ନିମ କାଠଟିଏ ଘରର ଏହି ଜାଗାରେ ରଖିଦିଅନ୍ତୁ , ତାପରେ ଦେଖନ୍ତୁ ଚମତ୍କାର

ଆପଣ ମାନେ ଜାଣିଥିବେ କି ଭଗବାନ ଗଣେଶ ଙ୍କୁ ବିଘ୍ନ ହର୍ତ୍ତା କୁହ ଅଯାଇ ଥାଏ ସେ ସବୁ ଲୋକଙ୍କ ସବୁ କଷ୍ଟ କୁ ଦୂର କରି ଥାନ୍ତି । ତେଣୁ କେଉଁ ଭି ଭଲ କାମ କରିବା ଆଗରୁ ଆମେ ପ୍ରଥମେ ଭଗବାନ ଗଣେଶ ଭଗବାନ ଙ୍କୁ ପୂଜା କରୁ । ଏହା ପାଇଁ ଆମେ ଏକ କଳଶ ନେଇ ଏହା ମଧ୍ୟରେ କିଛି ଜଳ ଆଣି ଶେଠୀ ଉପରେ ଆମ୍ବ ଡାଳ ଦେଇ ଏହା ଉପରେ ନଡିଆ ମାନ ରଖୁ ଯାହା ଦ୍ଵାରା ଆମେ ଯେଉଁ ଭି କାମ କରୁ ତାହା ଶୁଭ ହୋଇ ଥାଏ ।
ଆଜି ଆମେ କହିବ ପାଇଁ ଯାଉଥିବା ଭଗବାନ ଗଣେଶ ଙ୍କ ଏକ ଛୋଟ ପ୍ରତିମା ଅବିଷୟରେ ଯାହା ଆମ ପାଇଁ ବହୁତ ଶୁଭ ଓ ମଙ୍ଗଲମୟ ଅଟେ । ଆମେ ଜାଣିଛେ କି ଆମେ ପ୍ରତେକ ଦିନ କିଛି ନା କିଛି ପୂଜା କରୁ । ଯେତିକି ସମୟ ଆମ ପାଖେ ଥାଏ ସେତିକି ସମୟ ମଧ୍ୟରେ ଆମେ ଭଗବାନ ଙ୍କୁ ପୂଜା କରୁ କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣିବା କି ଏହା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟ ଆମେ ସ୍ଥିର କରି ଥାଉ । ଆମେ ଭଗବାନ ଗଣେଶ ଙ୍କ ଆରାଧନା ରେ ନିଜକୁ ଲୀନ କରିବା ଦ୍ଵାରା ଭଗବାନ ଆମ ସବୁ ବିଘ୍ନ କୁ ଓ ସବୁ ସଂକଟ କୁ ନିଜ ଆଡକୁ ନେଇ ଯାଇ ଥାନ୍ତି ।
ସେ ହେଉ ଛନ୍ତି ବୂଦ୍ଧି ର ଦେବତା କିନ୍ତୁ ତାଙ୍କ ପାଖେ ରିଦ୍ଧି ଶୀଦ୍ଧି ଓ ଶୁଭ ଲାଭ ସହ ମା ସନ୍ତୋଶୀ ଙ୍କ ଆଶୀର୍ବାଦ ମଧ୍ୟ ଅଛି । ତେଣୁ କୁହାଯାଏ କି ଯେଉଁ ଜାଗାରେ ଭଗବାନ ଗଣେଶ ଭଗବାନ ଥାନ୍ତି ସେହି ଜାଗାରେ କିଛି ଭି ଭୁଲ କିମ୍ବା କିଛି ଭି ଦୁଃଖ ପାଖ ପଶି ନଥାଏ । ଯେଉଁ ମାନେ ଭଗବାନ ଗଣେସହ ଙ୍କୁ ପୂଜା ଅକରନ୍ତି ସେମାନେ ବୁଦ୍ଧି ପାଇବା ସହ ନିଜ ଜୀବନର ସବୁ କିଛି ଆଶାକୁ ମଧ୍ୟ ପୂରଣ କରି ପାରି ଥାନ୍ତି ।
ଯଦି ଦେଖିବା ପାଇଁ ଜୀବା ଆମେ ଜାଣି ପାରିବା କି ଆମେ ଯାହା ଭି କରିଛେ କିମ୍ବା ଅକରିବା ପାଇଁ ଯାଉଛ ଏଏହାର ପ୍ରଭାବ ଆମ ଆଗାମୀ ପିଢୀ ଉପରେ ଆସିବା ଅପାଇନ ଯାଉଛି ତେଣୁ ଆପଣ ଏହାକୁ ଦେଖି ଚାହିଁ କରିବା ଦରକାର ଅଟେ । ଆଜି ଆମେ କହିବ ପାଇଁ ଯାଉଛି କି ଆପଣଙ୍କ ଘରେ ଯଦି ନିମ କାଠ ର ଗଣେଶ ଙ୍କ ପ୍ରତିମା ଆଚ୍ଛି ତେବେ ଏହା ବହୁତ ଶୁଭ ଅଟେ । ଏହା ଭଗବାନ ଙ୍କ ପ୍ରିୟା ଗଛ ଅଟେ । ଏହି ଗଛର କାଠ ରେ ତିଆରି ଭଗବାନଙ୍କ ପ୍ରତିମା ଦ୍ଵାରା ଆମେ ଘରର ସବୁ କିଛି ଅଶୁଭ କୁ କିମ୍ବା ଅଖରାପ ପରିଣାମ କୁ ଭଲ କରି ପାରିବା । ତେବେ ଏହି ଗଛର ଭଗବାନ ଙ୍କ ପ୍ରତିମା ରଖୀ ପୂଜା କରନ୍ତୁ ।