ଜ୍ୟୋତିଷ

2023 ଜୁନ ମାସରେ କୁମ୍ଭ ରାଶି ରୁହନ୍ତୁ ସାବଧାନ? ଘଟିବ ଭୟଙ୍କର ଘଟଣା

କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ମୁଖ୍ୟ ଦୁଇଟି ଘଟଣା ରହିଛି । ପ୍ରଥମ; ମେ ମାସରେ ସରକାରୀ ଚାକିରିରେ ବହୁତ ପ୍ରଭାବ ପଡିଥିଲା ।ଚାକିରି ପ୍ରଭାବ ଯୋଗୁ ମାନସିକ ଅସ୍ଥିର ରହୁଥିବେ ।ଦ୍ଵିତୀୟ ;  କୁମ୍ଭ ରାଶିର ବ୍ୟକ୍ତି ଏହି ମାସରେ ମେଡିକାଲ ର ଦ୍ଵାରସ୍ଥ ହେଇଥିବେ । ନିଜ ପାଇ ହେଉ ବା ବାହାର ଲୋକଙ୍କ  ପାଇ ହେଉ । ଜୁନ ମାସରେ କୁମ୍ଭ ରାଶି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ପୀଡା ହୋଇପାରେ । ଯେମିତିକି ଚର୍ମ ଜନିତ ରୋଗ ଯାହାକୁ ଆମେ କହିଥାଉ ଆଲର୍ଜି ଯାହା ଦ୍ଵାରା ବହୁତ ଥର ମେଡିକାଲ ଯିବାକୁ ପଡିଥାଏ । ଏହି ରାଶିର ବ୍ୟକ୍ତି ବହୁତ ବିରକ୍ତ ପ୍ରକାଶ କରନ୍ତି ।

ଏହି ସମସ୍ଯା ଜୁନ ୧୫ ଯାଏ ରହିବା । ଧନର ସ୍ଥିତି ମାର୍ଚ ମାସରେ ବହୁତ ଭଲ ରହିବାର ଅଛି ।ଆପଣଙ୍କ ଧନ କୌଣସି ଶୁଭ କାର୍ଯ୍ୟ ରେ ଲାଗିପରେ । ମନ୍ଦିର ବା ଘରେ ହୋମ ପୂଜା ଧାର୍ମିକ କାର୍ଯ୍ୟରେ  ଲାଗିପରେ ।କିମ୍ବା ବ୍ୟବସାୟ ରେ ମଧ୍ୟ ଲାଗିପାରେ ।ପାରିବାରିକ କ୍ଷେତ୍ର ଆପଣଙ୍କ ପାଇ ଭଲ ରହିଛି। ଯାହାକି କୌଣସି ଉଶ୍ଚବ ବା ଧାର୍ମିକ ଅନୁଷ୍ଠାନ ହୋଇପାରେ। ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । ପୁରୁଣା ବନ୍ଧୁ ମାନଙ୍କ ସହିତ ସାକ୍ଷାତ ହୋଇପାରେ ।ସନ୍ତାନ ମାନଙ୍କ ବିଷୟରେ ଯେଉମାନେ ନବ ବିବାହିତା ବା ଦୁଇ ରୁ ତିନି ବର୍ଷ ହେବ ହୋଇଛି ସେମାନଙ୍କ ସନ୍ତାନ ପ୍ରାପ୍ତିରେ ବଧା ରହିଛି ଓ ଯେଉ ମାନଙ୍କର ସନ୍ତାନ ଅଛି କୌଣସି ପ୍ରତିଯୋଗୀତା ବା ବିଦେଶକୁ ପଢିବାକୁ ଜୀବ ରେ ବାଧା  ଆସିପାରେ ।

