ଜ୍ୟୋତିଷ

ଆସନ୍ତା 51 ଘଣ୍ଟା ମଧ୍ୟରେ ବିଜୁଳି ଠାରୁ ମଧ୍ୟ ଅଧିକ ଚମକିବ ଏହି 4ଟି ରାଶିର ଭାଗ୍ୟ

ଆମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଜାଣିଚୁ କି ଗ୍ରହ ମାନଙ୍କର ରାଶି ପରିଵର୍ତନ ଦ୍ୱାରା ଆମ ଜୀବନରେ କିଛି ଭଲ ଓ ଖରାପ ସୁଖ ଓ ଦୁଃଖ ଆଦି ଆସିଥାଏ । ତେବେ କିଛି ଗ୍ରହଙ୍କ ରାଶି ପରିବର୍ତ୍ତନ ନିର୍ଦ୍ଧିଷ୍ଟ ଭାବେ କିଛି ରାଶୀଙ୍କ ପାଇଁ ଭଲ ଫଳ ଆଣିଥାଏ ଓ କିଛି ରାଶିଙ୍କ ପାଇଁ ଅଶୁଭ ଫଳ ଆଣିଥାଏ । ତେଣୁ ଆମ ଜୀବନରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ର ମଧ୍ୟ ଅନେକ ଗୁରୁତ୍ୱ ରହିଛି । ତେଣୁ ସେହି ଭଳି ଆସନ୍ତା ୫୧ ଘଣ୍ଟା ରେ କିଛି ରାଶିର ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

ମଙ୍ଗଳ ଗ୍ରହଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ମଙ୍ଗଳ ଗ୍ରହ ନିଜର ପ୍ରିୟ ରାଶି ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ତେଣୁ ଏହି ରାଶି ପରିଵର୍ତନ ର ପ୍ରଭାବ କିଛି ରାଶୀଙ୍କ ଉପରେ ଦେଖିବାକୁ ମିଳିବ । ତେବେ ଏହି ରାଶି ପରିବର୍ତ୍ତନ ରେ ୬ ଟି ରାଶୀଙ୍କ ର ଭାଗ୍ୟ ବଦଳିବାକୁ ଯାଉଛି ।

ଏହି ରାଶିର ଲୋକମାନଙ୍କର ଜୀବନରେ ଏବେ ବହୁତ ପରିବର୍ତ୍ତନ ଦେଖାଯିବ। ଏମାନଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଅର୍ଥରେ କୌଣସି ଅଭାବ ଦେଖାଯିବ ନାହିଁ । ବ୍ୟବସାୟ ବା ବାଣିଜ୍ୟ କରୁଥିବା ଲୋକମାନଙ୍କର ବହୁତ ଭଲ ଲାଭ ହେବ । ଯାହା ଫଳରେ ଏମାନଙ୍କର ପରିବାର ଲୋକ ମଧ୍ୟ ଏହି ଲାଭରେ ଅତ୍ୟନ୍ତ ଖୁସି ହେବେ ।

ଏମାନଙ୍କର ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଚାକରି କ୍ଷେତରେ ଏମାନଙ୍କର ପଦୋନ୍ନତି ହେବ । ସହକର୍ମୀଙ୍କ ସହଯୋଗ ମଧ୍ୟ ମିଳିବ । ଏମାନଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ରେ କଟିବ । ଅତ୍ୟନ୍ତ ମଧୁରମ୍ୟ ରହିବ । ଏମାନେ ଯେଉଁ କାର୍ଯ୍ୟ ନିଜେ କରିବେ ବା ଯେଉଁ କାର୍ଯ୍ୟରେ ମନୋନିବେଶ କରିବେ ସେଥିରେ ପ୍ରଶଂସା ପାଇବେ ।

ଏମାନଙ୍କୁ ଏମାନଙ୍କ ପରିବାର ବର୍ଗଙ୍କ ତରଫରୁ ସବୁ କାର୍ଯ୍ୟରେ ସହାୟତା ମିଳିବ । ଏହି ରାଶିର ଲୋକମାନେ ନିଜ ସନ୍ତାନଙ୍କ ଠାରୁ କୌଣସି ଶୁଭ ସମ୍ବାଦ ପାଇବେ । ଏହି ରାଶିର ଛାତ୍ରଛାତ୍ରୀ ମାନେ ମଧ୍ୟ ପରୀକ୍ଷାରେ ଭଲ ନମ୍ବର ରଖିବେ । ପାଠ ପଢ଼ା ଭଲ ରହିବ । କ୍ୟାରିୟର ଦିଗରେ ଉନ୍ନତି କରିବେ ।

ଏହି ରାଶିର ଯେଉଁମାନେ କମ୍ପିଟେଟିଭ ପରୀକ୍ଷା ଦେଉଛନ୍ତି ଆପଣଙ୍କ ପରୀକ୍ଷାରେ ଭଲରେ ଯିବ । କହିବାକୁ ଗଲେ ଏହି ରାଶିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଶୁଭ ସମୟ ଅଟେ । ଏହି ରାଶିର ଲୋକମାନଙ୍କର ପରିବାରରେ ଖୁସିର ବାତାବରଣ ରହିବ । ତେବେ ସେହି ରାଶି ଗୁଡିକ ହେଲା ସିଂହ ରାଶି, ମେଷ ରାଶି, ବୃଷ ରାଶି, ମକର ରାଶି, ମିନ ରାଶି ଓ କୁମ୍ଭ ରାଶି ।

ଏହି ରାଶିର ଲୋକମାନଙ୍କ ଉପରେ ପ୍ରଭୁ ଶିବଙ୍କର କୃପା ଦୃଷ୍ଟି ଏହି ସମୟ ମଧ୍ୟରେ ରହିବ । ତେଣୁ ଏହି ସମୟରେ ଏହି ରାଶିର ଲୋକମାନେ ପ୍ରଭୁ ମହାଦେବଙ୍କୁ ଯେତିକି ସନ୍ତୁଷ୍ଟ କରିପାରିବେ ଏହା ସେମାନଙ୍କ ପାଇଁ ଭଲ । ପ୍ରଭୁ ମହାଦେବଙ୍କ କୃପା ଲାଭ କରିବା ଦ୍ୱାରା କୌଣସି ଦୁଃଖ ଆସି ନ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button