ଜ୍ୟୋତିଷ

ଜାନୁଆରୀ 24 ତାରିଖ ମାଡି ଆସୁଛି ଅନ୍ଧକାର! Malikaରେ ଲେଖା ଅଛି ଭବିଷ୍ୟବାଣୀ

ପଶ୍ଚିମ ଦିଗରୁ ଆରମ୍ଭ ହେବ କଳିଯୁଗର ବିନାଶ । ଆସିବ ବଡ ପ୍ରଳୟ । ବିଜ୍ଞାନ ହାର ମାନିବ । ବୈଜ୍ଞାନିକ ଜନ୍ତ୍ର ସବୁ ଅଚଳ ହେବ । ସାଟେଲାଇଟ ସିଷ୍ଟମ ଅଚଳ ହେବ । ମୋବାଇଲ ହାତର ଖେଳଣା ପାଲଟିବ । ହଁ ଦର୍ଶକ ଅନ୍ଧୁ କଥା ମାଳିକାରେ ଲେଖା ଅଛି । ଆଉ ଏବେ ନାସା ବି ଏହି କଥାକୁ ସ୍ବୀକୃତି ଦେଇଛି । ନାସାର ବୈଜ୍ଞାନିକ ମାନେ ଜାରି କରିଛନ୍ତି ଭୟାନକ ତଥ୍ୟ କଳିଯୁଗ ବିଷୟରେ ।

ଯାହା ୬୦୦ ବର୍ଷ ପୂର୍ବରୁ ପଞ୍ଚସଖାଙ୍କ ଦ୍ଵାରା ଲିଖିତ ମାଳିକାରେ ଏହି ତଥ୍ୟ ରହିଛି । ସୌର ଝଡ ମାଡି ଆସୁଛି । ସମଗ୍ର ବିଶ୍ଵର ଧ୍ଵଂସ ଲୀଳା କରିବ ସୌର ଝଡ । ଏହି ସୌର ଝଡ ସାଟେଲାଇଟ ସହ ବିଦ୍ୟୁତ ସିଷ୍ଟମକୁ ନଷ୍ଟ କରିବ ବୋଲି ନାସା ଚେତାବନୀ ଦେଇସାରିଛି । ମହାପୁରୁଷ ଅଚ୍ୟୁତାନନ୍ଦ ଦ୍ଵାରା ମାଳିକାରେ ଏହାର ପ୍ରମାଣ ରହିଛି । ମହାପୁରୁଷ କହିଛନ୍ତି ଅକାଳରେ ନଦୀ ବଢିବ କୁହୁଡି ମାଡି ଆସିବ

ଯେଉଁ ସମୟରେ ନଦୀ ବଢି ସେତେବେଳେ ଏହି ଘଟଣା ଘଟିବ। ମହାପୁରୁଷ ଆଗକୁ ଲେଖିଛନ୍ତି ସୌର ଝଡ ମଧ୍ୟ ବି ହେବ ଆଉ ସମୁଦ୍ର ଜୁଆର ହଠାତ ମାଡି ଆସିବ ଜନବସତିକୁ । ବିଜ୍ଞାନ କଥା ଫେଲ ହୋଇପାରେ କିନ୍ତୁ ମାଳିକା କଥା ସତ୍ୟ ଅଟେ ଯାହା ଦିନକୁ ଦିନ ସତ୍ୟ ହେବାରେ ଲାଗିଛି । ଆଗକୁ ଝାଡା ବାନ୍ତି ରୋଗ ବ୍ୟାପୀବ ବୋଲି ମାଳିକା ରେ ଲେଖା ହୋଇଛି । ଆଉ ମହାମାରୀ ଏବେ ଫେରି ଆସିଛି ।

ମହାପୁରୁଷ ଲେଖିଛନ୍ତି ଯାହା ତାହା ଏବେ ବିଜ୍ଞାନ କହୁଛି । ୨୦୨୩ରେ କୋରୋନା ପୁଣି ତାଣ୍ଡବ ରଚିବାକୁ ଆସୁଛି । ସମଗ୍ର ବିଶ୍ଵରେ ପୁଣି ଲକ ଡାଉନ ହେବ ଯାହା ମାଳିକା କହିଛି ଗୋଟି ଗୋଟି କରି ସତ ହେଉଛି । ଚୀନରେ ଏବେ ଧ୍ଵଂସ ଲୀଳା ଚାଲିଛି । ଶବ ସତ୍କାର କରିବାକୁ ଜାଗା ନାହି ଚୀନ ରେ । ଶବ ର ପାହାଡ ସୃଷ୍ଟି ହୋଇଛି ଚୀନ ରେ । ନାସା ର କହିବା ଅନୁଯାୟୀ ସୌର ଝଡ ଫଳରେ ଚାରି ଆଡେ ଅନ୍ଧାର ହେବ ।

ବନ୍ୟ ପଶୁ ପ୍ରବେଶ କରିବେ କାହା ମାଳିକା ରେ ବି ଲେଖା ଅଛି । ଯେତେବେଳେ ସାତ ଦିନ ସାତ ରାତି ଅନ୍ଧାର ହେବ ସେତେବେଳେ ଶିଆଳ କୁକୁର ପସିବେ । ତେବେ ମହାପୁରୁଷ ବି କହିଛନ୍ତି ଯେବେ ସାତ ଦିନ ସାତ ରାତି ହେବ ସେତେବେଳେ ସମସ୍ତେ ହରି ନାମ ଜପିବେ । ସେତେବେଳେ ମାଳିକା ର ସତ୍ୟତା କୁ ନେଇ ମଣିଷ ଭାବିବ ।

ଏହି ଘଟଣା ଘଟିବ ୨୦୨୫ ମସିହା ଜାନୁଆରୀ ୨୪ ତାରିଖ ରେ ଯାହା ନାସା କହିଛି । ଏହାର ଅର୍ଥ ହେଉଛି ମାଳିକା ସଦା ସର୍ବଦା ସତ୍ୟ । ତେଣୁ ପଇସା ପଛରେ ନ ଗୋଡାଇ ହରି ନାମ ଜପ କରିବା ଆରମ୍ଭ କରି ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button