ଜ୍ୟୋତିଷ

23 ଏପ୍ରିଲ ଅକ୍ଷୟ ତୃତୀୟା(ଆଜି), ଘରକୁ ଆଣନ୍ତୁ ଏହି ଜିନିଷ ହେବ ଧନ ବୃଦ୍ଧି ! ସମସ୍ତ ଅଭାବ ହେବ ଦୂର

ଜୀବନରେ ସବୁ ସମୟରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ମଧ୍ୟ ବହୁତ କଷ୍ଟ ହୋଇଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିକୁ ଅକ୍ଷୟ ତୃତିୟା କହିଥାନ୍ତି । ଆଜି ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ ଘରକୁ କେଉଁ ଜିନିଷ ଆଣିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଏହି ଅକ୍ଷୟ ତୃତୀୟାରେ କୌଣସି ଶୁଭ କାର୍ଯ୍ୟ କରାଯାଏ । ଅକ୍ଷୟ ର ଅର୍ଥ ହେଉଛି ଯାହାର କ୍ଷୟ ହୋଇନଥାଏ ବା ଅନନ୍ତ ଫଳଦାଯକ ହୋଇଥାଏ ।

ତୃତୀୟା ର ଅର୍ଥ ହେଉଛି ମାସର ତୃତୀୟ ତିଥି ଅଟେ ତେଣୁ ଏହାର ନାମ ଅକ୍ଷୟ ତୁତୀୟା ହୋଇଥାଏ । ହିନ୍ଦୁ ଶାସ୍ତ୍ରରେ ଏହା ବରଣିତ ଅଛିକି ଏହି ଦିନ ଯେକୌଣସିବି କାର୍ଯ୍ୟ କରିଥାନ୍ତି ତାହା ଅନେକ ଗୁଣରେ ଫଳ ମିଳିଥାଏ । ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ରଥ କାଠ ଅନୁକୂଳ ହୋଇଥାଏ । ଏବଂ ଚାଷୀମାନେ କ୍ଷେତରେ ପୂଜା ପାଠକାରୀ ଶସ୍ଯ ବୁଣିଥାଏ । ଏହି ଅକ୍ଷୟ ତୃତୀୟା ଦିନ ଘରକୁ ମା ଲକ୍ଷ୍ମୀଙ୍କର ଚରଣ ପାଦୁକ ଆଣିବା ଉଚିତ ।

ଏହା ଦ୍ଵାରା ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବାସ କରିଥାନ୍ତି ଏବଂ ଧନର କୌଣସି ଅଭାବ ରହିନଥାଏ । ଏହି ଦିନ ଘରକୁ କଉଡି ଆଣିବା ମଧ୍ୟ ବହୁତ ଭଲ ହୋଇଥାଏ । କାରଣ ମା ଲକ୍ଷ୍ମୀଙ୍କୁ କଉଡି ବହୁତ ପସନ୍ଦ ହୋଇଥାଏ । ଏହି ଅକ୍ଷୟ ତୃତୁୟାରେ କଉଡି ଘରକୁ ଆଣିବା ମଧ୍ୟ ବହୁତ ଶୁଭ ହୋଇଥାଏ । ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ଅକ୍ଷୟ ତୃତୀୟାରେ ଘରକୁ ଏକ ଆଖିଆ ନଡିଆ ଆଣିବା ବହୁତ ଶୁଭ ହୋଇଥାଏ ।

ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକ ଆଖିଆ ନଡିଆ ବହୁତ ସହାୟକ ହୋଇଥାଏ । ନଡିଆକୁ ପୂଜା ଘରେ ମା ଲକ୍ଷ୍ମୀଙ୍କ ପାଖରେ ବହୁତ ବିଧି ବିଧାନର ସହ ପୂଜା କରନ୍ତି ,ଏହା ଦ୍ଵାରା ସବୁ କାର୍ଯ୍ୟ ଶୁଭ ହେବ । ଏହି ଦିନ ମା ଲକ୍ଷ୍ମୀଙ୍କର ପ୍ରତିମା ବା ଫଟୋ ଆଣି ପୂଜା ଘରେ ବିଧି ବିଧାନର ସହ ପୂଜା ଲରନ୍ତୁ । ଏହି ଦିନ ଧାତୁ ନିର୍ମିତ କଇଁଛ ଘରକୁ ଆଣିବା ମଧ୍ୟ ବହୁତ ଶୁଭ ହୋଇଥାଏ । କାରଣ କଇଁଛ ମା ଲକ୍ଷ୍ମୀଙ୍କର ବିଭିନ୍ନ ବହନ ମଧ୍ୟରୁ ଗୋଟିଏ ହେଉଛି କଇଁଛ ।

ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ଏହି ଅକ୍ଷୟ ତୃତୀୟାରେ କଇଁଛ ଆଣିବା ବହତ ଶୁଭ ହୋଇଥାଏ । ଧନର ପ୍ରାପ୍ତି ପାଇଁ ଘରକୁ ମା ଲକ୍ଷ୍ମୀଙ୍କର ଜନ୍ତ୍ର ମଧ୍ୟ ଆଣିବା ବହୁତ ଶୁଭ ହୋଇଥାଏ । ଏହି ଦିନ ଘରକୁ ଦକ୍ଷିଣ ବର୍ତ୍ତୀ ଶଙ୍ଖ ଆଣିବା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହା କରିବା ଦ୍ଵାରା ଘରେ କୌଣସି ଧନର ଅଭାବ ହେବ ନାହିଁ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ପ୍ରାପ୍ତି ହେବ । ଯଦି ଆପଣଙ୍କୁ ଏହି ପୋଷ୍ଟତି ଭଲ ଲାଗିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button