ଜ୍ୟୋତିଷ

କୋଟିଏରେ ଗୋଟିଏ ହୋଇଥାଏ ଏହି 6 ଟି ନାମର ଝିଅ

ଆଜି କାଲୀ ସବୁ ନିଜକୁ ଉପରକୁ ଉଠାଇବା ଚାହିଁ ଥାନ୍ତି ଏହା ସେମାଣଙ୍କ କାମ ପାଇଁ ହେଉ କିମ୍ବା ସେମାନଙ୍କ ସ୍ଵଭାବ ଖୁବ ଭଲ ହେବା କାରଣ ରୁ ହେଉ ଏହା ସାଧାରଣ ଭାବେ ଦେଖିବା ପାଇ ଗଲେ ଆମେ ଜାଣିବା କି ଆମେ କିଛି ନା କିଛି କାମ କରି ନିଜକୁ ଉପରକୁ ଉଠାଇ ପାରିବା କିଛି ଏହି ଭଳି ମହିଳା ମାନେ ଅଛନ୍ତି ଯେଉଁ ଏମାନେ ଜନ୍ମ ରୁ ହିନ ଖୁବ ଭଲ ହୋଇନଥାନ୍ତି । ଆଜି ଆମେ କହିବା ପାଇଁ ଯିବା ସେହି ଭଳି ୬ ଟି ନାମର ମହିଳା ମାନଙ୍କ ବିଷୟରେ ଯେଉଁ ମାନେ କୋଟିଏରେ ଗୋଟିଏ ହୋଇ ଥାନ୍ତି ପ୍ରଥମ ନାମ ହେଉଛି “A” ଏମାନେ ଦେଖିବା ପାଇ ମଧ୍ୟ ସୁନ୍ଦର ଓ ଏମାନଙ୍କ ମନ ସୁନ୍ଦର ମଧ୍ୟ ଏମାନେ ସବୁ ବେଳେ ଅନ୍ୟକୁ ସାହାଜ୍ଯ କରି ଥାନ୍ତି ।

ଏମାନେ ସବୁ ବେଳେ ନିଜ ସାଧା ଗୁଣ ପାଇଁ ଧୋକା ଖାଇ ଥାନ୍ତି ଏହା ସହ ଏମାନେ ନିଜ ବ୍ୟବହାର ପାଇଁ ସମାଜରେ ନାମ ପାଇ ଥାନ୍ତି । ଏମାନେ ନିଜ ର ଭୋଳା ଗୁଣ ଯୋଗୁ ଅନେକ ଜାଗାରୁ ଧୋକା ଖାଇ ଥାନ୍ତି । ଯେଉଁ ମାନଙ୍କ ନାମ “D” ରେ ଆରମ୍ଭ ହୋଇ ଥାଏ ସେହି ଘରେ ମା ଲକ୍ଷ୍ମୀ ଙ୍କ କୃପା ରହି ଥାଏ । ଆପଣ ମାନେ ଜାଣି ଥିବେ କି ଏହି ନାମର ମହିଳା ମାନେ କାହା ପାଇଁ କେବେ କିଛି ଖରାପ କରି ନଥାନ୍ତି ଯିଏ ଯାହା କରିଲେ ମଧ୍ୟ ଏମାନେ ସେମାନଙ୍କ ପାଇଁ ସବୁ ବେଳେ ଭଲ ଚିନ୍ତା କରି ଥାନ୍ତି । ଏମାନଙ୍କ କେହି ଖରାପ କାଲେ ଅମଧ୍ୟ ଏମାନେ ତାକୁ କ୍ଷମା କରି ଦେଇ ଥାନ୍ତି ।

ଯେଉଁ ମାନଙ୍କ ନାମ “L” ଅକ୍ଷର ରେ ହୋଇ ଥାଏ ସେମାନେ ଖୁବ ଲାଜକୁଳୀ ଓ ସ୍ପଷ୍ଟ ସ୍ଵଭାବର ହୋଇ ଥାନ୍ତି ଏମାନାଙ୍କ ଜିଅବନକୁ ନେଇ ଏମାନଙ୍କ ଚିନ୍ତା ଧାରା ଖୁବ ସଚେତନ ଥାଏ । ଏମାନଙ୍କ ମନ ଅସ୍ଥିର ଖୁବ ଥାଏ । ଏମାନେ ଛୋଟ ଛୋଟ କଥାକୁ ନେଇ ବହୁତ କଥା ଭାବି ଥାନ୍ତି । ଏମାନେ ସବୁ ବେଳେ ହସୁ ଥାନ୍ତି । ଏହା ପରେ ନାମ ଆସେ “S” ନାମର ମହିଳା ମାନଙ୍କ କଥା ଏମାନାଙ୍କ ମାନ ଖୁବ ସଫା ଥାଏ ।

ଏମାନେ ଖୁବ ପରିଶ୍ରମୀ ଓ ଆତ୍ମନିର୍ଭର ଅଟନ୍ତି ଯଦି ଏମାନେ ଆପଣଙ୍କୁ ବୁଝି ଯାଉଛନ୍ତି ତ ଭାବି ନିଅନ୍ତୁ କି ଏମାନେ ନିଶ୍ଚିତ ଭାବେ ଆପଣଙ୍କୁ ଏକ ସ୍ଵତନ୍ତ୍ର ଜାଗା ଦେଇ ଛନ୍ତି । ଏମାନେ ଯାହାକୁ କଥା ଦେଇ ଥାନ୍ତି ସେମାନେ ତାକୁ କରନ୍ତି । ଏହା ପରେ ଆସେ କି “M” ନାମର ମହିଳା ମାନେ ଖୁବ ଭଲ ହୋଇ ଥାନ୍ତି ଏମାନେ ନିଜ କାରଣରୁ ଅନ୍ୟକୁ କଷ୍ଟ ଦେବା ପାଇ ଭଲ ପାନ୍ତି । ଏମାନେ ଛୋଟ କଥାକୁ ମନକୁ ନେଇ ଯାନ୍ତି । ଏମାନେ ସବୁ ବେଳେ ଚିନ୍ତା ରେ ରହିବା ପାଇଁ ପସନ୍ଦ କରି ଥାନ୍ତି । ଏହା ପରେ ଆସେ “P” ନାମର ମହିଳା ମାନେ ଏମାନେ ପରିଶ୍ରମ କରିବା ପାଇଁ ଭଲ ପାଇ ଥାନ୍ତି । ଯଦି କେହି ଏମାନଙ୍କ ଆଗରେ ଖରାପ ହୋଇ ଥାଏ ତେବେ ଏହା ସେମାଣଙ୍କ ପାଇଁ ବହୁତ ଖରାପ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button