ପାଚିଲା ଆମ୍ବ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ? ଏହା ସହ ଆହୁରି 10 ଟି ମଜାଦାର ପ୍ରଶ୍ନ ଓ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ । ମଣିଷ ଜୀବନ ପ୍ରଶ୍ନ ରେ ଘେରି ହୋଇ ରହିଥାଏ । କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ । ତେବେ ସାଧାରଣ ଜ୍ଞାନ ଆହରଣ କରିବାକୁ ହେଲେ ପ୍ରତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ । କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆମ ପୁସ୍ତକ ରେ ପଡିଥାଏ ତ ଆଉ କିଛି ନ ଥାଏ ।
ଯାହା ପାଇଁ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ । ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ । ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହି ଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳି ଯାଇଥାଏ ।
କିଛି ପିଲା ମାନେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଅନେକ ପ୍ରକାରର ମାଧ୍ୟମ ଆପଣେଇ ଥାନ୍ତି । କିଛି ମାତ୍ରା ରେ ସେମାନେ ସଫଳ ମଧ୍ୟ ହୋଇଥାନ୍ତି । ତେବେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଆଜିର ସମୟରେ ମୋବାଇଲ ରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ପିଲା ମାନେ କିଛି ଭଲ ଓ ଖରାପ କଥା ସିଖୁ ଛନ୍ତି ।
ତେଣୁ ଅନ୍ୟ ମାନଙ୍କ ସାମ୍ନାରେ ନିଜ ଜ୍ଞାନକୁ ପ୍ରକାଶ କରିବା ପାଇଁ ଚାହୁଁଥିଲେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ କିଛି ଏମତି ପ୍ରଶ୍ନର ଉତ୍ତର ଯାହା ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।
୧- ଦହି ସହ କଣ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ?
ଉତ୍ତର- ମାଛ ।
୨- ମହାତ୍ମା ଗାନ୍ଧୀ ଙ୍କର କେତୋଟି ସନ୍ତାନ ଥିଲେ ?
ଉତ୍ତର- ୪ଟି ।
୩- କେଉଁ ଫଳ ଖାଇବା ଦ୍ଵାରା ଶରୀରରେ ଉଜ୍ବଳତା ବଢିଥାଏ ?
ଉତ୍ତର- ଅଙ୍ଗୁର ।
୪- କେଉଁ ପ୍ରାଣୀ ଠିଆ ହୋଇ ଶୋଇ ଥାଏ ?
ଉତ୍ତର- ଘୋଡା ।
୫- କେଉଁ ପ୍ରାଣିର ରକ୍ତ ସବୁଜ ରଙ୍ଗର ଅଟେ ?
ଉତ୍ତର- ଏଣ୍ଡୁଅ ।
୬- ୨୦୦୦ ଟଙ୍କିଆ ନୋଟ ବନେଇବା ପାଇଁ ସମୁଦାୟ କେତେ ଟଙ୍କା ଖର୍ଚ୍ଚ ହୁଏ ?
ଉତ୍ତର- ୪ ଟଙ୍କା ।
୭- କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲେମ୍ବୁ ଚାଷ ହୁଏ ?
ଉତ୍ତର- ମହାରାଷ୍ଟ୍ର ।
୮- କେଉଁ ଜୀବ ମାତା ପିତା ଉଭୟ ଙ୍କ କ୍ଷୀର ପିଇଥାଏ ?
ଉତ୍ତର- ଠେକୁଆ ।
୯- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି ?
ଉତ୍ତର- ମଧ୍ୟ ପ୍ରଦେଶ ।
୧୦- ପାଚିଲା ଆମ୍ବ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର- ଡାଇବେଟିସ ।