ଜ୍ୟୋତିଷ

Vastu Shastra: ସକାଳୁ ଏହି 3ଟି କାମ କରିଲେ ବିନା ପୂଜା ପାଠରେ ବି ହୋଇଯିବେ ମାଲାମାଲ

ଆପଣ ମାନେ ଜାଣିଥିବେ କି ସକାଳୁ ଜୀବନର ଆରମ୍ଭ ହୋଇ ଥାଏ ଯଦି ଏହା ଆରମ୍ଭ ହେବା ବେଳେ ହିନ ଖୁବ ସୁନ୍ଦର ହୁଏ ତେବେ ସାରାଦ ଇନ ଆମର ଖୁବ ଭଲ ଜୀବ । ଦେଖିବା ପାଇଁ ଗଲେ ଅଧିକ ରୁ ଅଧିକ ଲୋକମାନେ କୁହନ୍ତି କି ଯଦି ସକାଳ ଭଲ ରେ ଯାଉଛି ତ ସେହି ଦିନ ଖୁବ ଭଲ ରେ ଜୀବ ।

ତେବେ ଆମେ ସକାଳୁ ଉଠି କିଛି କରିବା ଦ୍ଵାରା ଆମର ଘରେ ଥିବା ସମସ୍ଯା ଦୂର ହୋଇ ଯାଇଥାଏ । ଆମେ ଅଧିକ ରୁ ଅଧିକ ଧନବାନ ହୋଇ ଥାଉ । ତେବେ ସେହି କାମ ଗୁଡିକ କଣ କଣ ଆସନ୍ତୁ ଜାଣିବା । ଆପଣ ଜାଣିଥିବେ କି ସକାଳୁ ଉଠିବା ମାତ୍ରେ ଆଜି କାଲୀ ପିଲା ମାନେ ଫୋନ କୁ ଦେଖୁଛନ୍ତି କିନ୍ତୁ ଆପଣ ସକାଳୁ ଉଠିବା ମାତ୍ରେ କାହାର ଭି ମୁହଁ ଦେଖିବା ଆଗରୁ ଆପଣ ସର୍ବ ପ୍ରଥମେ ନିଜ ହାତକୁ ଦେଖନ୍ତୁ ଓ ନିଜ ଇଷ୍ଟ ଦେବଙ୍କୁ ମନ ପକାନ୍ତୁ ।

ଏହା ପରେ ଆପଣ ଭୂମିକୁ ମୁଣ୍ଡିଆ ମାରି ଏଥିରେ ପାଦ ଦିଅନ୍ତୁ । ଏହା ପର କାମ ଟି ହେଉଛି ଗାଧୋଇବା କାମ । ଆପଣ ମାନେ ସକାଳୁ ଉଠିବା ମାତ୍ରେ ହି ପ୍ରଥମେ ନିଜ ନିତ୍ୟ କର୍ମ ସାରି ନିଅନ୍ତୁ । ଆଗ ଗାଧୋଇ ପାଧୋଇ ରେଡି ହୋଇ ଯାଅନ୍ତୁ । ଏହା କେବଳ ମହିଳା ମାନଙ୍କ ପାଇଁ ଲାଗୁ ହୁଏ ଏଗା ନୁହେଁ ଏହାକୁ ଯଦି କେହି ପୁରୁଷ କରିଥାଏ ତାହା ମଧ୍ୟ ଖୁବ ଭଲ ପରିଣାମ ଆଣି ଦେଇଥାଏ । ଯେଉଁ ମାନେ ନିୟମିତ ଭାବେ ନ ଗାଧାନ୍ତି ସେମାନେ ନିଶ୍ଚିତ ଭାବେ ନର୍କ ଯାତନା ପାଇଥାନ୍ତି ।

ଯେଉଁ ମାନେ ଗାଧୋଇବା ପାଇଁ ଡରନ୍ତି ଭଗବାନ କହିଛନ୍ତି କି ସେମାନେ ନିଶ୍ଚିତ ଭାବେ ଯେତେ ପୂଣ୍ୟ କାମ କରିଲେ ଭି ନର୍କ ଗାମୀ ହେବେ । ସବୁ ଦିନ ଗାଧୋଉ ନଥିବା ବ୍ୟକ୍ତି ଙ୍କୁ ପାପୀ କୁହା ଜାଏ ଏହି ଭଳି ଲୋକ ଙ୍କ ଉପରେ ରାହୁ, କେତୁ, ଶନି ଗ୍ରହ ସବୁ ବେଳେ ଅସାନ୍ତି ହୋଇକି ରହିଥାନ୍ତି । ସେମାନେ ସବୁ ବେଳେ ଏହି ଭଳି ଲୋକଙ୍କ ଅନିଷ୍ଟ କରିଥାନ୍ତି । ତେବେ ଦେଖିବା ପାଇଁ ଗଲେ ଏହା ପରେ ଆସୁଥିବା କାମ ଟି ହେଉଛି ତୁଳଶି ପୂଜା ।

ଏହି ପୂଜା ସବୁ ବ୍ୟକ୍ତି ଙ୍କ ଘରେ ହୋଇ ଥାଏ । ତେବେ ମହିଳା ମାନେ ପ୍ରଥମେ ଗାଧୋଇ ସାରିବା ପରେ ତୁଳଶି ଗଛ ମୂଳରେ ପାଣି ଦେଇ ଏହାକୁ ପୂଜା କରିଥାନ୍ତି । କେବଳ ସେତିକି ନୁହେଁ ଏହା ସହ ଭଗବାନ ସୂର୍ଯ୍ୟ ଙ୍କର ମଧ୍ୟ ଆରାଧନା କରିବା ନିହାତି ଆବଶ୍ୟକ ଅଟେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ସବୁ ବେଳେ ରହି ଥାଏ ଓ ମା ଲକ୍ଷ୍ମୀ ଙ୍କ ଦୟା ମଧ୍ୟ ହୋଇଥାଏ ।

ଏହା ପରେ ଆଉ ଏକ କାମ ସକାଳୁ କରିବା ଆବଶ୍ୟକ ଅଟେ । ଯଦି ଆପଣ ଯୁବା ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ନିଜ ସ୍ଵାମୀ କିମ୍ବା ନିଜ ସ୍ତ୍ରୀ ସହ କିଛି ସମୟ ପ୍ରେମ କରନ୍ତୁ ଏହହା କରିବା ନିହାତି ଆବଶ୍ୟକ ଅଟେ । କିନ୍ତୁ ଏହା ସୂର୍ଯ୍ୟ ଉଦୟ ହେବା ପରେ ହିଁ କରିବା କଥା ଏହା ଆଗରୁ ଆପଣ ପୂଜା କରିବା ସମୟ ଥାଏ । ଏହି କାମ୍ମ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କର ସମ୍ପର୍କ ଖୁବ ଭଲ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button