ଜ୍ୟୋତିଷ

ସବୁଠୁ ଅଧିକ ଖତରନାକ ହୋଇଥାନ୍ତି ଏହି 6ଟି ନାମର ଝିଅମାନେ- Jyotisha Shastra

ଘରେ ଥିବା ମହିଳା ମାନଙ୍କୁ ଆମେ ଲକ୍ଷ୍ମୀ ଙ୍କ ରୂପ ବୂଳି କହି ଥାଉ ଦେଖିବବା ପାଇଁ ଯିବା ଯଦି ଆମେ ଜାଣି ପାରିବା କି ଆମେ ଯାହାକୁ ଭି ଏହା କହୁଛେ ଏହା କିଛି ଭୁଲ ହୋଇ ନଥାଏ । କୁହାଯାଏ କି ଝିଅ ମାନେ ଘରକୁ ପୁଅ ମାନଙ୍କ ଅପେକ୍ଷା ସବୁ ଠାରୁ ଭଲ ସୁଖ ଓ ଶାନ୍ତି ନେଇ ଆସନ୍ତି । ଯେଉଁ ଯାଏ ସେମାନେ ଆମ ମାନଙ୍କ ଘରେ ଥାନ୍ତି ସେମାନେ ସବୁ ବେଳେ କିଛି ନା କିଛି ଭଲ କାମ କରି ଥାନ୍ତି ଆପଣ ମାନେ ଜାଣି ଥିବେ କି ଆମେ ଯାହାଭି କରୁଛେ କିମ୍ବା ଆମ ଆଖ ପାଖରେ ଥିବା ସମଜା ମଧ୍ୟ ଏହାକୁ ମାନି ଥାଏ ।

ଯେତେବେଳେ ଆମ ଘରର ଝିଅ ଆଉ କାହା ଘରକୁ ବହୁ ହୋଇ ଯାଇ ଥାଏ ସେତେବେଳେ ଆଉ କାହା ଘରର ଝିଅ ଆମ ଘରକୁ ବାହା ହୋଇ ଆସି ଥାଏ । ଆପଣ ମାନେ ଜାଣି ଥିବେ କି କିଛି ମହିଳା ମାନେ କିମ୍ବା ପୁରୁଷ ହୁଅନ୍ତୁ କିଛି ଏହି ଭଳି ଖରାପ କାମ କରି ନେଇ ଥାନ୍ତି ସେମାନେ ଯାହାଭି କରନ୍ତି ଏହାର ଖରାପ ପରିଣାମ ପରିବାର କୁ ଆସି ଥାଏ ।

ଜ୍ୟୋତିସ ଶାସ୍ତ୍ର ରେ ନାମ ର ଅନେକ ମହତ୍ଵ ମାନ ଅଛି ତେଣୁ କୁହାଯାଏ କି ଏହା ନାମରେ ଆରମ୍ଭ ହେଉ ଥିବା ସ୍ତ୍ରୀ ଲୋକମାନେ ସବୁ ଠାରୁ ଅଧିକ ଖାତରନାକ ହୋଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଶୟରେ । ଏମାନେ ଅଧିକା ରାଗ ରେ ରୁହନ୍ତି କିନ୍ତୁ ଏମାନଙ୍କ ବ୍ଭାଳ ଗୁଣ ମଧ୍ୟ ଅଛି ।

ପ୍ରଥମ ନାମ ଆସେ “B” ନାମର ମହିଳା ମାନେ ଏମାନେ ସଫା ସ୍ଵଭାବ ର ଅଟନ୍ତି କିନ୍ତୁ ଏମାନେ ନିଜ ରାଗ କୁ ପ୍ରାୟ ନିଜ ବାହାରକୁ ବାହାର କରି ଥାନ୍ତି । କିନ୍ତୁ ତଥାଇ ଏମାନଙ୍କୁ ଲୋକମାନ ଭଲ ପାଇ ଥାନ୍ତି । ଏହା ପରେ ଆସେ “H” ଏହି ନାମର ମହିଳା ମାନେ ସବୁ ବେଳେ ନିଜ ପରିବାର ପାଇଁ ସବୁ କଥା ଚିନ୍ତା କରି ଥାନ୍ତି ଏହା ପରେ ଏମାନେ ବିବାହ କରି ଥାନ୍ତି ।

କିନ୍ତୁ ଏମାନଙ୍କ ରାଗ ଖୁବ ଶୀଘ୍ର ଆସି ଯାଇ ଥାଏ । ଏହି ଗୁଣ ପାଇଁ ସେ ନିଜେ ଅନେକ ଥର ଭୁଲ କରି ବାସନ୍ତୀ । ଏହା ପରେ ଆସେ “L” ନାମର ମହିଳା ମାନେ ଏମାନେ ସବୁ ବେଳେ ନୂଆ କାମ କରିବା ପାଇଁ ଓ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରୁ ଥାନ୍ତି ।

ଏମାନେ ଯାହାଭି କରନ୍ତି ଭାବିକି କରନ୍ତି କିନ୍ତୁ ଏମାନଙ୍କ ରାଗ ବହୁତ ଖରାପ ଥାଏ ଏମାନଙ୍କ ପାଇ ଭି ଓ ଏମାନଙ୍କ ସାଙ୍ଗ ମାନଙ୍କ ପାଇଁ ଭି । ଏହା ଅପରେ ନାମ ଆସେ “P” ନାମର ମହିଳା ମାନଙ୍କ ର ଏମାନେ ରାଗ ଆସିଲେ କିଛି କହି ପାରନ୍ତି ନି ନିଜର ଖରାପ କରି ଥାନ୍ତି ।

ଏହା ଅପରେ ଅନାମ ଆସେ “R” ଏମାନଙ୍କ ରାଗ ବହୁତ ଖରାପ ଥାଏ । ଏମାନେ ସବୁ ବେଳେ ସମାଜ ପାଇଁ କିଛି ନା କିଛି କରି ଥାନ୍ତି । ଏହା ପରେ ନାମ ଆସେ “S” ଏମାନେ ଦେଖିବା ପାଇଁ ଖୁବ ସୁନ୍ଦରୀ ହୋଇ ଥାନ୍ତି କିନ୍ତୁ ଠାରେ ରାଗି ଗଲେ କାଳି ରୂପ ଧାରଣ ମଧ୍ୟ କରି ପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button