ସ୍ବାମୀଙ୍କ ହୃଦୟ ରେ ରାଜ କରିଥାନ୍ତି ଏହି 6ଟି ନାମର ଝିଅମାନେ
ବନ୍ଧୁଗଣ ପ୍ରତେକ ଝିଅର ମ୍ୟାରେଜ ପୂର୍ବରୁ ତା ମନରେ ନିଶ୍ଚୟ ପ୍ରଶ୍ନ ଆସିଥାଏ କି ତାର ଜୀବନସାଥି କଣ ସେତିକି ଭଲ ପାଇବା ଦେଇପାରିବ ଯେତିକି ସେ ଆଶା ରଖିଛି । ସେ ନିଜର ସାଥି ଓ ପରିବାରରେ ନିଜର ସ୍ଵତନ୍ତ୍ର ସ୍ଥାନ ବନାଇବାରେ କଣ ସଫଳ ହୋଇ ପାରିବ । ଏଭଳି ନାନା ପ୍ରଶ୍ନ ଗୋଟେ ଝିଅ ମନରେ ବିବାହ ପୂର୍ବରୁ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି 6ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାମୀ ଙ୍କ ହୃଦୟରେ ରାଜ କରିଥାନ୍ତି ।
1- B ନାମର ଝିଅମାନେ : ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ସୁନ୍ଦର ବ୍ୟକ୍ତିତ୍ବର ଅଧିକାରିଣୀ ହୋଇଥାନ୍ତି । ଏମାନେ ଯେଉଁଠିକି ଯାଇଥାନ୍ତି ନିଜର ଅଲଗା ପରିଚୟ ବନାଇଥାନ୍ତି । ସମାଜରେ ଏମାନଙ୍କର ଅଲଗା ପରିଚୟ ଥାଏ । B ଅକ୍ଷୟର ଝିଅମାନେ ଅଫିସ ଓ ଘର କାମକୁ ବେଶ ଭଲ ଭାବେ ସମ୍ଭାଳିଥାନ୍ତି । ଏମାନେ ସ୍ବାମୀଙ୍କ ହୃଦୟରେ ସବୁବେଳେ ରାଜ କରିଥାନ୍ତି ।
2- D ନାମର ଝିଅମାନେ : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ନାମର ଝିଅମାନେ କୋମଳ ହୃଦୟର ହୋଇଥାନ୍ତି । ନିଜ ସାଥିଙ୍କ ସହ ଶାଶୁଘର ଲୋକଙ୍କ ଖାସ କେୟାର ନେବା ସହ ଇଜ୍ଜତ କରିଥାନ୍ତି । ଏମାନେ ପ୍ରତେକ କାମରେ ଦକ୍ଷ ହୋଇଥାନ୍ତି । ଏମାନେ ସ୍ଵାମୀ ଓ ପରିବାର ଲୋକଙ୍କର ଭଲ ପାଇବା ପାଇଥାନ୍ତି ।
3- L ନାମର ଝିଅମାନେ : ଏହି ନାମାରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ଖୁସି ମିଜାଜ ଓ ହୃଦୟରୁ କୋମଳ ହୋଇଥାନ୍ତି । ନିଜ ପାର୍ଟନରଙ୍କ ଉପରେ ଅଧିକ ଭରସା କରୁଥିବା ଏହି ନାମର ଝିଅମାନେ କେବେ ବି ନିଜ ପାର୍ଟନର ଓ ପରିବାର ଲୋକଙ୍କର ଭରସା ଭାଙ୍ଗନ୍ତି ନାହିଁ । ଏମାନେ ନିଜ ଜୀବନକୁ ସ୍ବାମୀଙ୍କ ପାଇଁ ଉଶ୍ଚର୍ଗ କରି ଦେଇଛନ୍ତି । ସେଥିପାଇଁ ତ ଏମାନେ ନିଜ ସ୍ବାମୀଙ୍କ ମନରେ ରାଜ କରିଥାନ୍ତି ।
4- N ନାମର ଝିଅମାନେ : ଏହି ନାମର ଝିଅମାନେ ବହୁତ ଖୁସି ମିଜାଜ ଓ ମେଳାପୀ ହୋଇଥାନ୍ତି । ଏମାନେ ଶାନ୍ତ ସ୍ଵଭାବ ହୋଇଥିବାରୁ ନିଜ ପାର୍ଟନରଙ୍କୁ ଇଜ୍ଜତ ଓ ଖୁସି ଦେଇଥାନ୍ତି । ଏମାନେ ନିଜ ପରିବାରକୁ ଖୁବ ଭଲରେ ସମ୍ଭାଳିଥାନ୍ତି । ଏହି କାରଣରୁ ଏମାନେ ସ୍ବାମୀଙ୍କ ମନରେ ରାଜ କରିଥାନ୍ତି ।
5- R ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ସମାଜରେ ଅଲଗା ପରିଚୟ ବନାଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କୁ ପ୍ରତେକ କ୍ଷେତ୍ରରେ ସାଥ ଦେଇଥାନ୍ତି । ବିବାହ ପରେ ଏମାନେ ନିଜ ସ୍ଵାମୀ ଓ ଶାଶୁଘରର ସଦସ୍ୟ ମନରେ ରାଜ କରିବା ସହ ମାନ ସମାନ ପାଇଥାନ୍ତି ।
6- S ନାମର ଝିଅମାନେ : ଏହି ନାମର ଝିଅମାନେ ବାପଘର ଓ ଶାଶୁଘରର ମାହୋଲକୁ ଖୁଶିମୟ ରଖିଥାନ୍ତି । ଏମାନେ ନିଜ ସାଥିଙ୍କର କେୟାର ନେବା ସହ ମନ ଜିନିଠାନ୍ତି । ରୋମାଣ୍ଟିକ ସ୍ଵଭାବର ଏହି ଝିଅମାନେ ସ୍ବାମୀଙ୍କୁ ବେଶ ଖୁସିରେ ରଖିଥାନ୍ତି । ଏହି କାରଣରୁ ଏମାନେ ନିଜ ସ୍ବାମୀଙ୍କ ମନରେ ରାଜ କରିଥାନ୍ତି ।