ମନୋରଞ୍ଜନ

ଏହି ଫୋଟୋରେ ଲୁଚିଛି ଗୋଟେ କୁକୁର, ଦାମ ଅଛି ତ ଖିଜି କି ଦେଖାଅ॥ 99% ଲୋକ ହେଲେ ଫେଲ

ଦେଖନ୍ତୁ ଆମେ ଜାଣିଛେ ସୋ-ସି-ଆ-ଲ ମି-ଡି-ଆ ଏଭଳି ଏକ ଜାଗା ଯେଉଁ ଥିରେ ଆମେ ଯାହା ଚାହିଁ ବୁ ତାହା କରି ପାରିବା । ଏହାକୁ ଆଗେ ଲୋକମାନେ ସନ୍ଦେସ ଦେବା ନେବାରେ ବ୍ୟବହାର କରୁଥିଲେ । ମାତ୍ର ଏବେ ଏହା ଖୁବ ନାମ କରି ସାରିଲାଣି ତେବେ ଆମେ ଆପଣଙ୍କୁ କହି ରଖିବୁ କି ଏଭଳି କିଛି ଫଟ ଏହା ଦ୍ଵାରା ସଭିଙ୍କ ସାମନାକୁ ଆସୁଛି ଯାହାକୁ ଆମେ

ଦେଖିଲେ ବିଶ୍ଵାଶ କରି ପାରିବା ନି ଆମେ ଏହି ଫଟ ରେ କିଛି ଜିନିଷ ଦେଖିବା ପାଇଁ ଭୁଲି ଯାଇଛୁ ବୋଲି କିମ୍ବା ଏହା ଆମ ନଜରକୁ ହି ଆସିନୀ । ତେବେ ସେହି ଭଳି ଏକ ଫଟ ଆମେ ଆପଣଙ୍କୁ ଦେଖାଉଛୁ । ଏହା ଭିତରୁ ଆପଣ ବାଛନ୍ତୁ କି ଆପଣ ଙ୍କୁ ତା ଭିତରେ କୁକୁର ଗୋଟେ ଦେଖା ଯାଉଛି କି । ଯଦି ହଁ ତେବେ ଏହା କେଉଁ ଜାଗାରେ ଅଛି କୁହନ୍ତୁ ।

ଆପଣ ଦେଖି ପାରିଲେ ଯଦି ଏହାକୁ ତାହେଲେ ଆପଣ ଜାଣି ନିଅନ୍ତୁ ଆପଣଙ୍କ ଆଖି ବାଘ ଓ ଚିଲ ଭଳି । ଆପଣ ଭାବିବେ ଏଭଳି କିଛି ଫଟାକୁ କିଏ କଣ ପାଇଁ ଏଥିରେ ଦେଉଛି ଆମେ ଆପଣଙ୍କୁ କହିବା ପାଇଁ ଚାହିଁ ବୁ କି ଏବେ ଏଭଳି ଅନେକ କିଛି ଆସୁଛି ଯେଉଁ ଥିରୁ ଲୋକର କାର୍ଯ୍ୟ ଦକ୍ଷତା ବିଷୟରେ ଜଣା ପଡୁଛି । ତେବେ ଏହି ଫଟରେ ଆପଣ ମାନେ କହିବେ କି ଆମେ କେବଳ ବଗିଚା ଦେଖିଲୁ ଆଉ ଦେଖିଲୁ ଏକ ବେଞ୍ଚ ମାତ୍ର ଆଉ କିଛି ନୁହେଁ ।

ମାତ୍ର ଅନେକ ଲୋକ ଏଥିରୁ କୁକୁରକୁ ଖୋଜି ବାହାର କରିଛନ୍ତି । ଏହି ଫଟ କୁ ଟ୍ଵିଟର ରେ ଅଶକୁଇନ ଛାଡିଥିଲେ । ସେ ଲୋକଙ୍କ ନଜର ପରିକ୍ଷା କରିବା ପାଇଁ ଏଭଳି କରିଥିଲେ । ମାତ୍ର ଆପଣଙ୍କୁ କହି ରଖୁଚୁ କି ସେ କଇଥିଲେ ଏଥିରେ ଥିବା କୁକୁରକୁ ଯେଉଁ ମାନେ ଖୋଜିନେବେ ସେମାନେ ରିଟ୍ଵୀଟ କରିବେ ତାଙ୍କୁ ।

ଏହା ଖୁବ କମ ସମୟରେ ଭାଇରାଲ ହେଲା ପରେ ୧ ଲକ୍ଷ ୮୩ ହଯାର ରୁ ଅଧିକ ଲୋକମାନେ ରିଟ୍ଵୀଟ କରିଥିଲେ । ମାତ୍ର ଏବେ ଭି କିଛି ଲୋକ ଏହାକୁ ଖୋଜୁଛନ୍ତି । କଣ ଆପଣ ପାଇଲେ ତାଙ୍କୁ ଯଦି ନା ତେବେ ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ କି କୁକୁର ଟି ବେଞ୍ଚ ର ହାତ ପାଖରେ ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button