ଜ୍ୟୋତିଷ

ସରସ୍ଵତୀ ପୂଜା ପରେ 3 ରାଶି ଭାଗ୍ଯବାନ, ମିଳିବ ଧନ, ବିଦ୍ୟା ଏବଂ ସୁଖ

ଭଗବାନ ଙ୍କ ଆରଧନା କରିବା ଦ୍ଵାରା ମନୀଷ ସବୁ କିଛି ପାଇ ଥାଏ । ଏହା ମଧ୍ୟ ଆପଣ ମାନେ ଜାଣି ଥିବେ କି ସରସ୍ଵତୀ ମା ଙ୍କ ପୂଜା କରିବା ଦ୍ଵାରା ଆମେ ମାନେ ଅନେକ ପ୍ରକାର ସଫଳତା ପାଇ ଥାଉ । ଭଗବାନଙ୍କ ପୂଜା କରିବା ଦ୍ଵାରା ଆମେ ଜାହାନ ଚାହାଉନ ତାହା ପାଇ ଥାଉ । କିନ୍ତୁ ଯେତେବେଳେ ମା ଙ୍କ କଥା ଆସିଥାଏ ଏହି ଭଳି ଅନେକ ଥର ଅନେକ ଜିନିଷ ଅଛି ଯାହା ସେ ନିଜ ଇଚ୍ଛାରେ ପାଇ ଥାନ୍ତି ।

କାଳିଦାଶ ମଧ୍ୟ ଏକ ମୂର୍ଖ ଥିଲେ ସେ ନିଜ ଅଜ୍ଞାନତା ରେ ଆସିକି ଅନେକ ପ୍ରକାର କାମ କରି ଛନ୍ତି ଯାହା ପାଇଁ ତାଙ୍କ ଜୀବନ ରେ ଖୁଶି ନଥିଲା । କିନ୍ତୁ ସେ ଯେଉଁ ଦିନ ଠାରୁ ମା ସରସ୍ଵତୀ ଙ୍କ ଆଶୀର୍ବାଦ ପାଇ ଛନ୍ତି ସେବେ ଠାରୁ ତାଙ୍କ ଜୀବନ ବଦଳି ଯାଇ ଥିଲା । ଏହା ସହ ସେ ଏହା ମଧ୍ୟ ପ୍ରମାଣିତ କରିଥିଲେ କେ ସେ କେତେ ମହାନ ବ୍ୟକ୍ତି ଥିଲେ ।

ଯାହା ପାଖରେ ଜ୍ଞାନ ଠାର ତା ପାଖରେ ସାରା ଦୁନିଆରା ଲୋକମାନେ ମଠା ନୂଆଇ ଥାନ୍ତି । ତେବେ ଏବେ ସରସ୍ଵତୀ ପୂଜା ପରେ କିଛି ଲୋକଙ୍କ ସମୟ ଭଲ ହୋଇଯିବ । ତେବେ ରାଶି ମାନେ ଏବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ଆସନ୍ତୁ ଜାଣିବା । ପ୍ରଥମ ରାଶି ହେଉଛି ସିଂହ ରାଶି – ଆପଣଙ୍କ ପାଇଁ ସରସ୍ଵତୀ ପୂଜା ଦିନ ଠାରୁ ଭଲ ଦିନ ଆସିବ ।

ଆପଣଙ୍କ ପରିବାରରେ ସ୍ନେହା ଶରଧା ଆସିବା ପାଇଁ ଯାଉଛି । ଆପଣମାନେ ଯାହା ପାଇବେ ତାହା ଆପଣ ଚିନ୍ତା ମଧ୍ୟ କରି ନଥିବେ । କାରଣ ଆପଣ ଯଦି କିଛି କାମକୁ ଛାଡି ଦେଇ ଥିବେ ଏହା ଆପଣଙ୍କ ପକାହକୁ ନିଜ ଆଡକୁ ଆସିବ ।

ଏହା ପର ରାଶି ହେଉଛି ବିଛା ରାଶି – ଏହି ରାଶିର ଲୋକମାନେ ବହୁତ ଭଲ ଥାନ୍ତି । ଏହି ରାଶିର ଲୋକମାନେ ଯଦି ଏବେ ଚାକିରି କରି ଛନ୍ତି ଏହା ତାଙ୍କ ପାଇଁ ଭଲ ସମୟ ଅଛି । କାରଣ ହେଉଛି କି ଆପଣଙ୍କ କଠିନ ପରିଶ୍ରମ । ଆପଣ ଏହା ଜାଣିକି ଖୁଶି ହେବେ କି ଆପଣ କରିଥିବା ସବୁ କଷ୍ଟର ପରିଣାମ ଏବେ ଆପଣଙ୍କୁ ମିଳିବା ପାଇଁ ଯାଉଛି ।

ଏହା ପର ରାଶି ହେଉଛି ତୁଳା ରାଶି – ଏହି ରାଶିର ଲୋକମାନେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । କିଛି ଲୋକମାନେ ନିଜ କାମକୁ ନେଇ ଚିନ୍ତାରେ ଥିବା ବେଳେ ଏବେ ସେମାନାଙ୍କ ଚିନ୍ତା ଦୂର ହୋଇଯିବ । ଯେଉଁ ମାନେ ବେପାର କରୁଛନ୍ତି ତାଙ୍କ ପାଇଁ ସମୟ ଭଲ ଅଛି ।

ଆପଣମାନେ ନିଜ ପରିବାର ସହ ଭଲ ସମୟ ବିତାଇବେ ଏହା ସହ ଆପଣ ନୂଆ ଜାଗା କିମ୍ବା ଘର କିଣି ପାରିବେ । ନିଜସ୍ଵ ସମ୍ପତ୍ତି ବୃଦ୍ଧି ହେବାର ଯୋଗ ମଧ୍ୟ ଅଛି । ଆପଣ ଙ୍କ ଉଧାର ମାନ ସବୁ ଏବେ ସୁଝି ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button