ଏକାଥରେ ସଫଳତାର ସମ୍ଭାବନା କମ ରହିଛି।ଦାମ୍ପତ୍ୟ ଜୀବନର ସୁଖ ବିଷୟରେ ।ପତି ପତ୍ନୀ ବା ଲାଭ କପୁଲ ଙ୍କର ବହୁତ ଭଲ ରହିଛି । ଯେମିତିକି ନିଜ ବିଷୟରେ ଚିନ୍ତା ମଧ୍ୟ କରିବେ। ଉଭୟ ଉଭଯଙ୍କୁ  ସମୟ ଦେବାକୁ ଚେଷ୍ଟା କରିବେ।ପତି ପତ୍ନୀ ବା ଲାଭ କପଲ ଙ୍କ ପାଇ ଦୁଇଟିଯାକ ବହୁତ ଭଲ ଅଛି । ଚାକିରି କ୍ଷେତ୍ରରେ ଶୁକ୍ର ଅଛନ୍ତି ତୃତୀୟ ସ୍ଥାନରେ । ଏହି କୁମ୍ଭ ରାଶିରେ ବହୁତ ଭଲ ରହିବା ଅଫିସ ରେ ମାଙ୍ଗଳିକ କାର୍ଯ୍ୟ ହେବ ବା କିଛି ଲାଭ ଫଳ ପ୍ରାପ୍ତି ହୋଇପାରେ ।

ବ୍ୟାପାରୀ ମାନଙ୍କ ପାଇ କୁମ୍ଭ ରାଶିରେ ସ୍ଵାମୀ ହେଉଛନ୍ତି ମଙ୍ଗଳ ଯେ କି ଲାଭ ସ୍ଥାନରେ ବସିଛନ୍ତି । ବ୍ୟାପାରରେ ବହୁତ ଭଲ  ହେବ ବା ଲାଭ ହେବ ।କୌଣସି ପୂଜା ର ଅନୁଷ୍ଠାନ ହେବ। ସମାଜରେ ବହୁ ପ୍ରଭାବଶାଳି ଲୋକକଙ୍କ ସମ୍ପର୍କରେ ଆସିବେ ।ଏହି ସମୟରେ ବହୁ ଧାର୍ମିକ ସ୍ଥାନରେ ରହିବେ । ନିଜର କର୍ମ ଦ୍ଵାରା ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବେ ।କିନ୍ତୁ ଏଥିରେ କୌଣସି ମହିଳା ସହକର୍ମୀଙ୍କ ଅବଦାନ ରହିପାରେ ।

ଯଦି ଆପଣ ସରକାରୀ  କ୍ଷେତ୍ରରେ ଅଛନ୍ତି ତ ବିଶେଷ ଲାଭ ପ୍ରାପ୍ତି ହେବ । ଲଭ ଲାଇଫ ଶୁକ୍ର ଙ୍କର ଗୋଚର ବହୁତ ଶୁଭ ରହିବ। ଏହି ଦିନ ଗୁଡିକ ବହୁ ଖୁସିରେ ସହିତ  ବିତିବା । ଆଉ ଛୋଟ ଝିଅ ମାନଙ୍କ ଆଶୀର୍ବାଦ ନେଲେ ଅତ୍ୟନ୍ତ ଭଲ । କୁମ୍ଭ ରାଶିର ଜାତକ ମାନଙ୍କ ପାଇ ସୂର୍ଯ୍ୟ ଙ୍କର ଏହି ଗୋଚର।ଏହା ଦ୍ଵାରା  ଆପଣଙ୍କୁ ଦୂର ଯାତ୍ରା ର ସମ୍ଭାବନା ଅଛି । ଆପଣ ଗୁରୁଜନଙ୍କ ବିଷୟରେ ବିଚାର କରିବେ । ଏହି ସମୟରେ ପିତାଙ୍କର ସ୍ୱାସ୍ଥ୍ୟରେ ବାଧା ଆସିପାରେ ଏହାକୁ ଧ୍ୟାନ ଦେବେ ।

କିନ୍ତୁ ଅର୍ଥ ବହୁତ ଭଲ ରହିବା ଯେଉ ମାନଙ୍କ ସହିତ ମନ ମନାନ୍ତର ହୋଇଥିଲା ସବୁ ଠିକ ହୋଇଯିବ। ବ୍ଯବସାୟ ବଢାଇବା ପାଇ କୌଣସି ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି ।ଛାତ୍ର ଛାତ୍ରୀ ଙ୍କ ପାଇ ବହୁତ ଶୁଭପ୍ରଦ ହେବ ଯାହା ପରିଶ୍ରମ କରିଥିବେ ତାହା ସଫଳ ହେବ । ଯାହା ଚାହୁଛନ୍ତି ତାହା ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button