ଜ୍ୟୋତିଷ

ତୁଲସୀ ଗଛ ପାଖରେ ଲଗାନ୍ତୁ ଏହି ଚମତ୍କାରୀ ଗଛ ହେବ ଧନର ବର୍ଷା !

ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ପାଇଁ କିଛି ନା କିଛି ଉପାୟ ରହିଥାଏ । ଜୀବନର ସବୁ ସମୟରେ ସୁଖ ଶାନ୍ତି ଆସିବା ପାଇଁ ଅନେକ ପ୍ରୟାସ କରିଥାଉ । ହେଲେବି କିଛି ନା କିଛି ସମସ୍ଯା ଆସିଥାଏ । ଆଜି ଆପଣଙ୍କୁ କହିବୁ ତୁଲସୀ ଗଛ ପାଖରେ କେଉଁ ଗଛ ରହିଲେ ଧନର ଅଭାବ ରହେନାହିଁ । ଆସନ୍ତୁ ଜାଣିବା କଣ ସେହି ଗଛ ବିଷୟରେ । ସମସ୍ତ ନାରୀ ମାନେ ସକାଳୁ ଉଠି ତୁଲସୀ ଗଛରେ ପାଣି ଦିଅନ୍ତି ।

ସବୁଦିନ ସକାଳୁ ପୂଜା କରିବା ସମୟରେ କିଛି ପାଣିରେ ତୁଲସୀ ପାତ୍ର ପକାଇ ଘରର ସମସ୍ତ ସ୍ଥାନରେ ଛିଞ୍ଚନ୍ତୁ । ଏହା ଦ୍ଵାରା ଘରକୁ ଖୁସି ଆସିବ ବା ନକରାତ୍ମକ ଶକ୍ତି ପ୍ରଭାବ ପଡିବ ନାହିଁ । ଏହି ଜଳର ପ୍ରୟୋଗ ଦ୍ଵାରା ଧନର ବୃଦ୍ଧି ହେବ । କୌଣସି ସମସ୍ଯା ଆସୁଥିଲେ ତାହା ଦୂର ହେବ । ଯଦି ବ୍ୟବଶ୍ୟରେ ବା ଚାକିରି କ୍ଷେତ୍ରରେ କୌଣସି ସମସ୍ଯା ବା ଧନର ଅଭାବ ଥାଏ ତ ସକାଳୁ ଉଠି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ।

ଏହା ପରେ ତୁଲସୀ ଗଛରେ ପାଣି ଦିଅନ୍ତୁ ,ସେହି ତୁଲସୀ ଗଛରୁ କୌଣସି ଗୋଟିଏ ତୁଲସୀ ଗଛର ଚେର କୁ ଆଣି ଭଲ ଭାବରେ ଧୋଇ ଧୂପ ଦୀପ ଦେଇ ପୂଜା କରିବେ । ଓ ଯେଉଁ ସ୍ଥାନରେ ଧନ ରଖୁଛନ୍ତି ସେହି ସ୍ଥାନରେ ଏହି ଚେରକୁ ରହିବେ । ଏହା ଦ୍ଵାରା କୌଣସିବି ଧନର ଅଭାବ ରହିବ ନାହିଁ । ଆଉ ଏକ ଉପାୟ ମଧ୍ୟ ରହିଛି ଯଦି ଯେଉଁ ତୁଲସୀ ଗଛ ସବୁଦିନ ଆପଣ ପୂଜା କରୁଛନ୍ତି ତା ପାଖରେ କୌଣସି ଗଛ ଉଠିଥିବ ସେହି ଗଛକୁ ସକାଳୁ ଗାଧୋଇବା ପରେ ସବୁଦିନ ଯେପରି ପୂଜା କରନ୍ତି ,

ଠିକ ସେହିପରି ପୂଜା କରିସାରିବା ପରେ ଏହି ଗଛକୁ ଉପାଡିକି ଘରକୁ ଆଣିବେ । ଏହି ଗଛକୁ ଭଲ ଭାବରେ ଗଙ୍ଗା ଜଳରେ ଧୋଇ ଧୂପ ଦୀପ ଦେଇ ପୂଜା କରି ଧନ ରଖୁଥିବା ସ୍ଥାନରେ ରଖନ୍ତୁ । ଏହା କରିବା ଦ୍ଵାରା କୌଣସି ଧନର ସମସ୍ଯା ଆସିବା ନାହିଁ । ତୁଲସୀ ଗଛ ଯେପରି ଶ୍ରେଷ୍ଠ ଅଟେ ତ ପାଖରେ ଥିବା ଗଛ ମଧ୍ୟ ସେହି ପରି ଶ୍ରେଷ୍ଠ ଅଟେ । ଏହା କରିବା ଦ୍ଵାରା ଯେକୌଣସି ସମସ୍ଯା ବା ଚାକିରି କ୍ଷେତ୍ରରେ ଧନର ଅଭାବ ରହିବା ନାହିଁ ।

ବ୍ୟାପାରରେ କୌଣସି ଧନ ପାଇଁ ସମସ୍ଯା ,ପରିବାରରେ ଧନର ଚିନ୍ତା ଏହି ସବୁ ସମସ୍ଯା ଦୂର ହେବ । ତୁଲସୀ ଗଛର ପୂଜା କରିବା ସମୟରେ ଖାଲି ଦୀପ ଲଡନ୍ତୁ ନାହିଁ । ଦୀପ ଲଗାଇବା ସମୟରେ ଦୀପ ତଳେ କିଛି ଚାଉଳ ରଖନ୍ତୁ । ଖାଲି ଦୀପ ଲଗାଇବା ଦ୍ଵାରା ଘରେ ବହୁତ ଦରିଦ୍ରତା ଦେଖା ଦେଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button