ଜ୍ୟୋତିଷ

ଚିନି ଆପଣଙ୍କୁ କରିବ ଧନୀ | କରନ୍ତୁ ଏହି ଚମତ୍କାର ଉପାୟ

ଆମ ମାନଙ୍କୁ ଉରଣଟି ର ଶୀର୍ଷରେ ପହଞ୍ଚାଇବା ପାଇଁ ଏକ ଛୋଟ ଛୋଟ ଉପାୟ ଆମେ କରି ପାରିବା । ଆମେ ଯେଉଁ ଭି ଉପାୟ କହିବା ପାଇଁ ଯାଉଛୁ ତାହା ସରଲ ଅଟେ । ଏହାକୁ କରିବା ପାଇଁ ଆମେ ଅନେକ ପୁରୁଣା ଗ୍ରନ୍ଥରେ ମଧ୍ୟ ଦେଖି ଥିବା । କିନ୍ତୁ ବହୁ ପ୍ରକାର ବିଦ୍ଧି ଅଛି ଯାହା ଆମକୁ ଖୁବ କଷ୍ଟ ଲ୍ଲାଗୀ ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ସମସ୍ଯା ସବୁ ଲୋକଙ୍କ ଜୀବନରେ ଅଛି କିନ୍ତୁ ଦେଖିବା ପାଇଁ ଗଲେ ଏହା କଣ ସବୁ ଲୋକଙ୍କ ପାଇଁ ଆସୁଛି ସମାନ ଭାବେ କାରଣ ହେଉଛି କି କିଛି ଲୋକମାନ ଧନୀ ଥାନ୍ତି ଯେଉଁ ମାନେ କିଛି ଭି ଉପାୟ କରି ପାରିବେ କିନ୍ତୁ କିଛି ଲୋକମାନେ ନିଜକୁ ଏହି କାମ କରିବା ଠାରୁ ଦୂରେଇ ରଖିଥାନ୍ତି ।

ଏହାର କାରଣ ହେଉଛି କି ସେମାନେ ଏତେ ଅଧିକା ଟଙ୍କା ଖର୍ଚ କରି ପାରି ନଥାନ୍ତି । ଆମେ ଯେଉଁ ଉପାୟ କହିବା ପାଇଁ ଯାଉଛୁ ତାହା ଦ୍ଵାରା ଆପଣ ଙ୍କ ଦୁଃଖ ଦୁର୍ଦଶା ରୁ ମୁକ୍ତି ମିଳିଥାଏ । ଆମେ ଯେଉଁ ଉପାୟ କହିବା ପାଇଁ ଯାଉଛୁ ତାହା ହେଉଛି କି ଆପଣ ପ୍ରଥମେ କିଛି ଲୁଣ ନେବେ ଆପଣ ନିଜ ମୁଠାରେ ଯେତିକି ନେଉଛନ୍ତି ନିଅନ୍ତୁ ଏହାକୁ ଧରି ଆପଣ ନିଜ ଘରର ଚାରି ପାଖରେ ପରିକ୍ରମଣା କରିବେ । ଯଦି ଆପଣ ଙ୍କୁ ଲାଗୁଛି କି ଏହା ଆପଣଙ୍କ ପାଇଁ କଷ୍ଟ ଦାୟକ ଅଟେ ତେବେ ଆପଣ ଏହାକୁ ଘର ଭିତରେ ମଧ୍ୟ କରି ପାରିବେ । ଆପଣ ଏହାକୁ କରିବା ବେଳେ ନିଜର ମାନର କଥା ଭଗବାନ ଙ୍କୁ କହିବେ ଦେଖିବେ ଆପଣଙ୍କ ଘରେ ଥିବା ସବୁ ସମସ୍ଯା ଦୂର ହୋଇ ଜୀବ ଓ ଆପଣ ନିଜ ଆସୁଥିବା ଟଙ୍କାକୁ ସଞ୍ଚୟ କରି ପାରିବେ ।

ଆପଣ ଜାଣିଥିବେ କି ଲୁଣ ସମୁଦ୍ରରୁ ଆସିଥାଏ ତେଣୁ ଏହା ଦ୍ଵାରା ଆପଣଙ୍କ ବାସ୍ତୁ ଦୋଷ ମଧ୍ୟ ଶେଷ ହୋଇ ଯାଇଥାଏ ଆପଣ ଏହାକୁ ଧରି ୭ ଥର ପରିକ୍ରମଣା କରିବେ ଓ ଏହା ପରେ ଆପଣ ଏହାକୁ ଏକ ନାଳ କିମ୍ବା ଅସନା ପାଣି ଜାଗାରେ ପକାଇ ସେଠାରୁ ଚାଲି ଆସନ୍ତୁ ଓ ଆସିବା ସମୟରେ ଆପଣ ଦେଖିବେ ଯେମିତି ଆପଣ ନିଜ କୁ ପଛକୁ ନ ପଲଟିକି ଦେଖନ୍ତି । ଆପଣ ଆଉ ଏକ ଉପାୟ ମଧ୍ୟ କରି ପାରିବେ ତାହା ହେଉଛି ଆପଣ କିଛି ଚିନୀ ମଧ୍ୟ ନେଇ ପାରିବେ ଏକ ମୁଠା ଚିନୀ ନେଇ ଆପଣ ଏହାକୁ ଏକ ନାଲି କପଡାରେ ବାନ୍ଧିଦେବେ ଓ ଏହାକୁ ଆପଣ କେଉଁ ଭି ମନ୍ଦିର ଜାଗାକୁ ଯାଇ କାହାକୁ ଦାନ କରିକି ଚାଲି ଆସିବେ ।

ଏହି ଭଳି କରିବା ଦ୍ଵାରା ଆପଣ କରଜରୁ ମୁକ୍ତ ହୋଇ ପାରିବେ । ଏହି ଉପାୟ ଅନେକ ଲୋକମାନେ କରିଛନ୍ତି ଓ ସେମାନେ ଏହା ଦ୍ଵାରା ଲାଭବାନ ମଧ୍ୟ ହୋଇଛନ୍ତି । ରାହୁ ଙ୍କୁ କଳା ରଙ୍ଗ ଅନେକ ପସନ୍ଦ ହୋଇଥାଏ ତେଣୁ କରି ଆପଣ କଳା ଚା ପଟି କୁ ନେଇକି ଯାଅନ୍ତୁ ଏହାକୁ ଧରିକି ଆପଣ କୁହନ୍ତୁ କି ହେ ରାହୁ ଆସନ୍ତୁ ବିରାଜମାନ କରନ୍ତୁ ଏହା ପରେ ଆପଣ ଏହାକୁ ପାଣିରେ ପକାଇ ଚାଲି ଯାଅନ୍ତୁ ଦେଖିବେ ଏହା କରିବା ଦ୍ଵାରା ଆପଣ ଖୁବ ଲାଭ ବାନ ହେବେ ସବୁ ସମସ୍ୟା ଦୂର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button