ଜ୍ୟୋତିଷ

ଆଜି ମଧ୍ୟ ରାତ୍ରି ରୁ ମହା ସଂଯୋଗ, 5ଟି ରାଶି ହେବେ ମାଲାମାଲ

ଆପଣ ମାନେ ଜାଣି ଥିବେ କି ଆମ ହିନ୍ଦୁ ଶାସ୍ତ୍ର ରେ କିଛି ଜନ୍ତୁ ମାନଙ୍କୁ ଆମେ ପୂଜା କରୁ । ତେବେ ଆମେ ସାଧାରଣ ଭାବେ ନାଗ ସା-ପ କୁ ମଧ୍ୟ ପୂଜା କ୍ରୁ । ଏହା ଭଗବାନ ଭୋଳା ନାଥଙ୍କ ଗହଣା ଅମଧ୍ୟ ହୋଇ ଥାଏ ଯଦି ଆମେ ଦେଖିବା ପାଇଁ ଜୀବ ଅଟା ଜାଣି ପାରିବ ଆକି ଭଗବାନ ଭୋଳାନାଥ ଆମ ଉପରେ ନିଜର କୃପା କରି ରଖିବେ ଜଦି ଆମେ ନାଗ ଭଗବାନ ଙ୍କୁ ପୂଜା କରିବା ତ । ଆପଣ ମାନେ ଜାଣି ଥିବେ କି ଦେଶର ଅନେକ ଜାଗାରେ ଅଲଗା ଅଲଗା ପ୍ରକାର ନଗ ପଞ୍ଚମୀ ପୂଜା କରାଯାଏ ।

କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପରିବା କି ଆମେ ଏହାଙ୍କୁ ପୂଜା କରିବା ସହ ଭଗବାନ ନାଗ ଓ ଶିବ ଉଭୟଙ୍କ ଆଶୀର୍ବାଦ ପାଉଛୁ । ଏହି ବର୍ଷ ର ନାଗ ପଞ୍ଚମୀ ପରେ କିଛି ରାଶି ମାନେ ଶ୍ବେତହ ପ୍ରଭୂତ ଭାବେ ଲାଭ ବାନ ହେଇ ଯାଉଛନ୍ତି ଏହି ରାଶି ମାନେ ଏବେ ସବୁ ପ୍ରକାର ଭୌତିକ ଖୁଶି ପାଇବା ପାଇ ଯାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଖିବା ପାଇଁ ଯାଉଛୁ କି କେଉଁ କେଉଁ ରାଶିର ଲୋକମାନେ ଏବେ ଏହି ଖୁଶି ପାଇବା ପାଇଁ ଯାଉଛନ୍ତି । ଏହି ରାଶିର ମଧ୍ୟରେ ମୋଟ ପାଞ୍ଚଟି ରାଶି ଆସିବା ପାଇଁ ଯାଉଛନ୍ତି । ଏମାନେ ଏବେ ବହୁତ ଲାଭ ବାନ ହେବା ସହ ଆର୍ଥିକ ଲାଭ ମଧ୍ୟ ପାଇବେ ।

ଏମାନେ ଏବେ କିଛି ନୂଆ କାମ ଆରମ୍ଭ କରିବେ ବ୍ୟାପାର ଥିବା ଲୋକମାନଙ୍କ ବ୍ୟାପାର ଖୁବ ଭଲ ଭାବେ ଚାଲିବ । ଯେଉଁ ମାନେ ନିଜ ବ୍ୟାପାର କୁ ବଢାଇବା ପାଇ ଚାହୁଁ ଛନ୍ତି ଏବେ ସେମାନେ ଏହାକୁ ବଢାଇ ପାରିବେ । ଯେଉଁ ମାନେ ବିଦେଶ ରେ ନିଜ ବ୍ୟାପାର ସେଟ କରିବା ପାଇଁ ଅନେକ ଦିନରୁ ଚେଷ୍ଟା କରୁ ଥିଲେ ସେମାନେ ଏବେ ଏହା ପାଇଁ ସୁଯୋଗ ପାଇବେ । ଏହା ସହ ଯେଉଁ ମାନେ ଚାକିରି କରିଛନ୍ତି ସେମାନେ ଏବେ କିଛି ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ପ୍ରମୋଶନ ମିଳିବ ଏମାନଙ୍କୁ । ଏହାସହ ଉପର ଅଧିକାରୀ ମାନଙ୍କ ସହ ସମ୍ପର୍କ ଖୁବ ଭଲ ନିଶ୍ଚିତ ଭାବେ ହୋଇ ପାରିବ ।

ଯେଉଁ ମାନେ ଚାକିରି ପାଇ ନାହାଁନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଚାକିରି ପାଇବେ । ଯେଉଁ ମାନେ ବାହାର କାହା ଠାରୁ ଧାର ଉଧାର କରି ଥିବେ ସେମାନେ ଏବେ ଏହାକୁ ସୁଝି ନିଜକୁ ରୁଣ ମୁକ୍ତ କରି ଅପରିବେ । ଘରେ ଆମଦାନୀ ବଢିବା ପାଇଁ ଯାଉଛି । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ କାମ କରିବା ପାଇଁ ବିଦେଶ ଯାତ୍ରା କରି ଥିଲେ ଏବେ ସେମାନେ ନିଜ ପରିବାର ସହ ରହିବାର ଓ କିଛି ସମୟ ସେମାନାଙ୍କ ସହ ବିତାଇବାର ସମୟ ପାଇବେ । ଯେଉଁ ମାନେ ବିଦ୍ୟାର୍ଥୀ ସେମାନେ ନିଜ ପରିଶ୍ରମ ଦ୍ଵାରା ସବୁ କିଛି ବଦଳାଇ ପାରିବେ । ମହିଳା ମାନଙ୍କ ପାଇଁ ମଧ୍ୟ ଖୁବ ଭଲ ସମୟ ଅଛି ଏବେ । ଭଲ ଜୀବନ ସାଥି ପାଇବା ସହ ଆପଣ ଭଲ ସମୟ ଓ ସମ୍ପର୍କ ମଧ୍ୟ ସ୍ଥାପନା କରିବେ । ଏହି ରାଶି ମାନେ ହେଲେ ମେଷ, ବୃଷ, କୁମ୍ଭ, ମକର, ମୀନ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button