ସଂଘର୍ଷ କରିବାକୁ ପଡିଥିଲା ତାହା ଦୂର ହେବ ।

ବୃହସ୍ପତି ଓ ମଙ୍ଗଳ ୫ମ ଭାବରେ ଦ୍ରୁଷ୍ଟି ପକାଇବାରୁ ଆପଣଙ୍କୁ ୪୪ ଦିନରେ ଖୁସି ଖବର ମିଳିବ । ଆକସ୍ମିକ ଧନ ଲାଭ ହେବ । ଯାହା କାରଣରୁ ଆପଣ ବହୁତ ପ୍ରସନ୍ନ ରହିବନେ । ବିଦ୍ୟାର୍ଥୀଙ୍କ ଜୀବନରେ ଖୁସି ଆଗମନ ହେବାକୁ ଯାଉଛି । ଏହି ୪୪ ଦିନରେ ରାହୁ ୫ ଭାବରୁ ଆସି ଯେଉଁ ସମସ୍ୟାମାନ ଦେଉଥିଲେ ତାହା ଦୂର ହେବ । ଆପଣଙ୍କର ପରାକ୍ରମ ବଢିବ ।

ଜୋସ ଉଶ୍ଚାହ ର ବୃଦ୍ଧି ହେବ । ସ୍ୱାସ୍ଥ୍ୟ ସମସ୍ଯା ଠାରୁ ଦୂରେଇ ରହିବେ । ଆଗକୁ ବଢିବାର ସୁଯୋଗ ପ୍ରଦାନ ହେବ । ମଙ୍ଗଳ ଆପଣଙ୍କର ବନ୍ଧୁ ଓ ବୃହସ୍ପତି ଆପଣଙ୍କର ଗୁରୁ ଭାବେ ବିଚାର କରାଯାଏ । ଯେଉଁ କାରଣରୁ ଆପଣଙ୍କୁ ଆଗକୁ ବଢିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କର ପାରିବାରିକ ଜୀବନ ବହୁତ ଭଲ ରହିବ । ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ ।

ଏହି ସମୟରେ ଡ଼ିଫେନ୍ସ ସର୍ଭିସ ରେ ଯୋଡି ହୋଇ ରହିଥିଲେ ଧନ ପ୍ରାପ୍ତର ଅନେକ ଅବସର ମିଇବ । ଡାକ୍ତର, ଉପଦେଷ୍ଟା, ଇଞ୍ଜିନିୟର୍ସ ମାନେ ଏହି ସମୟରେ ନାମ ଅର୍ଜନ କରିବେ । ମଙ୍ଗଳଙ୍କର ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କୁ ବିଶେଷ ଫଳପ୍ରଦ ହେବ । ପୂର୍ବ ମାସରେ ଯେଉଁ କାମ କରୁଥିଲେ ତାହାର ପରିଣାମ ପାଇବେ ।

ସ୍ଥିତି ଆପଣଙ୍କର ପକ୍ଷରେ ରହିବ । ଯେଉଁ ମାନେ ବିବାହର ଅପେକ୍ଷାରେ ରହିଛନ୍ତି ସେମାନଙ୍କର ଜନ୍ମ ଭୂମି ଠାରୁ ବିବାହ ପ୍ରସ୍ତାବ ଠିକ ହୋଇପାରେ । ଏହି ସମୟରେ ବିବାହର ଯୋଗ ରହିଛି । ଏହି ସମୟରେ ଆପଣଙ୍କର କ୍ରୋଧ ରହିପାରେ । କିନ୍ତୁ ଏହା ଆପଣଙ୍କ ପାଇଁ ସେତେଟା କ୍ଷତିକାରି ସାବ୍ଯସ୍ତ ହେବ ନାହି ।

ଯେପରି ଆପଣ ଜାଣିଛନ୍ତି ମଙ୍ଗଳ ଶକ୍ତି ଓ ଯୁଦ୍ଧର କାରକ ଅଟନ୍ତି ସେଥିପାଇଁ କ୍ରୋଧ ଆସିପାରେ । ଭାଇଙ୍କ ସହ ମନାନ୍ତର ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ସବୁଠାରୁ ଖୁସି ଖବର ଯଦି ଆପଣ ନିଜ ପାଇଁ ଘର ତିଆରି କରିବେ ସଠିକ ନିସ୍ପତି ନେବେ । ନୂଆ ଘର ବା ବିଲଡିଙ୍ଗ କରିବାରେ ସଫଳ ହେବେ ।

କିଛି ନା କିଛି ରୋଗରେ ପୀଡିତ ଥିଲେ ସେଥିରୁ ମୁକ୍ତି ପାଇବେ । ପଢା ପଢିରେ ଧ୍ୟାନ ଦେବେ । ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button