ଜ୍ୟୋତିଷ

ଯଦି ଆପଣଙ୍କ ଶରୀରରେ ଅଛି ଏହି 5ଟି ଚିହ୍ନ, ତେବେ ଆପଣଙ୍କର ହୋଇଛି ପୁନର୍ଜନ୍ମ! Garuda Purana

ଦୁନିଆରେ ଅନେକ ପ୍ରକାର ଘଟଣା ମାନ ଘଟି ଥାଏ କିନ୍ତୁ ଏହା ମଧ୍ୟରୁ ଆମେ କିଛି ଘଟଣା କୁ ଜାଣି ପାରି ନଥାଉ । ଏହାର କାରଣ ହେଉଛି କି ଆପଣ ମାନେ ଜାଣି ଥିବେ କି ସବୁ ପ୍ରକାର ଗ୍ରନ୍ଥ ରେ ଏକା କଥା ଲେଖା ହୋଇ ଥିଲେ ମଧ୍ୟ ଏହାକୁ ମାନିବା ପାଇଁ ଅନେକ ଲୋକମାନେ ରାଜି ହୋଇ ନଥାନ୍ତି । କିନ୍ତୁ ଏକ କଥା ସବୁ ଧର୍ମର ଲୋକମାନେ ମାନି ଥାନ୍ତି ଯାହା ଆମେ ମଧ୍ୟ ମାନି ଥାଉ ଏହା ହେଉଛି ପୁନର ଜନ୍ମ । କୁହାଯାଏ କି ଆତ୍ମା କେବେହେଲେ ମାରି ନଥାଏ ।

ଏହାର କାରଣ ହେଉଛି କି ଆତ୍ମା ଆମର ହୋଇ ଥାଏ କାରଣ ହେଉଛି ଆମେ ଯେଉଁ ଭଳି ନିଜର ପୋଷାକ କୁ ବଦଳାଇ ଥାଉ ସେହି ଭଳି ଭାବେ ଆମର ଜୀବନର ଆତ୍ମା ମଧ୍ୟ ବଦଳି ଥାଏ । ଆମେ ଆଜି କହିବା କି ଆତ୍ମା ବଦଳିବା ବେଳେ ଏହା କେଉବ ଭି ରୂପରେ ଜନ୍ମ ନେଇ ପାରେ ହୁଏ ତ ଏହା ପିମ୍ପୁଡି କିମ୍ବା ହୁଏତ ଏହା ବୃଖ ରୂପରେ ଜନ୍ମ ନେଇ ପାରେ ।

କିଛି ଲୋକମାନେ ଏହା ମାନି ଥାନ୍ତି ଆପଣ କେବଳ ମଣିଷ ଜନ୍ମ ପାଇ ଥାନ୍ତି । କିନ୍ତୁ କିଛି ଏହି ଭଳି ଆମେ ଆମ ଜୀବନରେ ତଥ୍ୟ କୁ ଖୋଜିଛୁ ଏହା ଆମ ପାଇଁ କିଛି ପ୍ରମାଣ ଦେଉଛି । ପ୍ରଥମ କଥା ହେଉଛି ସ୍ଵପ୍ନ । ଆମେ ବେଳେ ଅଲଗା ପ୍ରକାର ସ୍ଵପ୍ନ ଦେଖି ଥାଉ କିନ୍ତୁ ଆମେ ସାଧାରଣ ଭାବେ ସେୟା ଦେଖୁ ଯାହା ଆମେ ଦିନ ସାରା କାମ କରି ଥାଉ ।

କିନ୍ତୁ ଯଦି ଆମେ ଏକ ପ୍ରକାର ମୃତ୍ୟୁ କୁ ଦେଖି ଥାଉ ଯାହା ଆମକୁ ସବୁଦିନ ରାତିରେ ଆସିଥାଏ ତେବେ ଆମର ଏହା ପୁର୍ବ ଜନ୍ମ ହୋଇ ଥାଏ । ଏହା ଅପରେ ଆସେ ଜନ୍ମ ବେଳେ ମିଳିଥିବା ଚିହ୍ନ । ଏହା ଆମକୁ ସାଧାର ଭାବେ ନବଜାତ ଶିଶୁ ଅବସ୍ଥାରୁ ମିଳି ଥାଏ ।

କିଛି ଲୋକଙ୍କ ଅନୁସାରେ ଏହା ଆମ ଶରୀର ରେ ଏହା ପାଇଁ ଥାଏ କାରଣ ହେଉଛି କି ଏହା ଆମ ପୂର୍ବ ଜନ୍ମର କିଛି କ୍ଷତ କିମ୍ବା କିଛି ରୋଗକୁ ଦେଖାଇ ଥାଏ । ୟାନୀ ଷ୍ଟିଭେନସନ ସେ 1000 ରୁ ଅଧିକ ଘଟଣା ଉପରେ କାମ କରିବା ପରେ ଏହା କହି ଥିଲେ କି ସେ ମଧ୍ୟ ପୂର୍ବ ଜନ୍ମ ରେ ବିଶ୍ଵାଶ କରନ୍ତି ।

ସେମାନେ ଏହା ଆଉପରେ 12 ଟି ପୁସ୍ତକ ଲେଖିଛନ୍ତି । ଏହି ଭଳି ଏକ ସତ୍ୟ ଘଟଣା ହେଉଛି ତୁର୍କୀ ର ଏକ ପିଲା କୁ ତାର ପୂର୍ବ ଜନ୍ମ ମାନେ ଥିଲା ତାର ମୁଣ୍ଡରେ ଗୋଳି ମାରିକି ତାକୁ ମାରିଦିଆ ଯାଇଥିଲା । ସେ ଜନ୍ମ ହେବା ବେଳେ ସେହି ଜାଗାରେ ତାର ଚିହ୍ନ ମାନ ମଧ୍ୟ ଥିଲା ।

ଏହା ଅପରେ “ଡେଯା ଗୁ” ଏହାର ମାନେ ହେଉଛି କିଛି ଅଜଣା ଲୋକଙ୍କ ସହ ଆମେ ବାର ବାର ଦେଖା ହେଉ ଓ ଏହା ସହ ଆମେ ତାଙ୍କୁ ଆଗରୁ ଜାଣିବା ଭଳି ମଧ୍ୟ ଅନୁଭବ କରି ଥାଉ । କିନ୍ତୁ କିଛି ବ୍ୟକ୍ତି ମାନଙ୍କ ସହ ଏହା ଅଧିକ ମାତ୍ରାରେ ହୋଇ ଥାଏ । ହୁଏତ ଆମେ ପୂର୍ବ ଜନ୍ମ ରେ ଏମାନଙ୍କ ଶହ ସମ୍ବନ୍ଧ ରଖୀ ଥାଉ । ତେବେ ଏହା ଆଜି ଯାଏ ପ୍ରମାଣିତ ହୋଇଛି ଭି ଆଉ ନାହିଁ ଭି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button