ଜ୍ୟୋତିଷ

Vastu Shastra: ମରିଗଲେ ବି ମଙ୍ଗଳବାର ଦିନ ଏହି 3ଟି କାମ କେବେବି କରନ୍ତୁ ନାହିଁ, ପୁରା ପରିବାର ଆସିବ ଭୟଙ୍କର ସଙ୍କଟ

ଆମ ସମାଜରେ ହେଉଥିବା ଭଲ ମନ୍ଦ ର କାରଣ ଆମେ ନିଜେ ହେଇଥାଉ । ଆପଣ ମାନେ ଜାଣି ଥିବେ କି ନିଜ ରାଶି ମାନଙ୍କ ମଧ୍ୟରେ କିଛି ଏଭଳି ରାଶି ମାନେ ଅଛନ୍ତି ଯେଉଁ ମାନେ ସବୁ ବେଳେ ନିଜ କାମ ଦ୍ଵାରା ଆଗକୁ ବଢି ଥାଏ । କିନ୍ତୁ ଆମେ କାଇ ଉପରକୁ ଉଠି ପାରୁନୁ ଏହାର କାରଣ କଣ ଅଟେ । ଆମେ ଆମ କାମ ଦ୍ଵାରା ମଧ୍ୟ ଖୁବ ଭଲ ପରିଣାମ ପାଇ ପାରିବା । ଆମେ ଭଗବାନ ହନୁମାନ ଜି ଙ୍କୁ ପୂଜା କରିବା ଦ୍ଵାରା ଆମେ ମନ ଇଚ୍ଛା ବର ପାଇ ପାରିବା ।

ହନୁମାନ ଜି ଙ୍କୁ ରାମ ଭଗବାନ ଙ୍କ ଅନୁଚର ବୋଲି ଜାଣିଛେ । ଆମେ ଯଦି ନିଜ ଇଚ୍ଛା ପୂରଣ ପାଇଁ ଭଗବାନ ହନୁମାନ ଜି ଙ୍କୁ ପୂଜା କରିବା ତେବେ ଆମକୁ କିଛି କଥାର ଧ୍ୟାନ ଦେବା ପାଇଁ ପଡିବ । ଆମେ ଯଦି ହନୁମାନ ଜି ଙ୍କୁ ପୂଜା କରିବା ତେବେ ଏହା ଦ୍ଵାରା ଆମେ ଭଗବାନ ଶନି ଦେବଙ୍କ କୃପା ମଧ୍ୟ ପାଇବା ।

ଯେଉଁ ମାନଙ୍କର ଶନି ସାଢେ ସାଥି ଚାଲି ଥାଏ । ସେମାନେ ନିଶ୍ଚିତ ଭାବେ ଏହି ସବୁ ନିୟମ ମାନି ପୂଜା କରିବା ଦ୍ଵାରା ହାନୁମାନ ଜି ଙ୍କୁ ପ୍ରସନ୍ନ କରି ପାରିବା । ମଙ୍ଗଲ ବାର କୁ ହନୁମାନ ଜି ଙ୍କ ବାର କୁହାଯାଏ । ଏହି ପାଇଁ କିଛି ନିୟମ ଅଛି ଯାହାକୁ ଆମେ ପାଳନ କରିବା ଉଚିତ । ଆପଣ ମଙ୍ଗଲ ବାର ଦିନ କେବେ ଭି ଚୁଟି ଓ ଦାଢି କା-ଟି-ବା କଥା ନୁହେଁ । ମଙ୍ଗଲ ବାର ଦିନ ଆପଣ କ୍ଷୀର କିମ୍ବା କ୍ଷୀର ସମ୍ବନ୍ଧୀତ କିଛି ଭି ଖାଦ୍ଯ ଖାଇବା ଅନୁଚିତ ।

କ୍ଷୀର ମଙ୍ଗଲ ର କାରକ ଏହା ଚନ୍ଦ୍ରମାର କାରକ ଅଟେ । ତେଣୁ କରି ଏହାକୁ ଖାଇବା ପାଇ ମନା କରା ଯାଏ । ଏହି ଦିନ ଆପଣ ଶାରୀରିକ ସମ୍ପର୍କ ରଖିବା ଅନୂଚିତ ଅଟେ । ଏହାକୁ କରିବା ଦ୍ଵାରା କୁହା ଯାଏ କି ସନ୍ତାନ ଭି କିନ୍ନର ଜନ୍ମ ନେଇ ଥାଏ । ତେବେ ଦେଖିବା ପାଇଁ ଯଦି ଯିବା ତ ଜାଣି ପାରିବା କି ଆମେ ଯେଉଁ ଭି ମିଠା ଖାଉଛୁ କିମ୍ବା ଭୋଗ କରୁଚେ ତାହା କ୍ଷୀର ରେ ତିଆରି ହୋଇ ନଥିବା ଦରକାର ।

ଆପଣ ଏହି ଦିନ କିଛି ସଜେଇ ହେବାର ଜିନିଷ କିଣିବା ଖୁବ ଖରାପ ହୋଇ ଥାଏ । କୁହା ଯାଏ କି ଏହି ଦିନ ସଜେଇ ହେବାର ଜିନିଷ କିଣିବା ଦ୍ଵାରା ଘରେ ଅସାନ୍ତି ହୋଇ ଥାଏ ଯଦି ଘରେ କିଛି ଅସାନ୍ତି ହୋଇ ଥାଏ ତେବେ ଆପଣ ଏହି ଦିନ କିଣିବା ଅପେକ୍ଷା ଏହି ସବୁ ଜିନିଷ କୁ ଶୁକ୍ରବାର ଦିନ କିଣିବା ଭଲ ଫଳ ଦେବ ।

ଏହା ପରେ ନାମ ଆସେ ଲୁହା ଜିନିଷ ର ଯଦି ଆପଣ ଲୁହା ଜିନିଷ କିଣୁଛନ୍ତି ତେବେ ମଙ୍ଗଲ ବାର ଦିନ ଏହାକୁ କିଣିବାରୁ ବଞ୍ଚନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଅସାନ୍ତି ସୃଷ୍ଟି ହୋଇ ଥାଏ । ଏହି ଦିନ ଆପଣ ଆମିଷ ଭକ୍ଷଣ କରିବା ମଧ୍ୟ ମନା ନି-ଶା ଦ୍ରବ୍ଯ ସେବନ କରିବା ମଧ୍ୟ ମନା ହୋଇ ଥାଏ । ଏହି ଦିନ ଆପଣ ମନା ହୋଇଥିବା ଜିନିଷ କରିବା ଦ୍ଵାରା ଆପଣଙ୍କର ହିଁ କ୍ଷତି ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button