ଜ୍ୟୋତିଷ

ଘରକୁ ଚଢେଇ ଆସିବା ଶୁଭ ନା ଅଶୁଭ, ଚଢେଇ ଘରକୁ ଆସିଲେ ମିଳେ ଏହି 5ଟି ସଂକେତ- Vastu tips

ପ୍ରକୃତି ଆମ ଚାରିପାଖରେ ଅଛି । ଏହା ଆମ କୁ ଭଲ କିମ୍ବା ଖରାପ ହେବାର ସୂଚନା ସବୁ ବେଳେ ଦେଉ ଥାଏ । ଯଦି ଆମେ ଦେଖିବା ପାଇଁ ଜୀବ ଅଟା କେବଳ ଜୀବ ଜନ୍ତୁ ନୁହେ କିଛି ଗଛ ମାନେ ମଧ୍ୟ ଏହାର ସଂକେତ ଦେଇ ଥାନ୍ତି ।

ଆପଣ ମାନେ ଜାଣିଥିବେ କି ଏହା ଆମକୁ ଦେଉ ଥିବା ସଂକେତ ସବୁ ବେଳେ ଆମେ ଜାଣି ପାରୁନା କାରଣ କିଛି ଖୁବ ରହସ୍ୟମୟ ହୋଇ ଥାଏ ଏହା ପାଇଁ ଆମକୁ କିଛି ଜଣା ଶୁଣା ଲୋକ ଙ୍କ ସହ ଦେଖା କରିବା କୁ ପଡିବ । ଆଜି ଆମେ କହିବା ପାଇଁ ଜୀବା କି କେଉଁ ପକ୍ଷୀ ଆମକୁ ଭବିଷ୍ୟତ ର ସଂକେତ ଦେଇ ଥାଏ । ଯଦି ଦେଖିବା ପାଇଁ ଯିବା ତ ଜାଣି ହେବ କି ଏହା କୁ ଆମେ ସବୁ ବେଳେ ଦେଖୁଛେ ଏହା ଆମ ଘର ପାଖରେ ସବୁ ବେଲେ ଥାଏ ।

ଏହା ଦେଖିବା ପାଇଁ ଖୁବ ଛୋଟ କିନ୍ତୁ ଲୋକମାନେ ଏହାକୁ ଖୁବ ଭଲ ପାନ୍ତି । ଏହାର ଆବାଜ ସବୁଙ୍କୁ ପସନ୍ଦ କିଛି ଦିନ ହେବ ଏହି ଚଢେଇ ମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଯଦି ଦେଖିବା ପାଇଁ ଯିବା ତ ଏହା ଆଜି ଖୁବ କମ ଅଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଭଳି କିଛି ଚଢେଇ ମାନଙ୍କ ବିଷୟରେ କହିବ ଅପାଇନ ଯାଉଛୁ ଯାହା ଦ୍ଵାରା ଆମେ କିଛି ସଂକେତ ପାଇ ଥାଉ ।

ପ୍ରଥମ ହେଉଛି କାଉ । ଏହା କାହାକୁ ପସନ୍ଦ ନୁହେଁ ଏମାନଙ୍କ ଆବାଜ ଦ୍ଵାରା ଲୋକମାନେ ବିରକ୍ତ ହୁଅନ୍ତି କିନ୍ତୁ ଏହା ଆମକୁ ଭବିଷ୍ୟତ ବିଷୟରେ କହିଥାଏ । ଯଦି କାଉ ମାନକ ମେଳ କେଉଁ ଠି ଜମା ହୋଇଥାଏ ତେବେ ଆପଣ ସେଠାରୁ ଚାଲିଯିବା ଭଲ କାରଣ ସେଠାରେ କିଛି ବିପଦର ସମ୍ଭାବନା ଅଛି । ଯଦି ଆପଣଙ୍କୁ କାଉ ଏକ ମାଂସ ଟୁକୁଡା ଧରିବାର କିମ୍ବା ପାଣି ପାତ୍ରରେ ବସିବାର ଦେଖା ଯାଏ ତେବେ ଏହା ଶୁଭ ଅଟେ ।

ଏହି ପାଇଁ ଘର ସାମନାରେ ଏକ ପାଣି ପାତ୍ର ରଖନ୍ତୁ ତାକି କାଉ ପିବା ସମୟରେ ଆପଣ ଏହାକୁ ଦେଖି ପାରିବେ । ଏହା ପରେ ନାମ ଆସେ ପେଚା ର ଏହାକୁ ମା ଲକ୍ଷ୍ମୀ ଙ୍କର ବାହନ କୁହା ଯାଏ କିନ୍ତୁ ଭାରତ ବାହାରେ ଭି ଏହାକୁ ସଂକେତ ବାହକ କୁହାଯାଏ । ଯଦି ପେଚା ଘର ସାମନାରେ ଆସିକି ବସିଯାଏ ତେବେ ଏହା ଅଶୁଭ ଅଟେ । ଯଦି ଆପଣ ପେଚାର କାନ୍ଦିବାର ଆବାଜ ଶୁଣିଲେ ଜଣାଇ ନିଅନ୍ତୁ କି କାହାର ମୃ-ତ୍ୟୁ ହୋଇ ପାରେ ।

ଯଦି ଆପଣ ଧଳା ପେଚା ଦେଖୁଛନ୍ତି ତେବେ ଏହା ଭଲ ଅଟେ । ଏହା ଅପରେ ନାମ ଆସେ ମୟୂର ର ଯଦି ଆପଣ କେଉଁ ଆଡେ ଯିବା ବେଳେ ଏହାର ଆବାଜ ଶୁଣିଲେ କିମ୍ବା ଏହାକୁ ଦେଖିଲେ ଆପଣଙ୍କ କାମ ସଫଳ ହେବ । ଯେଉଁ ଘରେ ଘରଚଟିଆ ଥାଏ ସେଠାରେ ଭଲ ପରିବେଶ ଥାଏ । ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଯିବ । ଯଦି ଏହା ଆପଣଙ୍କ ଘରେ ନିଜର ମଳ ତ୍ଵାଗ କରେ ତେବେ ଆପଣ ଙ୍କ ଘର ରେ ସୁଖ ଶାନ୍ତି ବଜାୟ ରହି ଥାଏ । ଯଦି ଆପଣ ଙ୍କ ଘରେ ଚଢେଇ ନିଜର ବସା ଆପଣଙ୍କ ଘରେ ଅଛି ତେବେ ଏହାକୁ ଭାଙ୍ଗନ୍ତୁ ନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button