Vastu Tips- ପର୍ସରେ ରଖନ୍ତୁ ଏହି ଜିନିଷ, ଆପଣ ପାଖରେ କେବେବି ହେବ ନାହିଁ ଟଙ୍କାର ଅଭାବ

ନମସ୍କାର ବନ୍ଧୁଗଣ ଆପଣଙ୍କ ଆମ ୱେବପୋର୍ଟାଲରେ ସ୍ୱାଗତ। ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ପ୍ରତ୍ୟେକ ମଣିଷ ସାଧାରଣ ଅଳ୍ପକିଛି ଟଙ୍କା ରଖିବାକୁ ମନିପର୍ସ ବେବ୍ୟହାର କରିଥାଏ । ସାଧାରଣ ମଣିଷଟି ପ୍ରତ୍ୟେକଦିନ ରୋଜଗାରକରେ ହେଲେ ସେହି ପର୍ସରେ ଭର୍ତ୍ତିକରେ ହେଲେ ଟଙ୍କା ସବୁବେଳେ ଅଭାବ ରୁହେ । କିନ୍ତୁ ଆଜିଆମେ ଏହି ମନିପର୍ସ ବିଷୟରେ କହିବାକୁ ଯାଉଛୁ ଯାହାକି ପର୍ସ ରେ ଏମିତି ଗୋଟାଏ ଜିନିଷ ଆପଣ ରଖିବେ ଆପଣଙ୍କ ପାଖରେ ଧନର ଅଭାବ କେବେବି ରହିବ ନାହିଁ । ଆସନ୍ତୁ ଜାଣିବା ସେହିପର୍ସର ରହସ୍ୟ ବିଷୟ ରେ ।
ବନ୍ଧୁଗଣ ସମସ୍ତଙ୍କ ପରିବାରେ କିଛି ନା କିଛି ରୋଜଗାର କରୁଥିବେ । ସେ ଗରିବହେଉ କିମ୍ବା ଧନୀହେଉ ସେ ଝିଅହେଉ କିମ୍ବା ପୁଅ ସମସ୍ତେ ସାଧାରଣତଃ ଭାବେ ମନିପର୍ସ ବେବ୍ୟହାର କରିଥାନ୍ତି । ଯେଉଁ ମନିପର୍ସରେ ସଧାସର୍ବଦା ମା ଲଷ୍ମୀ ରହିଥାନ୍ତି । ମାଲଷ୍ମୀ ସଦାସର୍ବଦା ପରିଷ୍କାରପରିଚ୍ଛନ୍ନ ଯାଗାରେରହିବାପାଇଁ ଭଲ ପାଆନ୍ତି । କିଛି ସମାଜରେ ମଣିଷ ଥାଆନ୍ତି ମନିପର୍ସର ବେବ୍ୟହାର ଠିକଭାବେ ସଦୁପଯୋଗ କରନ୍ତି ନାହିଁ ।
ଯାହାଫଳରେ ସେହି ବେକ୍ତି ମାନଙ୍କର ଟଙ୍କାର ଘୋର ଅଭାବ ରୁହେ । ଆଉ କିଛି ବ୍ୟକ୍ତିଅଛନ୍ତି ମନିପର୍ସରେ ଟଙ୍କାରଖିବା ସ୍ଥାନ ରେ ପେପର କିମ୍ୱା କୌଣସି ବିଲକୁ ପର୍ସ ଭିତରେ ରଖିଥାନ୍ତି ସେହି ବେକ୍ତିଙ୍କୁ ଅନୁରୋଧ ପର୍ସଭିତରେ କିଛିଅଳିଆ ଆବର୍ଜନା ଜିନିଷ ରଖନ୍ତୁ ନାହିଁ ଯାହାଫଳରେ ମା ଲଷ୍ମୀ ଆସନ୍ତିନାହିଁ ।
ଆଉ କେତେକ ବ୍ୟକ୍ତିଅଛନ୍ତି ପର୍ସକୁ ପେଣ୍ଟର ପଛପଟେ ରଖିଥାନ୍ତି ଘରକୁ ଆସି ପୋଷାକ ବଦଳେଇଲା ପରେ ପେଣ୍ଟସେମିତି ଟାଙ୍ଗି ଦିଅନ୍ତି ଯାହାଫଳରେକି ମନିପର୍ସ ଟାଙ୍ଗି ହୋଇରହିଥାଏ ଅର୍ଥାତ ମାଆ ଲଷ୍ମୀ ସେଥିରେ ଟାଙ୍ଗି ହୋଇରହିଥାନ୍ତି ସେହି ବେକ୍ତି ର ଲୋକ ମାନଙ୍କୁ ଟଙ୍କା ର ଘୋର ଅଭାବ ରହିଥାଏ ।
