ଜ୍ୟୋତିଷ

କାର୍ତ୍ତିକ ମାସ ବଡ଼ ପବିତ୍ର ଓ ପୁଣ୍ୟ ର ମାସ ଏହି ସବୁ କାର୍ଯ୍ୟ କରିବା ଦ୍ୱାର ହୋଇଥାଏ ସର୍ବନାଶ

କାର୍ତ୍ତିକ ମାସକୁ ଆମେ ପୂଣ୍ୟର ମାସ ବୋଲି କହି ଥାଉ ଆପଣ ମାନେ ଜାଣି ଥିବେ କି ଏହା ଆମ ଶାସ୍ତ୍ର ରେ କୁହା ଯାଇଛି କି ଏହି ମାସରେ ଆମେ ଯାହା ଭି କରୁ କିମ୍ବା ଅକରିବା ପାଇଁ ଚାହୁଁ ଦେଖି ଚାହିଁ କରିବା । କାରଣ ଏହି ମାସ ହେଉଛି ପୂଣ୍ୟର ମାସ ଏହି ମାସରେ ସ୍ଵର୍ଗରୁ ଦେବା ଦେବୀ ମାନେ ଆସି ଥାନ୍ତି ଭ୍ରମଣ ପାଇଁ । ଆଜି ଆମେ କହିବା କି ଶାସ୍ତ୍ର ରେ ଦେଖିବା ପାଇଁ ଗଲେ । ଆଜି ଆମେ ଖିବା ପାଇଁ ଯାଉଛୁ କି ଆମେ କେଉଁ କେଉଁ କାମ କରିବା ମନା ହୋଇ ଥାଏ କାର୍ତ୍ତିକ ମାସରେ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଏହି ମାସରେ ଆମିଷ ଖାଇବା ମନା ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଅଁଳା ଗଛ ରେ ରାଧା ମା ଓ ଭଗବାନ କୃଷ୍ଣ ଙ୍କ ବାସ ହୋଇ ଥାଏ ବୋଲି ମାନ୍ୟତା ଅଛି । କୁହାଯାଏ କି ଯେଉଁ ମାନେ ଅଁଳା ଗଛାକୁ ପୂଜା କରୁଥିବା ବ୍ୟକ୍ତି ମାନେ ଭଲ ପରିଣାମ ପାଇ ଥାନ୍ତି । ଆଜି ଆମେ କହିବ ଆକି ଭଗବାନ ଙ୍କ ଆରାଧନା କରିବା ପାଇ ଏହି ମାସ ଅଧିକ ଭଲ ହୋଇ ଥାଏ । ଭଗବାନ ଙ୍କ ମାସ ହୋଇ ଥିବାରୁ ଏହି ମାସରେ ଆମିଷ ଭକ୍ଷଣ ନ କରିବା ସହ ବିନା ପିଆଜ ରସୁଣ ଖାଇବା ମଧ୍ୟ ଭଲ ହୋଇ ଥାଏ ବୋଲି କୁହାଯାଏ । ଏହି ମାସରେ ଆପଣ କାହାକୁ କଷ୍ଟ ଦେବା ଭଳି କଥା କହିବେନି ।

ଆପଣ କାହାକୁ ଦୁଃଖ ଦେବେନି । ଆପଣ ଯଦି କାହାକୁ କିଛି କହିବେ ତ ଏହା ଖରାପ ହୋଇ ଥାଏ ଆମ ପାଇଁ ଏହା ସହ ଯଦି ଆମେ କାହାକୁ କିଛି ଦାନ କରିବା ତେବେ ଏହା ଭଲ ହୋଇ ଥାଏ । ଏହି ମାସରେ ଆପଣ ମାନେ ଡେରିରେ ଉଠିବା ଭୁଲ ହୋଇ ଥାଏ । କୁହାଯାଏ କି ଏହି ମାସରେ ସକାଳୁ ଉଠିକି ଆମେ ଶୀଘ୍ର ବିଛଣା ଛାଡିକି କାମ ରେ ଲାଗିବା ଦରକାର । କିନ୍ତୁ ଯେଉଁ ମାନେ ସୂର୍ଯ୍ୟ ଉଠିବା ପରେ ଭି ସୋଇ ଥାନ୍ତି ଏହା ଭୁଲ ହୋଇ ଥାଏ ।

ସେମାନେ ଦୁଃଖ କଷ୍ଟ ପାଇ ଥାନ୍ତି । ଏମାନେ ଜୀବନରେ ଉର୍ଣ୍ଣତ୍ତି କରି ପରି ନଥାନ୍ତି । ଆପଣ ଏହି ଦିନ ସକାଳୁ ତୁଳଶି ଙ୍କୁ ପୂଜା କରିବା ଭଲ ହୋଇ ଥାଏ । ଆପଣ ଯଦି କିଛି ଅଶାନ୍ତି କରିବେ ତେବେ ଆପଣଙ୍କ ଘରେ ଏହା ସବୁ ଦିନ ପାଇଁ ରହି ଜୀବ । ଆପଣଙ୍କ ଘର ଆଗକୁ ଯଦି ଭିକାରି ଆସୁଛି ତେବେ ଆପଣ ଏହାକୁ କ୍କେବେ ହେଲେ ଖାଲି ହାତରେ ଛାଡନ୍ତୁ ନି ଆପଣ ଯାହା ଭି ପାରିବେ ଆପଣ ତାକୁ ଦେବେ ଏହା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ କୃପା ରହିବ । ଆପଣ ଏହାକୁ ଧ୍ୟାନ ରଖିବେ କି ଆପଣ କେଉଁ କେଉଁ କାମ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button