ଜ୍ୟୋତିଷ

ମରିଗଲେ ବି ଏହି 2ଟି ଜିନିଷ କେବେବି ଦାନ କରନ୍ତୁ ନାହିଁ, ଦାରିଦ୍ର୍ୟତା ପିଛା ଛାଡିବ ନାହିଁ- Astro Tips

ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ଦାନ କରିବା କୁ ଖୁବ ମହତ୍ଵ ଦେଇଥାଉ । ଆପଣ ମାନେ ଜାଣିଥିବେ କି ଯାହାର ଗ୍ରହ ଖରାପ ହୋଇଥାଏ । ସେମାନଙ୍କୁ କିଛି ନା କିଛି ଦାନ କରିବା ପାଇଁ କୁହାଯାଏ । ଏହି ଦାନ ଦ୍ଵାରା ଆପଣ ମାନେ ଜାଣିଥିବେ ଆମଗ୍ରହ ଖଣ୍ଡନ ହୋଇଯାଏ ବୋଲି କୁହାଯାଏ ।

ଆପଣ ମଧ୍ୟ ପ୍ରେଟେକ ଦିନ କିଛି ନା କିଛି ଦାନ କରୁଥିବେ । ସବୁ ସମସ୍ଯା ପାଇଁ ଅଲଗା ଅଲଗା ପ୍ରକାର ଦାନ ଅଛି ମାତ୍ର ଏହି ଦାନ ଆମକୁ ସବୁ ବେଳେ ଖୁସି ଓ ସମୃଦ୍ଧି ଦେଇଥାଏ । ମାତ୍ର କହିବା ପାଇଁ ଗଲେ ଆପଣ ମାନେ ଜାଣିଥିବେ କି କିଛି ବସ୍ତୁ କି ଦାନ କରିବା ପାଇଁ ଆମକୁ ଘରଲୋକ କିମ୍ବା କିଛି ଲୋକମାନେ ମନା କରିଥାନ୍ତି ଏହା ସତ ଅଟେ କି କିଛି ଏଭଳି ଜିନିଷ ଅଛି ଯାହାକୁ ଦାନ କରିବା ଦ୍ଵାରା ଆମେ ଅସୁବିଧାରେ ପଡିଥାଉ ।

ଏହା ଆମକୁ ଖରାପ ପରିଣାମ ଦେଇଥାଏ । ଆମ ପରିବାର ତ କେତେବେଳେ ଆମ ବ୍ୟାପାର ପାଇଁ ଏହା ଖୁବ ଖରାପ ସାବ୍ୟସ୍ତ ହୋଇ ଥାଏ । କୁହାଯାଏ କି ଯେଉଁ ବସ୍ତୁ ଆମେ ଦାନ କରୁ ସେହି ବସ୍ତୁର କିଛି ପ୍ରଭାବ ଆମ ଉପରେ ପଡିଥାଏ କିମ୍ବା ଦାନ ଗ୍ରହଣ କରୁଥିବା ଲୋକମାନଙ୍କ ମନର ପ୍ରଭାବ ଆମ ଉପରେ ପଡିଥାଏ । ଯଦି ଆମେ ଦେଖିବା କୁ ଯିବା ତେବେ ଏହି ବସ୍ତୁ ଦାନ କରିବା ଆଗରୁ ଆମେ ଖୁବ ଭଲ ଭାବେ ଜାଣି ନେବା ଉଚ୍ଚିତ ଅଟେ କି ଏହା କୁ କିଭଳି ଦାନ କରିବା ଓ କରିବା କି ନାଇ ଦାନ ।

ଆସନ୍ତୁ ତାହେଲେ ଆମେ ଆପଣଙ୍କୁ କହିବ କି କେଉଁ ବସ୍ତୁ କୁ ଆପଣ ଦାନ କରିବେନି । ପ୍ରଥମ ଜିନିଷ ହେଉଛି ଧାରୁଆ ଜିନିଷ କିମ୍ବା ମୁନିଆ ଜିନିଷ କିଛି ଦାନ କରିବା ଭଲ ନୁହେଁ । ଆପ ଏଭଳି ଜିନିଷ ଦାନ କରିବା ଦ୍ଵାରା ଆପଣଙ୍କ ପରିବାରରେ ଅସାନ୍ତି ଆରମ୍ଭ ହୋଇଯିବ । ଏହା ଆପଣଙ୍କ ପାଇଁ ଖୁବ ଖରାପ ସମୟ ନେଇ ଆସିବ । ଏହା ପରେ ଆସୁଥିବା ବସ୍ତୁ ଟି ହେଉଛି ତେଲ । ଯଦି ଆପଣ ତେଲ ଦାନ କରୁଛନ୍ତି ଏହା ଭଲ ଅଟେ ।

ଯେଉଁ ମାନେ ଶନି ବ୍ବାର ଦିନ ତେଲ ଦାନ କରନ୍ତି ସେମାନେ ଭଗବାନ ଶନି ଙ୍କ କୃପା ପାଇଥାନ୍ତି । ମାତ୍ର ଆପଣ ଦେବା ସମୟରେ ଏକ ଜିନିଷ ଦେଖିବେ ଏହା ଖରାପ ତେଲେ ନ ହୋଇଥିବା ଦରକାର । ତୃତୀୟ ବସ୍ତୁ ହେଉଛି ବାସନ ର ଦାନ ଆପଣ ଯଦି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ବାସନ ର ଦାନ କରୁଛନ୍ତି ତେବେ ଏହା ଅନୁଚ୍ଚିତ ଅଟେ । ଏହି ଭଳି କରିବା ଦ୍ଵାରା ଆପଣ ଖୁବ ଅସୁବିଧାରେ ପଡିବେ ଜେଭଳି କି ଆପଣ ଷ୍ଟିଲ ବାସନ କୂ ଯଦି ଦାନ କରିବେ ତାହେଲେ ଆପଣଙ୍କ ସୁକଷା ଶାନ୍ତି ବିଗିଡି ଜୀବ ।

ପ୍ଲାଷ୍ଟିକ ବାସନ ଦାନ କରିବା ଦ୍ଵାରା ଆପଣଙ୍କ ବ୍ୟାପାର ରେ କ୍ଷତି ହୋଇଥାଏ । ଶେଷ ଜିନିଷ ହେଉଛି ଝାଡୁ ଏହାକୁ ଆମେ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କହିଥାଉ । ଯଦି ଆପଣ ଏହାକୁ ଦାନ କରିବେ ଏହା ଖୁବ ଖରାପ ପରିଣାମ ଆଣିଦେବ ଆପଣଙ୍କୁ ଆପଣଙ୍କ ସବୁ ଧନ ସମ୍ପତି ଚାଲିଯିବ ଆପଣଙ୍କ ପାଖରୁ । ତେଣୁ ଏହି ଜିନିଷ ଦାନ କରନ୍ତୁ ନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button