ଜୀବନ ଚାଲିଗଲେ ବି ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ, ପୁରା ପରିବାର ହୋଇଯିବ ବର୍ବାଦ

ଆପଣ ମାନେ ସପ୍ତାହର ସାତଦିନ ବିଷୟରେ ଜାଣିଥିବେ ପ୍ରତେକ ବାର ଏକ ଭଗବାନ ଙ୍କ ସହ ଜଡିତ ଥାଏ ଜେଭଳି କହିବା ପାଇଁ ଗଲେ ପ୍ରତେକ ବାର ପ୍ରତେକ ଦିନର ଏକ ମହତ୍ଵ ଅଛି । ଶାସ୍ତ୍ର ଅନୁସାରେ କୁହାଯାଏ କି ଆପଣ ଯଦି ପୂଜା କରୁଛନ୍ତି ଓ ଆପଣ ଯଦି ନିଜ କାମକୁ ସଠିକ ଭାବେ କରୁଛନ୍ତି ତେବେ ଆପଣ ଭଲ ପରିଣାମ ପାଇବେ ।
ଆପଣ ଯଦି ଖରାପ କାମ କରିବେ ତାହେଲେ ଆପଣ ନିଶ୍ଚିତ ଭାବେ ଏହାର ଖରାପ ପରିଣାମ ପାଇବେ କୁହାଯାଏ କି ଯଦି ଆପଣ କରିଥିବା କାମ ଅନୁସାରେ ଆପଣ ନିଜ ଗ୍ରହ ଓ ନିଜ ଭଗବାନ ଙ୍କ ପାଖରୁ ଦୂରେଇ ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଭଗବାନ ଶିବ ଭଗବାନ ଙ୍କ ବାର ସୋମବାର ଦିନ ଆପଣ କଣ କଣ ପିନ୍ଧିବେ ଓ ଆପଣ କିଭଳି ରହିବେ ।
ସୋମବାର ହେଉଛି ଭଗବାନ ଶିବଙ୍କ ବାର ଏହି ଦିନ ଚନ୍ଦ୍ରମା ର ମଧ୍ୟ ପୂଜା କରାଯାଏ । ଆପଣ ଏହି ଦିନ ଭଗବାନ ଶିବଙ୍କ ସହ ଚନ୍ଦ୍ରମା କୁ ମଧ୍ୟ ପୂଜା କରିବା କଥା ଆପଣ ସକାଳେ ଜେଭଳି ଗାଧୋଇ ସାରି ଜଳ ଅର୍ପଣ କରିବା ପାଇଁ ପଡେ ସେହି ଭଳି ଜଳ ରାତିରେ ମଧ୍ୟ ଚନ୍ଦ୍ରମା କୁ ଦିଆ ଯାଏ । ଏହି ଦିନ ଆପଣ ସଫା ବସ୍ତ୍ର ପିନ୍ଧିବା ଉଚ୍ଚିତ କାରଣ ଭଗବାନ ଶିବଙ୍କୁ ସଫା ବସ୍ତ୍ର ଖୁବ ଭଲ ଲାଗେ ।
ଆପଣ ଏହି ଦିନ କଳା ବସ୍ତ୍ର ପିନ୍ଧିବେ ନି ଏହା ଅଶୁଭ ଅଟେ । ଏହି ଦିନ ଆପଣ କିଛି ଧଳା ବସ୍ତ୍ର ଦାନ କରି ପାରିବେ କିମ୍ବା ଧଳା ଫୁଲ କୁ ଭଗବାନ ଶିବଙ୍କୁ ଦାନ କରି ପାରିବେ । ଭଗବାନ ଶିବଙ୍କୁ ପଶୁ ପକ୍ଷୀ ଅନେକ ଭଲ ଲାଗନ୍ନତି ତେଣୁ କରି ଆପଣ ସୋମ ବାର ଦିନ କୌଣଶୀ ଯିବାର ଅପମାନ କରିବା ଅନୁଚ୍ଚିତ ଅଟେ ।
କେବଳ ସେତିକି ନୁହେଁ ଆପଣ ଯଦି ଏହି ଉପାସ କରୁଛନ୍ତି କିମ୍ବା ନିଜର ମାନଶିକ କାମନା କରୁଛନ୍ତି ତେବେ ଆପଣ କିଛି କାମ କରିବା ଠାରୁ ଦୂରେଇ ରୁହନ୍ତୁ । ଆପଣ ଏହି ଦିନ ସକାଳୁ ଉଠି କିଛି ବେଲପତ୍ର ଆଣିକି ତାକୁ ଗଙ୍ଗାଜଳ କିମ୍ବା କ୍ଷୀର ସହ ଅର୍ପଣ କରନ୍ତୁ । ଦେଖିବେ ଆପଣ ଆପଣଙ୍କୁ ସବୁ ପ୍ରକାର ଖୁସି ପାଇବେ ।
ଏହି ଦିନ ଆପଣ କିଛି କଥାରେ ନିଜକୁ ସାନ୍ତ ରଖିବେ । ଏହି ଦିନ ଯଦି ପଶୁ ମାନଙ୍କୁ ମଧ୍ୟ ଖାଇବା କୁ ଦେବା ଶୁଭ ଅଟେ । ମହାଦେବ ଙ୍କ କୃପା ପାଇଥିବା ବ୍ୟକ୍ତି ସଦା ସବର୍ଦା ସବୁ ପ୍ରକାର ସୁଖ ପାଇବା ପାଇଁ ଯାଉଛନ୍ତି । ଏହି ଦିନ ଉପାସ କରୁଥିବା ଲୋକମାନେ ଭଲ ସନ୍ତାନ ପାଇଥାନ୍ତି । ସେମାନେ ନିଜ ଦେହାନ୍ତ ପରେ ସ୍ଵର୍ଗ ରେ ଶିବ ଲୋକ କୁ ଗମନ କରନ୍ତି ।