ଜ୍ୟୋତିଷ

Vastu Shastra – ସକାଳୁ ଉଠିବା ପରେ ଭୁଲରେ ବି ଦେଖନ୍ତୁ ନାହିଁ ଏହି 4 ଟି ଜିନିଷ, ସାରା ଜୀବନ ଦରିଦ୍ରତାରେ କଟିଥାଏ

ବନ୍ଧୁଗଣ ଆପଣ ମାନେ ଏହି କଥା ନିଶ୍ଚୟ ଶୁଣିଥିବେ, ଯଦି ଦିନର ଆରମ୍ଭ ଭଲ ହୋଇଥାଏ ତା ହେଲେ ଦିନ ବହୁତ ଭଲ ଯାଇଥାଏ କିନ୍ତୁ ଯଦି ଦିନର ଆରମ୍ଭ ଖରାପ ହୋଇ ଯାଇଥାଏ ତା ହେଲେ ଦିନ ମଧ୍ୟ ସଂପୂର୍ଣ୍ଣ ରୂପେ ଖରାପ ଯାଇଥାଏ ।

ହେଲେ ବନ୍ଧୁଗଣ ଏମିତି କିଛି ଜିନିଷ ରହିଛି ଯାହାକୁ ମଣିଷ ଅଜାଣତରେ ଦେଖି ଦେଇଥାଏ, ଯାହା ଫଳରେ ସେ ନିଜ ଜୀବନରେ କେବେ ହେଲେ ଉନ୍ନତି କରି ପାରେ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ମଣିଷକୁ କେବେ ହେଲେ ସକାଳ ସମୟରେ ଉଠି କିଛି ଜିନିଷକୁ ନ ଦେଖିବା ଉଚିତ । କାରଣ ସେହି ସବୁ ଜିନିଷକୁ ଦେଖିବା ଦ୍ଵାରା ମଣିଷ ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ । ଯାହାଫଳରେ ମଣିଷ କେବେହେଲେ ଉନ୍ନତି କରିପାରେ ନାହିଁ ଓ ଜୀବନ ସାରା ଦରିଦ୍ରତା ଭୋଗ କରିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭୁଲ ସେ ମଧ୍ୟ ସଖାଳ ସମୟରେ ଉଠି ଦେଖିବା ଉଚିତ ନୁହେଁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ।

ଆଇନା- ବନ୍ଧୁଗଣ ଏହି ଦୁନିଆର ପ୍ରାୟ ଅଧିକାଂଶ ଲୋକ ସଖାଳେ ଉଠିବା ପରେ ଆଇନାରେ ନିଜ ଚେହେରା ଦେଖିଥାନ୍ତି । ହେଲେ ବାସ୍ତୁଶାସ୍ତ୍ର ଅନୁସାରେ ସଖାଳ ସମୟରେ ଆଇନା ଦେଖିବା ଉଚିତ ନୁହେଁ । ହେଲେ ଏହା ଅଶୁଭ ଅଟେ । ଏହାଦ୍ବାରା ମଣିଷ ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ ଓ ତାର କୌଣସି କାର୍ଯ୍ୟ ସଫଳ ହୋଇନଥାଏ । ଏହା ବ୍ଯତୀତ ଭଙ୍ଗା ଆଇନାକୁ ମଧ୍ୟ ଭୁଲ ସେ ଦେଖିବେ ନାହିଁ । ଏହା ମଧ୍ୟ ଆପଣଙ୍କ ପାଇଁ ଅଶୁଭ ଅଟେ ।

ଛାଇ- ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ମଣିଷକୁ କେବେହେଲେ ଛାଇ ଦେଖିବା ଉଚିତ ନୁହେଁ । ତାହା ନିଜର ହୋଇଥାଉ କିମ୍ବା ଅନ୍ୟ କାହାର । ମଣିଷକୁ ଭୁଲ ସେ ମଧ୍ୟ କାହାର ଛାଇ ଦେଖିବା ଉଚିତ ନୁହେଁ । ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ ଓ ଆପଣଙ୍କ ସମସ୍ତ କାର୍ଯ୍ୟ ଅସଫଳ ହୋଇଥାଏ । ଛାଇ ମଣିଷ ମନରେ ଭୟ, ଚିନ୍ତା ଓ ଭ୍ରମ ସୃଷ୍ଟି କରିଥାଏ । ତେଣୁ ଏହାକୁ ସଖାଳ ସମୟରେ ଦେଖିବା ଅଶୁଭ ମାନା ଯାଇଥାଏ ।

ଚରିତ୍ରହୀନ ମଣିଷର ମୁହଁ- ବନ୍ଧୁଗଣ ଯଦି ଆପଣଙ୍କ ଘର ପାଖରେ କୌଣସି ଚରିତ୍ରହୀନ ପୁରୁଷ ରହୁଛି ବା ଯାହାର ଚାଲି ଚଳନ ଠିକ ନାହିଁ, ତେବେ ଭୁଲ ସେ ମଧ୍ୟ ସଖାଳ ସମୟରେ ଉଠିବା ପରେ ସେହି ମଣିଷର ମୁହଁ ଦେଖିବେ ନାହିଁ । କାରଣ ଏହା ବହୁତ ଅଶୁଭ ମାନା ଯାଇଥାଏ ଓ ସେହି ପୁରୁଷକୁ ଦେଖିବା ଦ୍ଵାରା ଆପଣଙ୍କ ଉପରେ ସେହି ବ୍ୟକ୍ତିର ଖରାପ ପ୍ରଭାବ ପଡିଥାଏ । ତେଣୁ ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଭୁଲ ସେ ମଧ୍ୟ ଚରିତ୍ରହୀନ ମଣିଷର ମୁହଁକୁ ଦେଖିବେ ନାହିଁ ।

ଝଗଡା- ବନ୍ଧୁଗଣ କେବେହେଲେ ଭୁଲ ସେ ମଧ୍ୟ ସଖାଳ ସମୟରେ ଉଠିବା ପରେ ଝଗଡା ବା ଗଣ୍ଡୋଗୋଳ ଆଦିକୁ ଦେଖିବେ ନାହିଁ ଓ କୌଣସି ବ୍ୟକ୍ତି ସହ କରିବେ ନାହିଁ । ଏହାକୁ ଅଶୁଭ ମାନା ଯାଇଥାଏ । ଏହାଦ୍ବାରା ଆପଣଙ୍କର ବହୁତ କିଛି ହାନି ହୋଇପାରେ । ତେଣୁ ବନ୍ଧୁଗଣ ସଖାଳ ସମୟରେ ଏହି ସବୁ ଜିନିଷକୁ ଭୁଲ ସେ ମଧ୍ୟ ଦେଖିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button