GK – କେଉଁ ଜିନିଷକୁ ଦ୍ଵିତୀୟ ଥର ଗରମ କରିବା ଦ୍ଵାରା ବିଷ ହୋଇଯାଏ ? 15+ GK with answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।
ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- ପୃଥିବୀ ରେ ଦେଖା ଯାଉଥିବା ସବୁଠାରୁ ଚମକୁଥିବା ଗ୍ରହର ନାମ କଣ ?
ଉତ୍ତର- ଶୁକ୍ର ଗ୍ରହ ।
2- ଏମିତି କେଉଁ ମାଛ ଅଛି ଯିଏ ପବନରେ ଉଡିପାରେ ?
ଉତ୍ତର- ଫ୍ଲାଇଙ୍ଗ ମାଛ ।
3- ଏମିତି କେଉଁ ଦେଶ ଅଛି ଯେଉଁଠି ଝିଅ ମାନେ ବାହା ହେବା ପାଇଁ ତାରସିଥାନ୍ତି ?
ଉତ୍ତର- ବ୍ରାଜିଲ ।
4- ଭାରତର କେଉଁ ରାଜ୍ୟରେ ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ପ୍ରୟୋଜନ ଆରମ୍ଭ ହୋଇଥିଲା ?
ଉତ୍ତର- କୋଲକାତା ।
5- ଆଦି ମାନବ ପ୍ରଥମେ କେଉଁ ପଶୁ କି ପୋଷା ବନାଇଥିଲା ?
ଉତ୍ତର- କୁକୁର ।
6- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଗାନ ଦେଖାଯାଏ ?
ଉତ୍ତର- ଉତ୍ତର ପ୍ରଦେଶ ।
7- ଫ୍ରିଜର ପାଣି ଥଣ୍ଡା କେଉଁ ଗ୍ଯାସ କାରଣରୁ ହୋଇଥିଲା ?
ଉତ୍ତର- ଆମୋନିୟା ।
8- ପ୍ଲାଟିପସ ପକ୍ଷୀ କେଉଁ ଦେଶରେ ଦେଖାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା ।
9- କେଉଁ ଜୀବ ର ଚମଡା ରୁ 40 ପ୍ରକାରର ଔଷଧ ତିଆରି ହୁଏ ?
ଉତ୍ତର- କଇଁଛ ।
10- ଭାରତରେ ନୋଟ ବନ୍ଦୀ କେଉଁ ବର୍ଷ ହୋଇଥିଲା ?
ଉତ୍ତର- 2016 ।
11- ଭଗବାନ ଶ୍ରୀରାମ ଙ୍କ ପୁଅଙ୍କର ନାମ କଣ ?
ଉତ୍ତର- ଲବ କୁଶ ।
12- ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା କଣ ତୀବ୍ର ଭାବେ ବଢିଥାଏ ?
ଉତ୍ତର- ଉଚ୍ଚତା ।
13- ଏମିତି କେଉଁ ଦେଶ ଅଛି ଯେଉଁଠି ସୁନାର ପାହାଡ ଅଛି ?
ଉତ୍ତର- କାଙ୍ଗୋ ।
14- କେଉଁ ଦେଶରେ କୁକୁର ପାଳିବା ଦ୍ଵାଏରା ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର- ଆଇସଲ୍ୟାଣ୍ଡ ।
15- କେଉଁ ପଶୁ ମଣିଷ ଠାରୁ ଅଧିକ ଗଛ ଲଗାଇଥାଏ ?
ଉତ୍ତର- ଗୁଣ୍ଡୁଚିମୂଷା ।
16- ନ୍ୟାସନାଲ ଡିଫେନ୍ସ କଲେଜ ଭାରତରେ କେଉଁଠି ଅଛି ?
ଉତ୍ତର- ଦିଲ୍ଲୀ ।
17- ବିହାର ରାଜ୍ୟର ରାଜକୀୟ ପକ୍ଷୀ ର ନାମ କଣ ?
ଉତ୍ତର- ଘରଚଟିଆ ।
18- ପୁରା ବିଶ୍ବରେ ସବୁଠୁ ଅଧିକ ଆଳୁର ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଚୀନ ।
19- କେଉଁ ଜିନିଷକୁ ଦ୍ଵିତୀୟ ଥର ଗରମ କରିବା ଦ୍ଵାରା ବିଷ ହୋଇଯାଏ ?
ଉତ୍ତର- ବିଟ ।