ଜ୍ୟୋତିଷ

ବହୁତ ସୁନ୍ଦର ହୋଇଥାନ୍ତି ଏହି ୪ ନାମର ଝିଅମାନେ- Jyotisha Shastra

ଆଜି ଆମେ ଏହି ଭଳି ଚାରି ନାମର ମହିଳା ମାନଙ୍କ ନାମ କହିବ ପାଇ ଯାଉଛୁ ଯେଉଁ ମାନେ ଦେଖିବା ପାଇ ଖୁବ ସୁନ୍ଦର ହୋଇ ଥାନ୍ତି । ଆଜି ଆମେ କହିବା କି ନାମର ପ୍ରଥମ ଅକ୍ଷର ଦ୍ଵାରା ଆମେ ଏକ ବ୍ୟକ୍ତି ର ଜୀବନ ବିଶୟରେ କହି ପାରିବା । ସେମାନେ କେଉଁ ଭଳି ଅଟନ୍ତି ସେମାନଙ୍କ କାମ କିଭଳି ଅଟେ ଏହା ସବୁ ଆମେ କହି ପାରିବା । କିନ୍ତୁ ଏହା ପାଇଁ ତାଙ୍କ ନାମ ଜଣା ଥିବା ଆବଶ୍ଯକ ହୋଇ ଥାଏ ।

ଆଜି ଆମେ କହିବା କି ଏହି ଭଳି ମହିଳା ମାନେ ନିଶ୍ଚିତ ଭାବେ ଦେଖିବା ସୁନ୍ଦରୀ ହୋଇ ଥାନ୍ତି ଯାହା ପାଇ ସେମାନଙ୍କ ପଛରେ ଅନେକ ପୁଅ ମାନ ଏପରି ଥାନ୍ତି । ଆମ ନାମର ପ୍ରଥମ ଅକ୍ଷର ସବୁ କିଛି କହି ଦେଇ ଥାଏ ଏହା କେବଳ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କୁହା ଯାଇଛି ଏହା ନୁହେଁ ଏହା ସହ ଆମ ରାଶି ଓ ଗ୍ରହ ମାନଙ୍କ ପ୍ରଭାବ ମଧ୍ୟ କିଛି ଜାଣି ହୋଇ ଥାଏ ।

ଆମେ କହୁଥିବା ପ୍ରଥମ ଅକ୍ଷର ର ମହିଳାଙ୍କ ନାମ ହେଉଛି ” K” ଏମାନେ ଦେଖିବା ପାଇ ବହୁତ ସୁନ୍ଦର ଥାନ୍ତି ଓ ପ୍ରେମ ରେ ଏମାନେ ବହୁତ ସଚୋଟ ଥାନ୍ତି । ଏହା ପରେ ଆସୁଥିବା ନାମ ହେଉଛି “P” ନାମର ମହିଳା ମାନେ ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି ।

ଏହା ସହ ଏମାନେ ନିଜ ପ୍ରେମିକ ପାଇଁ କିଛି ଭି କରି ଦେଇ ପରି ଥାନ୍ତି ଯଦି ଏମାନଙ୍କୁ ଠାରେ ପ୍ରେମ ହୋଇ ଯାଇ ଥାଏ ସେମାନେ ଏହାକୁ ପାଇବା ପାଇଁ କିଛି ଭି କରି ପାରନ୍ତି । ଆପଣ ମାନେ ଜାଣି ରଖନ୍ତୁ କି ଏମାନେ ଏକ ପ୍ରକାର ଜିଦିଆ ମଧ୍ୟ ଅଟନ୍ତି । ନିଜ ମିଠା ସ୍ଵଭାବ ଦ୍ଵାରା ଏମାନେ ଖୁବ ଶୀଘ୍ର ଅନ୍ୟ ପାଖରେ ନିଜର କଥା ମନେଇ ନେଇ ପାରନ୍ତି ।

ଏହା ପରେ ନାମ ଆସେ “R” ନାମର ମହିଳା ମାନଙ୍କ କଥା ସେମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି ଏହା ସହ ଏମାନେ ଦେଖିବା ପାଇଁ ଯେତିକି ସୁନ୍ଦର ଥାନ୍ତି ଏହା ଠାରୁ ଅଧିକ ସେମାନାଙ୍କ ସ୍ଵଭାବ ମଧ୍ୟ ସୁନ୍ଦର ଥାଏ । ଏହାଙ୍କ ପାଇଁ ସମ୍ପର୍କ ଖୁବ ମାନେ ରଖି ଥାଏ । ଯେଉଁ ମାନେ କିଛି ଭି କରି ପାରନ୍ତି ନିଜ ପରିବାର ପାଇଁ ସେହି ଭଳି ମହିଳା ଅଟନ୍ତି ଏହି ନାମର ଝିଅ ମାନେ ।

ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏମାନେ ଖୁବ ସାନ୍ତ ଥାନ୍ତି କିନ୍ତୁ ଯଦି କେହି ୟାଙ୍କ ଆଗରେ ୟାଙ୍କ ପରିବାରକୁ କିଛି କହି ଦେଇ ଥାଏ ତେବେ ୟାଙ୍କ ପାଖରୁ ଖରାପ ଆଉ କେହି ହୋଇ ନଥାନ୍ତି । ଏହା ପରେ ନାମ ଆସେ “S” ନାମର ମହିଳା ମାନେ ଏମାନେ ଖୁବ ସୁନ୍ଦର ହୋଇ ଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କ ପାଇଁ ଚିନ୍ତା କରୀ ଥାନ୍ତି । ଆପଣ ମାନେ ଏହି ଭଳି ମହିଳା ସାଙ୍ଗ ହୋଇ ଥିଲେ ଜାଣି ପାରିବେ କି ଏମାନେ ନିଜ ସ୍ଵାମୀ ସେବାରେ ହି ନିଜ ସାରା ଜିବନ କାଟିବା ପାଇଁ ଚେଷ୍ଟା କରି ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button