ଜ୍ୟୋତିଷ

ଲୋକଙ୍କୁ ଏମିତି କାହିଁକି ଲାଗିଥାଏ କି ତାଙ୍କୁ ଭୁତ ଦେଖା ଯାଉଛି, କଣ ଭୂତ ସତରେ ଅଛନ୍ତି ? ଦେଖନ୍ତୁ କଣ କହୁଛି ରିସର୍ଚ

ଆପଣ କଣ ଭୁତ ପ୍ରେତ ଉପରେ ବିଶ୍ବାଶ କରୁଛନ୍ତି କି ? ଯଦି ହଁ କହିବେ ତେବେ ଆମେ କହିବୁ ହଁ ଏହା ସତ୍ୟ ଅଟେ କେବଳ ଆପଣ ନୁହେଁ ଦୁନିଆରେ ଅନେକ ଜାଗାରେ ଅନେକ ଧର୍ମର ଲୋକ ମାନେ ଏହାକୁ ମାନି ଥାନ୍ତି ଯାହା ପାଇଁ ଆପଣ ମଧ୍ୟ ଏହାକୁ ମାନିବା ଭୁଲ ନୁହେଁ । ଯେଉଁ ଭଳି ଆମ ଆଖ ପାଖରେ ଖରାପ ଶକ୍ତି ଅଛି ସେହି ଭଳି ଭଲ ଶକ୍ତି ମଧ୍ୟ ଥାଏ । ଜଣଙ୍କୁ ଆମେ ଭଗବାନ କହିବା ବେଳେ ଜଣଙ୍କୁ ଆମେ ସଇତାନ କିମ୍ବା ଭୂତ କହି ଥାଉ । ଆମେ ଯେଉଁ ଭଳି ଭାବେ ମାନ୍ୟ କରି ଥାଉ କି ମୃତ୍ୟୁ ପରେ ଆମେ ଶରୀର ତ୍ୟାଗ କରି ନିଜ ଜୀବନ ଠାରୁ ଦୂରେଇ ଯାଇ ଥାଉ ଓ ଆମ ଶରୀର ଛାଡି ଥିବା ଆତ୍ମା କୁ ଆମେ ଭୁତ ବୋଲି କହି ଥାଉ ।

ତେବେ ଆଜି ଆମେ କହିବା ପାଇଁ ଯିବା କି ଏହି ପ୍ରକାର ବିଶ୍ବାଶ କୁ କିଛି ଜଣ ଅନ୍ଧ ବିଶ୍ବାଶ କହି ମଧ୍ୟ ଛାଡି ଦେଇ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣଙ୍କ ବିଶ୍ବାଶ ସଠିକ ଅଟେ କି ନାଇ । ଯେଉଁ ମାନେ ଧାର୍ମିକ ଅଛନ୍ତି ସେମାନେ ଏହାକୁ ବିଶ୍ବାଶ କରିବେ ଆମେ ଜାଣିଛେ କିନ୍ତୁ ଯେଉଁ ମାନେ ଏହାକୁ ବିଶ୍ବାଶ କରନ୍ତି ବିଜ୍ଞାନ ମତରେ ଊର୍ଜା ଏକ ଜାଗାରେ ସ୍ଥଗିତ ହୋଇ ରହି ଥାଏ । ଯାହା ନା କେବେ ବଢି ଥାଏ ନା କେବେ କମ ହୋଇ ଥାଏ । ଏହା କେବଳ ଗୋଟେ ଜାଗାରୁ ଆଉ ଏକ ଜାଗାକୁ ରୂପାନ୍ତରିତ ହୋଇ ଥାଏ । ଯଦି ଆମେ ମରି ଯାଉ ତେବେ ଆମ ଊର୍ଜା ମାନେ ଆତ୍ମା ବାହାରି ଥାଏ ।

