ଜ୍ୟୋତିଷ

ଖାଉଛନ୍ତି କି କଞ୍ଚା ପିଆଜ! ତେବେ ଏହାକୁ ଥରେ ନିଶ୍ଚିନ୍ତ ଦେଖନ୍ତୁ

ଆମ ଆୟୁର୍ବେଦା ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଯାହା ଭି ଖାଇବା ଖାଉଛେ ଏହା ଆମ ପାଇଁ ଖରାପ ହୋଇ ଥାଏ । ଆମେ ଏହାକୁ ଅଧିକ ରୋଷେଇ କରିକି ଖାଇବା ଦ୍ଵାରା ପରିବାର ସବୁ ଭଲ ଗୁଣ ଶେଷ ହୋଇ ଯାଇ ଥାଏ । ଏହା ସହ ଆମେ ଯାହା ଭି ଖାଇ ଥାଉ ଏହାର ନ୍ୟୁଟ୍ରିସନ ଆମକୁ ମିଳି ନଥାଏ । ଶାସ୍ତ୍ର ଅନୁସାରେ ଯାହା ଭି ଖାଇବା ଶେଥି ମଧ୍ୟରୁ ଯେଉଁ ଭୋଜନ ର ଖାଦ୍ଯ କଞ୍ଚା ଖାଦ୍ଯ ରହିବା ଦରକାର ।

ଆମେ ଯଦି ଆମ ଘରର ଖାଇବା ଦେଖିବା ତ ଜାଣି ପାରିବା କି ଆମେ କିଛି ଭି କଞ୍ଚା ଖାଇବା ଖାଉ ନାହାଁନ୍ତି । ପ୍ରତେକ ଜିନିଶ ଆମେ ରାନ୍ଧିକି ଖାଇ ଥାଉ । ଏହା ସହ ଆଜି କାଲିର ଖାଦ୍ଯ କୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଆମ ଖାଦ୍ଯରେ କିଛି ଭି ଆଉ ଭଲ ଜିନିଷ ନାହି । ଆମ ଶରୀର ରେ ଅନେକ ଭିଟାମିନ ଓ ମିନେରାଲ ମିଳି ନଥାଏ କାରଣ ଏବେ ଆଗ ଭଳି ପାରିବା ମାନ ବଜାର ରେ ଆଉ ମିଳୁନି ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଯାହା ଭି ଖାଇବା ଏହା ଆମ ଶରୀର କୁ କିଛି ଭଲ ପୋଷଣ ଦେବ । ଆମେ ଆଜି କହିବା ପାଇଁ ଯାଉଛୁ କି ଆପଣ କେଉଁ କେଉଁ ଖାଇବା କୁ କଞ୍ଚା ଖାଇ ପାରିବେ ।

ଆପଣ ଯାହା ଭି ଖାଇବେ ଭଲ ଜିନିଷ ଖାଇବେ ଯାହା କଞ୍ଚା ଖାଇ ହେବ । ଯେମିତିକି ଆପଣ ଫଳ କୁ କଞ୍ଚା ଖାଇ ପାରିବେ ଓ ସାଲଡ ଭି କଞ୍ଚା ଖାଇ ପାରିବେ । ଆପଣ ପ୍ରତେକ ଦିନ କ୍ଷୀରା, କାକୁଡି, ବିଲାତି ଗାଜର ଏହି ସବୁ କୁ ନିଶ୍ଚିତ ଭାବେ ଖାଇ ପାରିବେ । ଆମେ ଅଜଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହାକୁ ଖାଇବା ଦ୍ଵାରା ଆମ ଶରୀର ରେ ଥିବା ସବୁ ଖରାପ ଜିନିଷ ବାହାରକୁ ଆସିଥାଏ ଆମେ ଖୁବ ଭଲ ଅନୁଭବ କରୁ । ଆଜି ଆମେ ପିଆଜ ବିଶୟରେ କହିବୁ । କିଛି ଲୋକମାନେ ପିଆଜ କୁ କିଭଳି ଭାବେ ଖାଇବେ ତାହା କହିବୁ । ଆପଣ କଞ୍ଚା ପିଆଜ ଖାଇବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳି ଥାଏ କ୍ୟାନ୍ସର ଭଳି ବେମାରି ଆପଣଙ୍କ ଭଲ ହୋଇ ଯାଇ ଥାଏ ।

ଏହା ଦେହରେ ଭିଟାମିନ – A, ଭିଟାମିନ – B, ଭିଟାମିନ – B କମ୍ପ୍ଲେକ୍ସ ଲୁଚି ରହିଛି । ଆପଣ ଏଥିରେ ପୋଟାସିୟମ, ଆଇରନ ଫଲିକ ଏସିଡ ଲୁଚି ରହିଛି । ଯାହା ଦ୍ଵାରା ଏହା ଆମ ଶରୀର ରେ ଥିବା ଆରୋଗକୁ ନାସ କରି ଥାଏ । ଆପଣ ଖାଇବା ବେଳେ ରାତିରେ କିମ୍ବା ସକାଳେ ଏହାକୁ ଖାଇ ନିଅନ୍ତୁ । ଆପନ୍ନ ଏହାକୁ ଖାଇବା ଦ୍ଵାରା ଡାଇବେଟିସ, କ୍ୟାନ୍ସର, ଏହା ଦ୍ଵାରା ଚୁଟିର ସମସ୍ୟା ଦୂର ହୋଇ ଥାଏ । ଏହି ପିଆଜ ରେ ଥିବା ଭିଟାମିନ – C, ଦାନ୍ତ ପାଇଁ ଭଲ ହୋଇ ଥାଏ । ତେବେ ଆପଣ ନିଜ ଖାଦ୍ଯରେ ଏହାକୁ ସାମିଲ କରି ଖାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button