ଜ୍ୟୋତିଷ

ଶୋଇବା ପୂର୍ବରୁ କହି ଦିଅନ୍ତୁ କେବଳ ଏହି ଗୋଟିଏ ମନ୍ତ୍ର, ଜୀବନରେ ସବୁ ମନୋସ୍କାମନା ହେବ ପୂର୍ଣ୍ଣ, ସାରା ଜୀବନ ହେବ ନାହିଁ ଧନର ଅଭାବ

ଆଜି ଆମେ ଆପଣଙ୍କୁ ଏମିତି ଏକ ଅଦ୍ଭୁତ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାର ଜପ କରିବା ଦ୍ୱାରା ଆପଣଙ୍କ ସମସ୍ତ ବିଗିଡି ଯାଇଥିବା କାର୍ଯ୍ୟ କିମ୍ବା ହେଉନଥିବା କାର୍ଯ୍ୟ କିମ୍ବା କୌଣସି ପରୀକ୍ଷା ହେଉ ଏହି ମନ୍ତ୍ର ଦ୍ଵାରା ଆପଣ ସବୁଥିରେ ସଫଳତା ପାଇ ପାରିବେ ।

ଏହି ମନ୍ତ୍ରକୁ ଆପଣ ଯେକୌଣସି ସମୟରେ କହିଲେ ଚଳିବ କିନ୍ତୁ ଏହାକୁ କହିବା ମାତ୍ରେ ହିଁ ଆପଣଙ୍କ କାର୍ଯ୍ୟ ପୁରଣ ହେବ । ଆଜିର ବ୍ୟସ୍ତ ବହୁଳତା ଜୀବନରେ ଭଗବାନ ଙ୍କ ପାଇଁ ସମୟ କାଢିବା ବହୁତ କଷ୍ଟକର ହୋଇଗଲାଣି । କିନ୍ତୁ ଧର୍ମ ଗ୍ରନ୍ଥରେ ଲେଖା ଯାଇଥିବା କଥା ଅନୁସାରେ କର୍ମକୁ ଭଗବାନ ଙ୍କ ରୂପ ଦିଆଯାଇଛି । କିନ୍ତୁ କଠିନ କର୍ମ ସହିତ ମଧ୍ୟ ଈଶ୍ୱର ଭକ୍ତି ଓ ଉପାସନା କୁ ମଧ୍ୟ ସଫଳତାର ସୂତ୍ର ବୋଲି କୁହାଯାଇଛି ।

ତେଣୁ ଏହି କାରଣରୁ ଧର୍ମ ଗ୍ରନ୍ଥରେ ଏକ ସରଳ ଓ ଲାଭକାରୀ ମନ୍ତ୍ର କୁହାଯାଇଛି ଯାହାକି ଦେବଙ୍କର କାର୍ଯ୍ୟ ବ୍ୟତୀତ କାର୍ଯ୍ୟ କରୁଥିବା ସମୟରେ ମନେ ମନେ କହିଦେଲେ ବା ସ୍ମରଣ କରିଦେଲେ ସବୁ କାର୍ଯ୍ୟ ନିର୍ଭିଗ୍ନ ଭାବରେ ହୋଇଯାଇଥାଏ । ଏହି ମନ୍ତ୍ର ଭଗବାନ ବିଷ୍ଣୁ ଙ୍କ ସହିତ ତାଙ୍କର ଅବତାର ଶ୍ରୀକୃଷ୍ଣ ଙ୍କର ସ୍ମରଣ ଅଟେ ।

ତେଣୁ ଏହି ମନ୍ତ୍ର ସ୍ମରଣ କରିବା ଦ୍ଵାରା ଲାଭ ମିଳିବ ସହିତ ଶୁଭ ଫଳ ମଧ୍ୟ ମିଳିଥାଏ । ତେବେ ସେହି ଲାଭକାରୀ ମନ୍ତ୍ର ଟି ହେଉଛି ” ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି ହେନାଥ ନାରାୟଣ ବାସୁଦେବ”, ତେବେ ଏହି ମନ୍ତ୍ର ର ଶୁଦ୍ଧି ପାଇଁ ସକାଳୁ ସ୍ନାନ ସରିବା ପରେ ଯଥା ସମ୍ଭବ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ବିଷ୍ଣୁ ଏବଂ ଶ୍ରୀକୃଷ୍ଣ ଙ୍କ ପୂଜା କରିବା ସମୟରେ ମଧ୍ୟ କହିପାରିବେ ।

କର୍ମର ନିୟମ କହୁଥିବା ଭଗବାନ ଶ୍ରୀକୃଷ୍ଣ ଏବଂ ଶାନ୍ତିର ସ୍ୱରୂପ ଭଗବାନ ବିଷ୍ଣୁ ଙ୍କ ଧ୍ୟାନ କରିବା ଦ୍ଵାରା ଆପଣଙ୍କ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସହିତ ଆପଣଙ୍କ ସବୁ ମନସ୍କାମନା ମଧ୍ୟ ପୁରଣ ହେବ । ଆପଣଙ୍କ ଜୀବନରେ ସଫଳତା ମିଳିବ । ଏବଂ ଆପଣଙ୍କୁ ଶାନ୍ତି ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button