ଜ୍ୟୋତିଷ

ବାଛନ୍ତୁ ନିଜ ପସନ୍ଦର 1 ଚାବି ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ବଡ ରାଜ

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ସବୁ ତାଲାରେ ଗୋଟେ ଚାବି ଥାୟ କିନ୍ତୁ ଆପଣ ଏପରି ଏକ ଚାବି ବାଛନ୍ତୁ ଯାହାଦ୍ୱାରା ଆପଣଙ୍କର ସଫଳତାର କାରଣ ଅଟେ । ଆଜି ଆମେ ଆପଣ ମାନଙ୍କୁ ପରକ୍ଷା କରିବୁ ଆପଣଙ୍କ ସାମ୍ନାରେ ୬ଟି ଚାବି ରଖିବୁ ସବୁ ଚାବି କିଛି କିଛି ସଙ୍କେତ ଦବ । ଆପଣ ଏହା ମଧ୍ୟରୁ ଗୋଟେ ବାଛିବେ ଯାହାଦ୍ୱାରା ଆପଣଙ୍କର ବ୍ୟକ୍ତିତ୍ବ ବିଷୟରେ ଆପଣ ଜାଣିପାରିବେ । ଯଦି ଆପଣ ପ୍ରଥମ ଚାବି ବାଛୁଛନ୍ତି ତାହାଲେ ଆପଣ ବହୁତ ସହଜ ଚାବି ନିର୍ନୟ କରିଛନ୍ତି ।

ଏହି ଚାବିରେ ବହୁତ ତାଲା ଫିଟିଜାୟ । ତେଣୁ ଏହି ଚାବି ଯଦି ଆପଣ ସ୍ତିର କରିଛନ୍ତି ତାହାଲେ ଆପଣ ଜଟିଳ ଓ ସମସ୍ଯା ଯୁକ୍ତ କାର୍ଯ୍ୟ ଆପଣଙ୍କୁ ଭଲ ଲାଗେ ନାହିଁ । ଆପଣ ଶାନ୍ତ ସ୍ଵଭାବର ବ୍ୟକ୍ତି ଅଟନ୍ତି ।ଆପଣ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ଭଲ ପାନ୍ତି ।  ଯଦି ଆପଣ ଦିତୀୟ ଚାବି ବାଛୁଚନ୍ତି ତାହଲେ ଆପଣ ଏକ ଚମତ୍କାର ବ୍ୟକ୍ତି ଅଟନ୍ତି ଆପଣ ବହୁତ ଧନ ସମ୍ପତିର ମାଲିକ ଅଟନ୍ତି । ଆପଣ ଯାହା ଚାହାନ୍ତି ସେଇଟା ପାଇବା ପାଇଁ ବହୁତ ଚେଷ୍ଟା କରନ୍ତି ।ଆପଣଙ୍କ ଇଚ୍ଛା ମୁତାବକ କାର୍ଯ୍ୟ କରିଥାନ୍ତି ।

ଆପଣଙ୍କୁ କୌଣସି ବନ୍ଧନରେ ବାନ୍ଧି ରଖି ହବ ନାହିଁ ।  ଯଦି ଆପଣ ତୃତୀୟ ଚାବି କଥା ଯଦି ଭାବୁଦଛନ୍ତି ତାହାଲେ ଆପଣ ବିଶ୍ଵାସ ପୂର୍ଣ୍ଣ ବ୍ୟକ୍ତି ଅଟନ୍ତି ।ଆପଣ କୌଣସି ସମୟରେ ଓ କୌଣସି ପରିସ୍ଥିତି ରେ ଆପଣ ହାରିଯିବେ ନାହିଁ । ଆପଣ ନିଜ ଜୀବନ ଉପରେ ପୁରା ନିୟନ୍ତ୍ରଣ ରଖନ୍ତି । ଯଦି ଆମେ ଚର୍ଥୁତ ଚାବି କଥା ଭାବିବା ତାହାଲେ ଆପଣ ସବୁବେଳେ ଖୁସିରେ ରହିବେ ।

ଆପଣ ସବୁ କଥାକୁ  ସକରାତ୍ମକ ଚିନ୍ତା କରିବେ । ଆପଣ ବହୁତ ହସ ମିଜାଜର ବ୍ୟକ୍ତି ଅଟନ୍ତି । ଯଦି ଆପଣ ପଞ୍ଚମ ଚାବି କଥା ଭବିବେ ତାହାଲେ ଆପଣ ଜାଣନ୍ତୁ ଆପଣ ନିଜ ଦୁନିଆରେ ନିଜେ ବଞ୍ଚିବାକୁ ପସନ୍ଦ କରନ୍ତି । ସେହି କାରଣ ପାଇଁ ଆପଣ ଅନ୍ୟ ବ୍ୟକ୍ତି ମାନଙ୍କ ଆଗରେ ଘୃଣାର ପାତ୍ର ହୁଅନ୍ତି । ଆପଣଙ୍କୁ କୌଣସି ବ୍ୟକ୍ତି ପସନ୍ଦ କରନ୍ତି ନହିଁ । ଆପଣ ବହୁତ କାଳ୍ପନିକ କଥା କହିଥାନ୍ତି । ସେହି କାରଣ ପାଇଁ ଆପଣଙ୍କୁ କୌଣସି ବ୍ୟକ୍ତି ପସନ୍ଦ କରନ୍ତି ନାହିଁ ।

ଯଦି ଆପଣ  ଷଷ୍ଠ ଚାବି କଥା ଭାବିବା ତାହାଲେ ଆପଣ ନିଜର ପାଖା ପାଖି ବାତାବରଣକୁ ବହୁତ ଭଲ ଭାବେ ଜାଣିପାରନ୍ତି । ଆପଣଙ୍କର ଏକାଗ୍ରତା ବହୁତ ଭଲ ଅଟେ । ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ଅନ୍ୟ ମାନଙ୍କୁ ସାହାଜ୍ଯ କରିବାକୁ ବହୁତ ଭଲ ପାନ୍ତି । ବନ୍ଧୁଗଣ ଏବେ ନିଶ୍ଚିତ ଭାବରେ ଜାଣିଥିବେ ଆପଣ ଯେଉଁ ଚାବିଟି କି ବାଛିଲେ ସେହି ଚାବି ଦ୍ଵାରା ଆପଣ ନିଜର ବ୍ୟକ୍ତିତ୍ବ କଥା ଜାଣିପାରିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button