ଜ୍ୟୋତିଷ

ମୂଷା – ଜଦି ଘରେ ବାସକରେ, ତାହେଲେ ” ଶୁଭ ନା ଅଶୁଭ “- Sakuna Shastra

ପ୍ରତେକ ଜୀବ ମାନଙ୍କ ପାଇଁ ଭଗବାନ କିଛି ନା କିଛି ଜାଗା ରଖୀ ଛନ୍ତି । ସେମାନଙ୍କ ପାଇଁ ସବୁ ସମୟ ଓ ସବୁ କିଛି ଅଲଗା ଅଲଗା ହୋଇ ଥାଏ । କୁହା ଯାଏ କି ମଣିଷ ହେଉଛି ସବୁ ଠାରୁ ବଡ ପ୍ରାଣୀ ଯିଏ କି ନିଜ ବୁଦ୍ଧି ବଳରେ ସାରା ଦୁନିଆକୁ ଚଲାଉଛି । ଦେଖିବା ପାଇଁ ଗଲେ ଏହା ସତ୍ୟ ଅଟେ ମଧ୍ୟ । କିଛି ଏହି ଭଳି ଲୋକମାନେ ଅଛନ୍ତି ଯେଉଁ ମାନେ ନିଜ ଆଖ ପାଖର ପରିବେଶ କୁ ଦେଖିକି ବହୁତ କିଛି ଶିଖି ଛନ୍ତି ।

ଆମେ ଆମ ପୂର୍ବଜ ମାନଙ୍କ ପାଖରୁ କିଛି ନା କିଛି ଶିଖିବା ନିଶ୍ଚୟ ଦରକାର ଅଟେ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମ ଘରେ ଥିବା କିଛି ଜୀବବା ଜନ୍ତୁ ଯାହା ଙ୍କୁ ଆମେ କିଛି କାମର ଭାବୁନା ସେମାନେ ଆମକୁ ଅନେକ କିଛି କହି ଦେଇ ଥାନ୍ତି । ସେମାନେ ଆମକୁ କିଛି ସଂକେତ ମଧ୍ୟ ଦେଇ ଥାନ୍ତି । ଆଜି ଆମେ ସେହି ଭଳି ଛୋଟ ଛୋଟ କିଛି ଜୀବ ମାନଙ୍କ ବିଶୟରେ । ଆମେ ଭଗବାନ ଗଣେଶ ଜି ଙ୍କୁ ପୂଜା କରୁ । ତାଙ୍କ ବାହାନ ହେଉଛି ମୂଷା ଯାହାକୁ ଆମେ ଆମ ଘରେ ସାଧାରଣ ଭାବେ ଦେଖି ପାରୁ । ଆଜି ଆମେ କହିବା ପାଇଁ ଯାଉଛୁ କି ଏହି ମୂଷା ଯେଉଁ ଭଳି ସବୁ ଜିନିଷକୁ କାଟି ଦେଇ ଥାଏ ଆମେ ସେହି ଭଳି ନିଜ ଜୀବନର ସମସ୍ଯା କୁ ନିଜ ବୁଦ୍ଧି ବଳରେ କାଟି ଅଲଗା ଅଲଗା କରି ଦେଖିବା ଦ୍ଵାରା ସମାଧାନ ମିଳି ଥାଏ ।

ଆମେ ସାଧାରଣ ଭାବେ ଧଳା ମୁସାକୂ ଘର ମାନଙ୍କରେ ପାଳି ଥାଉ । ଯଦି ଘରେ କଳା ମୂଷା ସଂଖ୍ୟା ଅଧିକ ହୋଇ ଯାଏ ତେବେ ଜାଣି ନିଅନ୍ତୁ କ୍କି ଘରେ ଥିବା ଅବ୍ୟକ୍ତି ମାନଙ୍କ ମଧ୍ୟରୁ କାହାର ନା କାହାର ସମୟ ଖରାପ ଚାଲିବା ଆରମ୍ଭ ହୋଇ ଜୀବ । ଯଦି ମୂଷା କାଠ ଜିନିଶ କାଟିବା ଆରମ୍ମ୍ଭା କରି ଦେଇ ଥାଏ ତେବେ ଆପଣ ଜାଣି ନିଅନ୍ତୁ କି ଏହା ଦ୍ଵାରା ଘରେ ଥିବା ସମସ୍ୟା ବଢିବାରେ ଲାଗିବ । ଯଦି ଘରେ କାହାର ଦାନ୍ତ ଭାଙ୍ଗି ଯାଇ ଥାଏ । ଏହାକୁ ଯଦି ମୂଷା ନେଇ ଯାଇ ଥାଏ ତେବେ ଆପଣ ଜାଣି ନିଅନ୍ତୁ କି ଏହା ଆପଣଙ୍କ ପାଇଁ ଶୁଭ କାରଣ ସେହି ବ୍ୟକ୍ତି କିମ୍ବା ପିଲାର ଦାନ୍ତ ମଜବୁତ ରହିବ ।

ଆହୁରି ମଧ୍ୟ ପିମ୍ପୁଡି କୁ ଶୁଭ ବୋଲି ମନା ଯାଏ । ସେଇ ପାଇଁ ଏହାକୁ ଖାଇବା ମଢହୟ ଦିଆ ଯାଏ । କୁହା ଯାଏ କି କଳା ପିମ୍ପୁଡି ଆସିବା ଘରକୁ ଶୁଭ ହହୋଇ ଥାଏ । ଏହା ସହ ଏହାଙ୍କ ପାଖରୁ ଆମେ ଶିଖିବା ପାଇଁ ପାଉ କି ଆମେ ଜୀବନରେ ପରିଶ୍ରମୀ ହେବା ଆବଶ୍ୟକ ଅଟେ । କିନ୍ତୁ ଘରକୁ ଯଦି ରଙ୍ଗ ପିମ୍ପୁଡି ଆସି ଥାଏ ତେବେ ଏହା ଆମ ପାଇଁ ଖୁବ ଖରାପ ହୋଇ ଥାଏ । ଆମ ପାଇଁ ଏହା ସମସ୍ଯା ସୃଷ୍ଟି କରି ଦେଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button