ଜ୍ୟୋତିଷ

ରାତିରେ ନିଜଘରେ ଗୋଟିଏ ତେଜପତ୍ର ଜାଳନ୍ତୁ ? ତାପରେ ଦେଖନ୍ତୁ କମାଲ !

ଜୀବନରେ ଅନେକ ପ୍ରକାରର ସମସ୍ଯା ରହିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ବ୍ୟସ୍ତ ବହୁଳ ଜୀବନରେ ଅନ୍ୟ ପାଇଁ ସମୟ ଅଛି ନା ନିଜ ପାଇଁ ସମୟ ଅଛି । ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ରହିଲେ । କେଉଁ ବ୍ୟକ୍ତି ପାଠ ପଢାକୁ ନେଇ ବ୍ୟସ୍ତ ,ବ୍ୟପରକୁ ନେଇ ବ୍ୟସ୍ତ , କାହା ପାଇଁ ଅଫିସର ବ୍ୟସ୍ତ । ନିଜ ଜୀବନକୁ କିପରି ଭଲ ଭାବରେ ଗଢିବେ ସେହି ପ୍ରଚେଷ୍ଟାରେ ଲାଗିରହିଥାନ୍ତି । ସବୁ କାର୍ଯ୍ୟରେ ଚିନ୍ତା ମଧ୍ୟ କରିଥାନ୍ତି ।

ସମସ୍ତ ଚିନ୍ତା ବା ସମସ୍ଯାରୁ ଦୂର ହେବ ପାଇଁ ଏଭଳି ଏକ ଉପାୟ ରହିଛି । ଯାହା କରିବା ଦ୍ଵାରା ସବୁ ଚିନ୍ତା ଦୂର ହେବ । ଆସନ୍ତୁ ଜାଣିବା କଣ ରହିଛି ସେହି ଉପାୟ । ତେଜ ପତ୍ର ସମସ୍ତ ରୋଷେଇ ଘରେ ଥାଏ । ତେଜପତ୍ରକୁ କୌଣସି ଖାଦ୍ଯ ବନାଇବାରେ ବ୍ୟବହାର କରୁ । ଚାହା କରନ୍ତୁ ବା କୌଣସି ମସଲା ତରକାରୀ କରନ୍ତୁ ତେଜପତ୍ରର ଆବଶ୍ୟକତା ରହିଥାଏ । ଏହି ତେଜପତ୍ରକୁ ଯଦି ଏକ ପାତ୍ରରେ ରାଖୀ ଜଳାଇଦେବେ । ଓ ଏହାର ଧୂଆଁ ଯେପରି ବାହାରକୁ ନଯିବ ସେହିପରି ଘରର ସମସ୍ତ କବାଟ ଝରକା ବନ୍ଦ କରିଦେବେ ।

ଏହା କରିବା ଦ୍ଵାରା ସମସ୍ତ ଚିନ୍ତା ଦୂର ହୋଇଥାଏ । ରାସାୟନିକ ପରୀକ୍ଷାରୁ ଜଣାଯାଇଛି ତେଜପତ୍ର ସବୁ ଚିନ୍ତରୁ ମୁକ୍ତି ଦେବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କର ନିଶ୍ଵାସ ଜନିତ ସମସ୍ୟା ରହିଛି ତ ଏହି ତେଜପତ୍ରର ବ୍ୟବହାର ଦ୍ଵାରା ସେ ସବୁ ସମସ୍ଯା ଦୂର ହୋଇଯାଏ । ଯଦି ଏହି ଉପାୟ କରିବେ ବହୁତ ଶୀଘ୍ର ଏହି ଚିନ୍ତା ମୁକ୍ତ ସମସ୍ୟାରୁ ମୁକ୍ତି ମିଳିବ । ଓ ଶାନ୍ତିରେ ଆପଣ ରାତିରେ ଶୋଇବେ । ଯଦି ପରିବାରରେ କୌଣସି ସମସ୍ଯା ରହିଛି ଯାହା ପାଇଁ ଆପଣ ବହୁତ ଚିନ୍ତାରେ ଅଛନ୍ତି  ।

ଏହି ଉପାୟ କରିବା ଦ୍ଵାରା ସବୁ ସମସ୍ଯାରୁ ବହୁତ ଶୀଘ୍ର ମୁକ୍ତି ପାଇବେ । ଯଦି ଆପଣ ନିଜ କର୍ମକୁ ନେଇ କିଛି ସମସ୍ଯା ରହିଛି ସେଥିଲାଗି ବହୁତ ଚିନ୍ତାରେ ଅଛନ୍ତି । ଏହି ଉପାୟ କରିବା ଦ୍ଵାରା ବହୁତ ଶାନ୍ତି ଲାଗିବ ଓ ବହୁତ ଆରାମ ଲାଗିବ । ଯଦି ଆପଣ କୌଣସି କାରଣରୁ ସାଙ୍ଗ ସାଥିଙ୍କ ସହ ଝଗଡା ହୋଇଛି ବହୁତ ଚିନ୍ତାରେ ଅଛନ୍ତି ଯେ କିପରି ଏହାର ସମାଧାନ କରିବେ । ଏହି ତେଜପତ୍ରକୁ ଜଳାଇବ ଦ୍ଵାରା ସବୁ ଚିନ୍ତା ଦୂର ହୋଇଯାଏ ।

ଯଦି ଆପଣଙ୍କୁ ପାଠ ପଢାରେ କୌଣସି ସମସ୍ଯା ପାଇଁ ଚିନ୍ତାରେ ଅଛନ୍ତି ବା ବ୍ୟସ୍ତ ହେଉଛନ୍ତି ଏହି ଉପାୟ ନିଶ୍ଚୟ କରନ୍ତୁ । ଜୀବନରେ ତ ବହୁତ ସମସ୍ଯା ଆସିଥାଏ । ସେହି ସମସ୍ଯାକୁ ନେଇ ବହୁତ ଚିନ୍ତା ମଧ୍ୟ କରିଥାନ୍ତି । ସବୁ ଚିନ୍ତାକୁ ଦୂର କରିବା ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ । ଦେଖିବେ ବହୁତ ଭଲ ଫଳ ପ୍ରାପ୍ତି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button