ଜ୍ୟୋତିଷ

ରବିବାର ଦିନ ଆମିଷ ଖାଉଥିବା ବ୍ୟକ୍ତି ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆମ ଶାସ୍ତ୍ର ରେ ଅନେକ ଗ୍ରନ୍ଥ ଅଛି ଅନେକ ପ୍ରକାର ଶ୍ଳୋକ ଅଛି ଏହା ସହ ଏହା ମଧ୍ୟ କୁହା ଯାଇଛି କି ଏକୁନ ସମୟରେ କଣ କଣ କରିବା ଅନୁଚିତ ଅଟେ । କେଉଁ ସମୟରେ କଣ କଣ ଅକରିବା ଉଚିତ ଅଟେ । ଆମେ ଜାଣିଛେ କି ଯେଉଁ କାମ ଏହି ଶାସ୍ତ୍ର କିମ୍ବା ଶ୍ଳୋକ କିମ୍ବା ପୁରାଣରେ ଲେଖା ଯାଇଛି ତାହା ଆମ ହିତରେ ହୋଇ ଥାଏ । ଆପଣ ମାନେ ଜାଣି ଥିବେ କି ଆମେ ଯେଉଁ ଭି କାମ କରୁ ତାହା ପାଇଁ ଆମେ କିଛି ନା କିଛି ଫଳା ଫଳ ଭୋଗ କରି ଥାଉ ।

ଆପଣ ଜାଣି ଥିବେ କିଛି ଦିନ ତଳେ ହେଉଥିବା ଗରମ ପାଇଁ କିଛି ଲ୍ଲୋକମାନେ ଦହି ପଖାଳ ଖାଉ ଥିବା ବେଲଲେ ଏହା ହିନ୍ଦୁ ଶାସ୍ତ୍ର ଅନୁସାରେ ମନା ହୋଇ ଥାଏ । ଦେଖନ୍ତୁ ଆମ ଭାରତ ଏଭଳି ଏକ ଦେଶ ଯେଉଁ ଠାରେ ସବୁ ପ୍ରକାର ଲୋକ ମାନେ ଅଛନ୍ତି ସେମାନଙ୍କ ରହଣି ଚଳଣି ସବୁ ଅଲଗା ପରକାର ହୋଇ ଥାଏ । ଯେଉଁ ଜାଗାରେ ଯେଉଁ ଭଳି ଜଳ ବାୟୁ ସେହି ଜାଗାରେ ସେହି ଭଳି ଖାଦ୍ଯ ପାନୀୟ ଅଟେ । ଆପଣ ଜାଣି ଥିବେ କି ଆମେ ଯାହା ଭି କରୁଛେ କିମ୍ବା ଆମେ ଯାହା କରିବା ପାଇଁ ଯାଉଛୁ ତାହା ଆମ ଶରୀର ପାଇଁ ଭଲ ନୁହେଁ ଏହାକୁ ଲୋକଙ୍କୁ କହିଲେ ସେମାନେ ବୁଝିବେ ନି ତେଣୁ ସେମାନଙ୍କୁ ଏହି ଭଳି ଭାବେ କୁହା ଯାଇଛି ।

ଆମେ ଆଜି ଆପଣଙ୍କୁ କହିବୁ ରାତିରେ ଦହି ପଖାଳ ଖାଇବା ଦ୍ଵାରା ଅଧିକ ଜ୍ଞାଶ ହୋଇ ଥାଏ ଯାହା ଦ୍ଵାରା ରାତିରେ ଭଲ ନିଦ ହୋଇ ନଥାଏ ବେମାର ହେବା ଯୋଗୁ ଆମ ହାତରୁ ଧନ ଖରଚ ହୋଇ ଥାଏ ଏହା କୁ ଲକ୍ଷ୍ମୀ ପୁରାଣରେ କୁହା ଯାଇଛି ଯେଉଁ ମାନେ ଏହି ଭଳି କରନ୍ତି ସେମାନଙ୍କ ଘରୁ ମା ଲକ୍ଷ୍ମୀ ଚାଲି ଯିବେ । ଆଉ ଏକ କଥା କି ରବିବାର ଦିନ ଆମିଷ ଖାଇବା ମନା ହୋଇ ଥାଏ ଏହା ମଧ୍ୟ ଲକ୍ଷ୍ମୀ ପୁରାଣରେ ଏହା ମଧ୍ୟ କୁହା ଯାଇଛି । ଭଗବାନ ଶିବ ଓ ମା ପାର୍ବତୀ ଙ୍କ ଭିତରେ କଥା ବାର୍ତ୍ତା ଚାଲିଛି ଯାହା ପାଇଁ ମା ପାର୍ବତୀ କହିଛନ୍ତି ଭଗବାନ ଶିବ ଙ୍କୁ କି ଆପଣ ଦୟା କରି ମତେ କୁହନ୍ତୁ କି ମା ଲକ୍ଷ୍ମୀ କେଉଁ ଜାଗାରେ ରହିବା ପାଇଁ ପସନ୍ଦ କରନ୍ତି ।

ସେହି ସମୟରେ ଭଗବାନ କହିଛନ୍ତି କି ରବିବାର ଦିନ ଯେଉଁ ଘରେ ଆମେଷ ନହୁଏ ସେହି ଜାଗାରେ ମା ଲକ୍ଷ୍ମୀ ଙ୍କ ବାଶ ହୋଇ ଥାଏ । ଯେଉଁ ମାନେ ଶୁକ୍ରବାର ଦିନ ତେଲ ଲଗାଇ ନଥାନ୍ତି ସେମାନେ ମଧ୍ୟ ମା ଲକ୍ଷ୍ମୀ ଙ୍କ ଦୟା ପାଇ ଥାନ୍ତି । ଆପଣ ଜାଣି ଥିବେ କି ମା ଲକ୍ଷ୍ମୀ ପରିଷ୍କାର ଘରେ ଓ ସଫା ଘରେ ରହିବା ପାଇଁ ପସନ୍ଦ କରନ୍ତି ଏହି ପାଇଁ ସବୁ ଦିନ ଆପଣ ପରିଷ୍କାର ମଧ୍ୟ ରୁହନ୍ତୁ । ପ୍ରକୃତରେ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କୁ ମଧ୍ୟ ଆରାଧନା କରା ଯାଏ ସେହି ପାଇଁ ଜୀବ ହତ୍ୟା କରି ଏହାକୁ ଖାଇବା ବୋଲି ପାପ ମନା ଯାଏ ଭାରତରେ । କିନ୍ତୁ ଯେଉଁ ମାନେ ଆମିଷ ଭକ୍ଷଣ କରନ୍ତି ସେମାନନକ ପାଇଁ ଏହି ସବୁ କିଛି ନାଇ କହିଲେ ଚଳେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button