ଜ୍ୟୋତିଷ

ଆଉ ମାତ୍ର ୧ ଦିନ ପରେ ୫ଟି ରାଶିରେ ଘଟୁଛି ବିରାଟ ପରିବର୍ତ୍ତନ, ମିଳିବ ଭାଗ୍ୟର ଚାବି ଧନର ଭଣ୍ଡାର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି

ମାସ ଅନୁସାରେ ରାଶିର ପରିବର୍ତ୍ତନ ହେବା ସୁନିଚିତ ଗ୍ରହ ମାନେ ନିଜ ଅଜାଗାରୁ ଆଉ କେଉଁ ରାଶି କୁ ଯାଇ ଥାନ୍ତି ଏହା ପାଇଁ ଯେଉଁ ରାଶି କୁ ଯାନ୍ତି ସେହି ରାହି ଓ ଏହା ସହ ଅନ୍ୟ କିଛି ରାଶି ମାନଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଆ ଥାଏ । ତେବେ ଏହା କୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହର ଚଳନ କୁହା ଯାଉଛି । ଆସନ୍ତୁ ଏବେ ଜାଣିବା କେଉଁ କେଉଁ ଭାଗ୍ୟ ଶାଳି ରାଶି ମାନେ ଏହାର ଫାଇଦା ପାଇବା ପାଇଁ ଯାଉଛନ୍ତି ।

କୁମ୍ଭ ରାଶି – ଏହି ରାଶିର ଲୋକମାନେ ଭଲ ପରିଣାମ ପାଇବେ । ଏମାନେ କିଛି ଭଲ କାମ କରିବେ । ଭାତୃ ପ୍ରେମ ପାଇଁ ଆପଣ କିଛି କରିବେ ଆପଣ ଦେଖି ଚାହିଁ କରିବେ । ଆପଣ ଯେଉଁ କାମରେ ଯିବେ ସେହି କାମ ଆପଣ ନିଶ୍ଚୟ ପୂରଣ କରିବେ । ଆପଣ ନିଜ ବାପା ଙ୍କ ସହ ସମ୍ପର୍କ ଭଲ କରିବା ରେ ସକ୍ଷମ ହେବେ । ଆପଣ ଯାହା ଭି କରିବେ ଭାବି ଚିନ୍ତି କରିବେ ।

ବୃଷ ରାଶି – ଏହି ରାଶିର ଲୋକମାନେ ଯାହାଭି କାମ କରିବେ କିଛି ନା କିଛି ଫାଇଦା ନେଇକି ଆସିବେ । ଯେଉଁ ମାନେ କାମ ଖୋଜୁଛନ୍ତି ସେମାନେ ଏବେ କାମ ପାଇବେ । ଆପଣ ଜାଣିଥିବେ କି ଆମେ ଯାହା ଭି କହୁ ତାକୁ କରୁ । କିଛି ବ୍ୟକ୍ତି ଯେଉଁ ମାନେ ସନ୍ତାନ ଶୁଖାରୁ ବଞ୍ଚିତ ଥିଲେ ଏହି ସମୟରେ ସନ୍ତାନ ପ୍ରାପ୍ତିର ଯୋଗ ଅଛି । ଆପଣ ଏହି ସମୟରେ ଧାର୍ମିକ ହେବେ କିଛି କାମ ପାଇଁ ଆପଣ ବାହାରକୁ ଯାଇ ପାରନ୍ତି । ଯେଉଁ ଭି କାମରେ ଆପଣ ବାହାରକୁ ଯିବେ ସେଥିରେ ନିଶ୍ଚିତ ଲାଭ ପାଇବେ ।

ମିଥୁନ ରାଶି – ଏହି ରାଶିର ଲୋକଙ୍କ ପାଇଁ ସମୟ ଖୁବ ଭଲ ଅଛି ଆପଣ ପୁରୁଷ ହୁଅନ୍ତୁ କିମ୍ବା ମହିଳା ଆପଣ ଯାହା ଭି କରିବା ପାଇଁ ଯାଉଛନ୍ତି ଭାବି ଚିନ୍ତି କରନ୍ତୁ । ଆପଣଙ୍କ ସମୟ ପରିବାର ସହ ଭଲ ରହିବ । ଆପଣ ଯାହାକୁ ଚାହିଁ ବେ ନିଜ ମନ ପସନ୍ଦ ରେ ବିବାହ କରି ପାରିବେ ।

ବିଛା ରାଶି – ଏହି ରାଶିର ଲୋକମାନେ ସବୁ ପ୍ରକାର ଖୁଶି ପାଇବେ ଏମାନେ ବିବାହ କରିବେ ଏହି ସମୟରେ ଚାକିରି କରିବେ । ଆଗକୁ ପଢା ପାଢୀ କରି ପାରିବେ ବିଦ୍ୟାର୍ଥୀ ମାନେ । ଯେଉଁ ମାନେ କିଛି ଧନ ନିବେଶ କରିଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ ।

ତୁଳା ରାଶି – ଆପଣ ସବୁ କାମରେ ପ୍ରଶଂସା ପାଇବେ । ଯେଉଁ ଜାଗାକୁ ଯିବେ ଆଦର ସମାନ ପାଇବେ । ଆପଣ ଯାହାକୁ ଚାହିଁବେ ସେ ଆପଣଙ୍କ ଆଡକୁ ଆପେ ଆପେ ଟାଣି ହୋଇ ଆସିବ । ଆପଣଙ୍କ ପରିବାର ରେ ଆପଣ ଖୁବ ଭଲ ପରିଣାମ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button