ଜ୍ୟୋତିଷ

ବିବାହ ପରେ ସ୍ଵାମୀକୁ ଧୋକା ଦେଇ ଥାନ୍ତି ଏହି 4 ନାମର ଝିଅ- Jyotisha Shastra

ଏହି ଚାରି ନାମର ମହିଳାମାନେ ନିଜ ପ୍ରଥମ ଭଲ ପାଇବା କୁ ଭୁଲି ନଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଭଳି କିଛି ମହିଳା ମାନନ୍ନ୍କ ନାମ କହିବା ପାଇଁ ଯାଉଛୁ ଯେଉଁ ମାନେ ନିଜ ପ୍ରେମ କୁ କେଭେଲେ ଭୁଲିବା ପାଇଁ ସକ୍ଷମ ନଥାନ୍ତି । ଆମ ଜୀବନରେ ଜ୍ଯୋତିଷ ଶାସତର ର ଖୁବ ମହତ୍ଵ ଅଛି । ଭଲ ପାଇବା ଅଓ ସମ୍ପର୍କ ମାଧ୍ୟମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଆଜି ଆମେ ସେହି ଭଳି ମହିଳା ମାନଙ୍କ କଥା କହିବା ପାଇଁ ଯାହକୁ ଯେଉଁ ମାନେ ନିଜ ପ୍ରଥମ ପ୍ରେମକୁ ନେଇକି ବହୁତ ଚିନ୍ତାରେ ଥାନ୍ତି ।

ଏମାନେ ସାଧାରଣ ଭାବେ ନିଜ ଭଲ ପାଇବା କୁ କାହାକୁ ଛାଡିବା ପାଇଁ ଦେଇ ନଥାନ୍ତି । କିନନ୍ତୁ ଏମାନେ ନିଜ ଅତୀତ କୁ ସବୁ ବେଳେ ଯିବା ପାଇଁ ଚାହିଁ ଥାନ୍ତି । ଆଜି ଆମେ କହୁଥିବା ମହିଳା ମାନଙ୍କ କଥା କହିବା ପାଇଁ ଯିବା ଯଦି ଯେଉଁ ମହିଳାମାନଙ୍କ ନାମ “B” ନାମର ମହିଳା ମାନଙ୍କ ନାମ ଏହି ମହିଳା ମାନେ ଦେଖିବା ଏପାଇଁ ସୁନ୍ଦର ଥାନ୍ତି ଏହା ସହ ଏମାନେ ଚଞ୍ଚଳ ହୋଇ ଥାନ୍ତି ।

ଏମାନେ ଜାଣି ପରି ନଥାନ୍ତି କେତେବେଳେ ଏମାନେ ପ୍ରେମରେ ପଡି ଯାଇଥାନ୍ତି । ଏମାନେ ସବୁ ବେଳେ ଏହା ଚାହିଁ ଥାନ୍ତି କି ଏମାନେ ଯାହାକୁ ଭଲ ପାଉ ଛନ୍ତି ତାକୁ ହିଁ ବିବାହ କରନ୍ତୁ । ଏମାନେ ବିବାହ କରିବା ପାଇ କିଛି ଭି କରି ପାରନ୍ତି ।

ଦ୍ଵିତୀୟ ନାମର ମହିଳା ଙ୍କ ନାମ ହେଉଛି “K” ଏହି ନାମର ମହିଳା ମାନେ ନିଜ ଭଲ ପାଇବା କୁ ହିଁ ବାହା ହୋଇ ଥାନ୍ତି ଏମାନେ ସବୁ ବେଳେ ରୟାଲ ହୋଇ ଥାନ୍ତି ଏହା ସହ ଏମାନେ ଏହା ମଧ୍ୟ ଚାହିଁ ଥାନ୍ତି କି ଏମାନେ ଯାହାକାଉ ଭି ଭଲ ପାଇବେ କିମ୍ବା ଯାହାକୁ ଭି ପ୍ରେମ କରିବେ ସେମାନେ ସବୁ ବେଳେ ୟାଙ୍କ ସହ ରୁହନ୍ତୁ ।

ଏହା ପର ନାମ ହେଉଛି  “R” ଏମାନେ ଦେଖିବା ପାଇଁ ସୁନ୍ଦର ହୋଇ ନଥାନ୍ତି କିନ୍ତୁ ଏମାନେ ଯାହାକାଉ ନିଜର ମନ ଦେଇ ଥାନ୍ତି ସେମାନାଙ୍କୁ ନିଜର କରିକି ହିଁ ଛାଡି ଥାନ୍ତି ତାଙ୍କ ମତ ଅନୁସାରେ ଦେଖିବା ପାଇ ଯିବାତ ଏମାନେ ନିଜ ଭଲ ପାଇବା ଆକୁ ମଲା ପରେ ମଧ୍ୟ ଭୁଲି ପାରି ନଥାନ୍ତି ।

ଯଦି ଏମାନେ ତାଙ୍କୁ ବିବାହ ନ କରିକି ଆଉ କାହାକୁ ବିବାହ କରି ଥାନ୍ତି ତେବେ ଏମାନଙ୍କ ବିବାହ ଜୀବନ ମଧ୍ୟ ଖରାପ ହୋଇ ଯାଇ ଥାଏ କାରଣ ଏମାନେ ସବୁ ବେଳେ ନିଜର ମନ ପସନ୍ଦର ପୁଅଙ୍କ ବିଷୟରେ ଭାବି ଥାନ୍ତି ।

ଏହା ଅପରେ ନାମ ଆସେ “M” ନାମର ମହିଳା ମାନଙ୍କ ନାମ ଏମାନେ ଯଦି ପ୍ରଥମ ଭଲ ପାଇବା କୁ ପାଇବାରେ ଅସଫଳ ହୋଇ ଥାନ୍ତି ସେମାନେ ତାକୁ ଭୁଲିବା ପାଇଁ ଅସମର୍ଥ ହୋଇ ଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କୁ ଖୁଶି କରିବା ପାଇଁ ଚାହାନ୍ନତି କିନ୍ତୁ ଏମାନେ ନିଜ ଭଲ ପାଇବାକୁ ବନ୍ଦ କରି ପାରି ନଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button