ପୁଅ ଝିଅର ନାଁ ପଚାରିଲା, ଝିଅ କହିଲା ପିତାଙ୍କ ପୂର୍ବରୁ ଓ ମା ଙ୍କ ପରେ ଯାହା ଲାଗିଥାଏ ସେହା ମୋର ନାଁ ? କୁହ କଣ ? ଏହା ସହ ଆହୁରି 15+ GK Quiz

ବନ୍ଧୁଗଣ ନମସ୍କାର । ଦୁନିଆରେ ମଣିଷ ବଞ୍ଚିବାକୁ ହେଲେ ଦୁନିଆ ସହ ଜଡିତ ଅନେକ କଥାମାନ ଜାଣିବା ନିହାତି ଜରୁରୀ ଅଟେ । ତାହାକୁ ଆମେ ସାଧାରଣ ଜ୍ଞାନ ବୋଲି କହିଥାଉ । ଯାହା ଆମର ଚାରି ପାଖରେ ଓ ଆଖ ପାଖରେ କିଛି ଘଟଣା ଘଟିଥାଏ । ଯାହା ମଧ୍ୟ ରେ ଏମିତି କିଛି ପ୍ରଶ୍ନ ମନକୁ ଆସିଥାଏ ଯାହା ଜାଣିବା ପାଇଁ ଆମେ ଇଚ୍ଛା କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେଭଳି କିଛି ସହଜ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ଜାଣି ପାରିଲେ ଆପଣ ନିଜ ଦୈନିକ ଜୀବନରେ କାମରେ ଲଗାଇ ପାରିବେ ।
1- ଏମିତି କେଉଁ ଜିନିଷ ଅଛି ଯାହା ସବୁ ଆଡେ ବୁଲିଥାଏ କିନ୍ତୁ ମନ୍ଦିର ଯିବାକୁ ଭୟ କରିଥାଏ ?
ଉତ୍ତର- ଚପଲ ।
2- ଏମିତି କେଉଁ ତାରା ଅଛି ଯାହା 16 ବର୍ଷ ପରେ ଦେଖାଯାଏ ?
ଉତ୍ତର- ପୁଚ୍ଛଳ ।
3- କେଉଁ ପରିବା ଖାଇଲେ ଦାନ୍ତ ସଫା ହୁଏ ?
ଉତ୍ତର- ପାଲକ ।
4- ଏମିତି କେଉଁ ପକ୍ଷୀ ଅଛି ଯିଏ ପୁରା ଜୀବନ କାଳରେ କେବେ ବି ଗଛରେ ବସେ ନାହିଁ ?
ଉତ୍ତର- ଟିଟୋନୀ ।
5- ମନୁଷ୍ୟର ସବୁଠୁ ବଡ ଶତ୍ରୁ କେଉଁ ପଶୁ ଅଟେ ?
ଉତ୍ତର- ମଶା ।
6- ବିଶ୍ଵର ସବୁଠୁ ଲମ୍ବା ନଦୀର ନାଁ କଣ ?
ଉତ୍ତର- ନୀଳ ନଦୀ ।
7- ଏମିତି କେଉଁ ଜିନିଷ ଅଛି ଯିଏ ଖୁଶିର ପରିବେଶରେ ମଧ୍ୟ କନ୍ଦାଇଦିଏ ?
ଉତ୍ତର- ପିଆଜ ।
8- ଏମିତି କେଉଁ ଜିନିଷ ଅଛି ଯାହାକୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର- ଅଣ୍ଡା ।
9- ଏସିୟା ର ସବୁଠୁ ବଡ ଓ ନମ୍ବର ୱାନ ୟୂଟ୍ଯୂବର କିଏ ?
ଉତ୍ତର- କେରୀ ମୋନାଟି ।
10- ଏମିତି କିଏ ସେ ଯାହାର ମୁଣ୍ଡ ନାହିଁ ତଥାପି ସେ ଟୋପି ପିନ୍ଧେ ?
ଉତ୍ତର- ବୋତଲ ।
11- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେ ବି ବନ୍ଦୀ କରି ରଖିପାରିବନି ?
ଉତ୍ତର- ଛାଇ ।
12- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ହେଡ ଓ ତେଲ ଅଛି କିନ୍ତୁ ବଡି ନାହିଁ ?
ଉତ୍ତର- କଏନ ।
13- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଯେତେ ଟାଣିଲେ ବି ସେତେବେ ଛୋଟ ହୋଇଯାଏ ?
ଉତ୍ତର- ସିଗାରେଟ ।
14- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ପଙ୍ଖ ନାହିଁ ତଥାପି ସେ ଉଡିଥାଏ, ହାତ ନାହିଁ କିନ୍ତୁ ସେ ଲଢିଥାଏ ?
ଉତ୍ତର- ଗୁଡି ।
15- ଏମିତି କେଉଁ ଫଳ ଅଛି ଯାହା କଞ୍ଚା ଥିବା ବେଳେ ମିଠା ଓ ପାଚିଲେ ଖଟା ଲାଗିଥାଏ ?
ଉତ୍ତର- ସପୁରି ।
16- ପୁଅ ଝିଅର ନାଁ ପଚାରିଲା । ଝିଅ କହିଲା ପିତାଙ୍କ ପୂର୍ବରୁ ଓ ମା ଙ୍କ ପରେ ଯାହା ଲାଗିଥାଏ ସେହା ମୋର ନାଁ ? କୁହ କଣ ?
ଉତ୍ତର- ଶ୍ରୀଦେବୀ ।