ଯଦି ସେହିବେକ୍ତି ପେଣ୍ଟପକେଟ ରୁ ମନିପର୍ସ ଟିକୁ କାଢି ନିଜ ମାଆ ହେଉ କିମ୍ବା ଭଉଣୀ ର ହାତକୁ ବଢ଼ାଇଦିଅନ୍ତି କିମ୍ବା ନିଜ ଘରରେ ଥିବା ଉଚ୍ଚସ୍ଥାନ ମାନଙ୍କରେ ରଖିଦିଅନ୍ତୁ ଲ ସେହିବେକ୍ତି ଙ୍କୁ ଟଙ୍କାର ଅଭାବ ରହିବ ନାହିଁ । ଆଉ କିଛି ବେକ୍ତି ଅଛନ୍ତି ବଜାରରୁ ପର୍ସ କିଣିଲାପରେ ବୋହୁତବର୍ଷ ଧରି ପର୍ସକୁ ବ୍ୟବହାର କରିଥାନ୍ତି । ଭାବନ୍ତି ଏହିପର୍ସ ମୋର ଲକି ପର୍ସ କିନ୍ତୁ ବେକ୍ତି ମାନେ ପର୍ସକୁ ଗୋଟିଏ ବର୍ଷ ପରେ ପର୍ସକୁ ପରିବର୍ତ୍ତନ କରନ୍ତୁ ନଚେତ ହଳଦୀ ପାଣିରେ ଧୋଇ ଶୁଖାଇ ବେବ୍ୟହାରହାର କରିଲେ ଶୁଭଦାୟକ ହୋଇଥାଏ ।
ଆମେ ଏଥର ଜାଣିବା ପର୍ସରେ ଭିତରେକଣ ରଖିଲେ ଟଙ୍କାର ଅଭାବ ରହିବନି । ଗୋଟିଏ ସାଧାରଣ ମଣିଷ ଯଦି ନୂଆପର୍ସଟେ ବଜାର ରୁ କିଣୁ କିମ୍ବା ସାଙ୍ଗ ଦେଉ ତେବେ ସାଙ୍ଗେସାଙ୍ଗେ ଗୋଟିଏରୂପା କଏନ ଟିକୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜାକରି ଆଣି ସେହିପର୍ସ ରେ ରଖିଦିଅନ୍ତୁ ଦେଖିବେ ଟଙ୍କାର ଅଭାବ ରହିବ ନାହିଁ । ଯଦି ଆପଣ ତମ୍ବା ପଇସା ରଖିବା ପାଇଁ ଅସମର୍ଥ ଅଛନ୍ତି ।ତେବେ ଘରେ ଥିବା କଉଡିହେଲେବି ପର୍ସରେ ରଖନ୍ତୁ । ଯଦି ଆପଣଙ୍କ ପାଖରେ ତାକୁ ରଖିପାରୁନାଁହାନ୍ତି ।
ତେବେଆପଣ ସକାଳୁ ଉଠି ଗାଧେଇ ସାରିଲା ପରେ ଗୋଟିଏ ଓସ୍ତପତ୍ର ଟିକୁ ଆଣି ଗଙ୍ଗାପାଣି ରେ ଧୋଇ ତାକୁ କୁକୁମ ରେ ଶ୍ରୀ ଲେଖି ମାଲଷ୍ମୀଙ୍କୁ ସ୍ମରଣ କରି ପତ୍ରଟିକୁ ପର୍ସରେ ରଖିଦିଅନ୍ତୁ । ଯେତେବେଳେ ପର୍ଯ୍ୟନ୍ତ ପତ୍ର ନଶୁଖିଛି ସେତେବେଳେ ଯାକେ ପତ୍ରଟିକୁ କାଢ଼ନ୍ତୁ ନାହିଁ ଏମିତି କରନ୍ତୁ ଦେଖିବେ ଟଙ୍କାର ଅଭାବ ରହିବନାହିଁ ।
ଆଉ କିଛି ବ୍ୟକ୍ତିଅଛନ୍ତି ଲଷ୍ମୀ କିମ୍ୱା ଅନ୍ୟଦେବାଦେବୀଙ୍କ ଫୋଟ ରଖିଥାନ୍ତି ସେହିବେକ୍ତି ଙ୍କୁ ଅନୁରୋଧ ପର୍ସ ରେ କିଛିଦେବାଦେବୀ କି ବାପା, ମାଆ କି ଗାର୍ଲ ପ୍ରେଣ୍ଡ ଙ୍କ ଫୋଟ ରଖନ୍ତୁନାହିଁ ।ଯଦି ଆମର ଏହି ପ୍ରସଙ୍ଗ ଆପଣ ଙ୍କୁ ଭଲ ଲାଗିଥାଏ ଗୋଟିଏଲାଇକ ଏବଂ ସେୟାର କରିବେ ପ୍ରତିଦିନ ଏମିତି ନୂଆ ଉପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇରୁହନ୍ତୁ ।