ଜ୍ୟୋତିଷ

ଯଦି ବ୍ୟକ୍ତି ମଧ୍ୟରେ ଥାଏ ଏହି 3 ଟି ଗୁଣ, ତ ତା’ ଉପରେ ସର୍ବଦା ପ୍ରସନ୍ନ ରୁହନ୍ତି ମହାଦେବ, ଏମାନଙ୍କ ସହ ଶତୃତା ଆପଣଙ୍କୁ ପଡିପାରେ ଭାରି

ବ୍ୟକ୍ତି ମଧ୍ୟରେ ଯଦି ଏହି ୩ଟି ଲକ୍ଷଣ ଅଛି ତେବେ ମହାଦେବଙ୍କର ହାତ ତା ମୁଣ୍ଡ ଉପରେ ଅଛି । ଏହା ଜାଣିଲେ ଆପଣ ବି ହୋଇଯିବେ ଆର୍ଶ୍ଚଯ୍ୟ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି ଲୋକଙ୍କ ବିଷୟରେ ଯାହା ଉପରେ ମହାଦେବ ଙ୍କର ତାଙ୍କ ମୁଣ୍ଡ ଉପରେ ହାତ ଅଛି ।

ଏହି ଲୋକଙ୍କର କେହି ବି କିଛି କରିପାରନ୍ତି ନାହିଁ । ଭଗବାନ ଶିବ ଯିଏକି ଦେବ ର ଦେବ ମହାଦେବ ଅଟନ୍ତି ତାଙ୍କୁ ଭୋଳେନାଥ ବି କୁହାଯାଏ କାହିଁକିନା ସେ ନିଜ ଭକ୍ତ ମାନଙ୍କ ମଧ୍ୟରେ କୌଣସି ପ୍ରକାରର ଭେଦ ଭାବ କରନ୍ତି ନାହିଁ । ଶିବଙ୍କୁ ପ୍ରସନ୍ନ କରିବା ପାଇଁ କୌଣସି ମନ୍ତ୍ର ର ଆବଶ୍ୟକ ନଥାଏ ଏବଂ ପଞ୍ଚଭୋଗ ର ମଧ୍ୟ । କହିବାକୁଗଲେ ଭକ୍ତ ପାଣିବୁନ୍ଦେ ରେ ମଧ୍ୟ ପ୍ରସନ୍ନ କରିପାରେ ଭଗବାନ ଙ୍କୁ । ମହାତ୍ମା ବିଦୂର ନିଜ ନୀତିରେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ବ୍ୟକ୍ତି ଙ୍କ ବିଷୟରେ କହିଛନ୍ତି ।

ତେବେ ଆସନ୍ତୁ ଜାଣିବା ସେହି ଲୋକମାନନଙ୍କ ବିଷୟରେ ଯାହା ଉପରେ ମହାଦେବ ଙ୍କର କୃପା ରହିଅଛି ଏବଂ ଏହି ଲୋକମାନଙ୍କର କେହି କିଛି ବି କରିପାରିନଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଲୋକମାନଙ୍କର ଲକ୍ଷଣ ବିଷୟରେ । ମହାଦେବ ଙ୍କ କୃପା ପ୍ରାପ୍ତି ବ୍ୟକ୍ତି ସାଧାରଣ ଜୀବନ ଯାପନ ପସନ୍ଦ କରିଥାଏ । ଏହିପରି ବ୍ୟକ୍ତି ଦେଖେଇହବା ଗୁଣ ଠାରୁ ଦୂରରେ ରହିଥାଏ ।

ଏହି ବ୍ୟକ୍ତି କେବେହେଲେ ଅନ୍ୟକୁ ନିଚ୍ଚ ଦେଖେଇବାକୁ ଚେଷ୍ଟା କରିନଥାନ୍ତି । ରାଗିଲେ ମଧ୍ୟ କାହା ସହ କଟୁ ଭାଷାରେ କଥା ହୋଇନଥାନ୍ତି ଏବଂ କେବେ ବି କାହାର ଜାଣିଶୁଣି ଅପମାନ କରିନଥାଏ । ମହାଦେବଙ୍କ କୃପା ପ୍ରାପ୍ତି ବ୍ୟକ୍ତି ପଶୁ ପ୍ରେମୀ ହୋଇଥାଏ କେବେ ବି କୋଉ ଜିବଜନ୍ତୁ ଉପରେ ଅତ୍ୟାଚାର କରେନାହିଁ । ମହାତ୍ମା ବିଦୂର କହିଥିଲେ ଯେ ଯେଉଁ ବ୍ୟକ୍ତି ର ବହୁତ ଧନ, ଜ୍ଞାନ, ଲଷ୍ମୀ କୁ ପାଇକି ବି ଅହଂକାର କରିନଥାଏ ସବୁବେଳେ ଅନ୍ୟ ସହିତ ବିନମ୍ର ସହ କଥା ହୋଇଥାଏ ଏହି ପରି ବ୍ୟକ୍ତି ଉପରେ ମହାଦେବ ଙ୍କ କୃପା ରହିଥାଏ ।

ଯେଉଁ ପ୍ରକାର ନଦୀ ନିଜ ଜଳ ପିଇନଥାଏ, ଗଛ ନିଜ ଫଳ ଖାଇନଥାଏ ସେହିପରି ମହାଦେବ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ପର ଉପକାରରେ ବିତେଇଥାଏ । ଏହିଭଳି ଲୋକ ସବୁବେଳେ ଅନ୍ୟର ସାହାଯ୍ୟ ପାଇଁ ତତ୍ପର ରହିଥାଏ କେବଳ ଅନ୍ୟକୁ ଖୁସି ଦେବାପାଇଁ ପରିଶ୍ରମ କରିଥାଏ ।

ଯେଉଁ ପ୍ରକାରରେ ଗଛ ରେ ଫଳ ଆସିଲେ ସେ ନଇଁ ପଡେ ପାଣି ଭରା ବାଦଲ ଆକାଶରୁ ତଳକୁ ଆସିଥାଏ ଏବଂ ମହାଦେବ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ସମୃଦ୍ଧି କୁ ନେଇ ଗର୍ବ କରିନଥାଏ ଏବଂ ସବୁବେଳେ ପରର ଉପକାର କରିଥାଏ । ଯେଉଁ ବ୍ୟକ୍ତି ବହୁତ ବଳବାନ ହୋଇକି ବି କ୍ଷମାଶୀଳ ଅଟେ ଏବଂ ଅନ୍ୟ ଉପରେ ଅତ୍ୟାଚାର କରିନଥାଏ ଏବଂ କେବେବି ନିଜ ବଳ ଉପରେ ଗର୍ଵ କରିନଥିବ ସେ ମହାଦେବ ଙ୍କ ପ୍ରିୟ ହୋଇଥାଏ ।

ଯେଉ ବ୍ୟକ୍ତି ନିର୍ଦନ ହୋଇକି ବି ଦାନଶୀଳ ଅଟେ ଧନଶାଳୀ ହୋଇକି ବି ଅନ୍ୟକୁ ଦାନ ଦେଇଥାଏ ଏବଂ ଦୁର୍ଲଭ ଵସ୍ତୁ କୁ ପାଇବାକୁ ଇଛା ରଖିନଥାଏ ବିପତ୍ତି ଆସିବ ଦ୍ଵାରା ଡରିନଯାଇ ତାର ସାମ୍ନା କରିଥାଏ ସେମାନଙ୍କ ମୁଣ୍ଡ ଉପରେ ମହାଦେବଙ୍କ ହାତ ସବୁବେଳେ ରହିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button