ଏହା ଭୁତ ହୋଇ ନଥାଏ ଏହା କୁ ଆମ ପରିବେଶ ଗ୍ରହଣ କରି ନେଇ ଥାଏ ମାନେ ମାଇକ୍ରୋ ଅର୍ଗାନିଜିମ ଓ ଅନ୍ୟ ଜୀବଙ୍କ ଦ୍ଵାରା ଗ୍ରହଣ ହୋଇ ଥାଏ । କିନ୍ତୁ କୁହାଯାଏ କି ଭୁତ ମାନେ କବାଟ ର ଆରପାର ହୋଇ ଯାଇ ପାରନ୍ତି କିନ୍ତୁ ସେମାନେ ଏହାକୁ ଛୁଇଁ ମଧ୍ୟ ପାରନ୍ତି ଜିନିଷ ହଲାଇ ପାରନ୍ତି । ଯେଉଁ ମାନେ ପାରାନରମାଲ ଉପରେ ରିସର୍ଚ କରୁଛନ୍ତି ସେମାନଙ୍କ ମତରେ ଯେଉଁ ଜାଗାରେ ଭୁତ ଥାନ୍ତି ସେହି ଜଗାର ତାପମାତ୍ରା ଖୁବ ଥଣ୍ଡା ହୋଇ ଥାଏ । ତେଣୁ ସେମାନେ ତାପମାତ୍ରା କୁ ମାପି ଥାନ୍ତି । ଯଦି ଏହା ଏକ ଊର୍ଜା ଓ ଏହାର କିଛି ପରିବାରତ୍ତାନ ହୋଇ ପାରିବ ନି ତେବେ ଏହା କିଭଳି ଥଣ୍ଡା ହୋଇ ଥାଏ । ଯଦି ଏହା ଏକ ମ୍ୟାଟର ତେବେ ଏହା ଆମକୁ ଦେଖା ଯିବା କଥା ।

ଯଦି ଆମେ କେବେ କହୁ ଆମକୁ ଭୁତ ଦେଖା ଯାଉଛି ଏହା ଭୁଲ ନୁହେଁ ପ୍ରକୃତରେ ଆମେ ୨୦ ହାର୍ଜ ର ତଳକୁ ଧ୍ୱନି ଶୁଣି ପାରୁନା କିନ୍ତୁ ଅନେକ ସମୟରେ ଏକ ଧ୍ଵନୀ ଥାଏ ଇନ୍ଫ୍ରାସୋନିକ ଧ୍ୱନି କୁହାଯାଏ ତାକୁ ତାହା ଆମକୁ ବେଳେ ବେଳେ ଶୁଣା ଯାଇ ନଥାଏ କିନ୍ତୁ ସେ ଶବ୍ଦ ଧୀରେ ଧୀରେ ଆମ ଆଖିରେ ଏକ ଭିଜନ ସୃଷ୍ଟି କରେ ଓ ଆମେ ଏହାକୁ ଅନୁଭବ କରୁ ଏହାକୁ ଲୋକମାନେ ଭୁତ ବୋଲି କହି ଥାନ୍ତି । କିଛି ଲୋକ ମାନେ ଏହାକୁ ଅନୁଭବ ମଧ୍ୟ କରିଛନ୍ତି ବୋଲି କୁହନ୍ତି ସେହି ସ୍ଥିତିରେ ସେମାନେ ଭାବନ୍ତି ସେମାନେ ଜଗି ଛନ୍ତି କିନ୍ତୁ ସେମାନେ ସ୍ଵପ୍ନ ରେ ଥାନ୍ତି । ଏହାକୁ ସ୍ଳିପିଙ୍ଗ ପରାଲାଇଶିଷ ତେବେ ଆପଣ ମାନେ ଏହାକୁ ବିଜ୍ଞାନ ଉପରେ ଦେଖିବା ପାଇଁ ଏହା କିଛି ଅଲଗା ଥାଏ ଓ ଧାର୍ମିକ ମାତ୍ରେ ଏହା କିଛି ଅଲଗା ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button