ରାଜ୍ୟ
-
୮ରେ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ଆସନ୍ତା ୮ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଯାଜପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…
Read More » -
ପରିଣତ ବୟସରେ ଦଣ୍ଡ କାହିଁକି? ବର୍ଦ୍ଧିତ ଭତ୍ତା ଦେବେ ବୋଲି ଦଉଡ଼ାଉଛନ୍ତି
ରାସୋଳ: ଗତ ଜୁଲାଇରେ ଘୋଷଣା, ଜାନୁଆରିରେ କାର୍ଯ୍ୟକାରୀ। ୨୦ ଦିନ ତଳୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ମିଳିଲାଣି। ହେଲେ ହିନ୍ଦୋଳ ବ୍ଲକ୍ରେ ଏ ଯାଏଁ…
Read More » -
ବର୍ଷକରେ ଟ୍ରେନ୍କୁ ୩,୯୦୧ ପଥର ମାଡ଼: ଦେଶରେ ୩,୩୯୧ ମାମଲା ପଞ୍ଜୀକୃତ, ୧,୧୪୦ ଗିରଫ
ଭୁବନେଶ୍ବର: ଟ୍ରେନ୍ ଉପରକୁ ପଥର ମାଡ଼ ଘଟଣା ଏବେ ରେଳ ମନ୍ତ୍ରଣାଳୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପ୍ରତି ମାସରେ ସାରା ଦେଶରେ ହାରାହାରି ୩୨୫ଟି ମାମଲା…
Read More » -
ଏବେଠୁ ୩୬ଂ ଡେଇଁଲାଣି
ଭୁବନେଶ୍ବର: ଫେବ୍ରୁଆରି ଆରମ୍ଭରୁ ଦିନର ତାପମାତ୍ରା ଉପରମୁହାଁ ହୋଇଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଯାଇଛି। ଯେଉଁ ସମୟରେ ଶୀତର ପ୍ରକୋପ…
Read More » -
ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି: ଅତିଥି ବେଶରେ ଆସିଲା, କଳାକନା ବୁଲାଇଲା, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲା
ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ କଲ୍ୟାଣମଣ୍ଡପରୁ ବରକନ୍ୟାଙ୍କ ଉପହାର ଲୁଟ୍ ହେବା ଘଟଣା କିଛି ନୂଆ କଥା ନୁହେଁ। ପୂର୍ବରୁ ଏମିତି ବହୁ ଚୋରି ଘଟଣା ଘଟିଛି ଏବଂ…
Read More » -
ମଦମୃତ୍ୟୁ ତଦନ୍ତ ହେଲାନି: ସମସ୍ତେ ନିରବ, ମିଳିମିଶି ଚାପିଦେଲେ!
ଭୁବନେଶ୍ବର: ଚିକିଟି ମଦମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେଲା। ବିଧାନସଭା ଉଠିଲା, ପଡ଼ିଲା। ରାଜସ୍ବ ପର୍ଷଦ ସଦସ୍ୟ ତଦନ୍ତ କରିବେ ବୋଲି ସରକାର ନିର୍ଦ୍ଦେଶ…
Read More » -
‘ସମର୍ଥ’ ମାମଲାରେ ସବୁ ଜାଣିଥିଲା ସାମାଜିକ ସୁରକ୍ଷା ବିଭାଗ: ସରକାରଙ୍କୁ ଅନ୍ଧାରରେ ରଖିଥିଲେ
ସମ୍ବଲପୁର: ‘ଆଦର୍ଶ ଶିଶୁମନ୍ଦିର ପରିଚାଳିତ ‘ସମର୍ଥ’ର ମାତ୍ର ଦୁଇଟି କୋଠରିରେ ସମୁଦାୟ ୩୦ (୧୬ ପୁରୁଷ, ୧୪ ମହିଳା) ଅନ୍ତେବାସୀ ରହୁଛନ୍ତି। କୋଠରିର ସ୍ଥିତି ଅତ୍ୟନ୍ତ ଅସ୍ବାସ୍ଥ୍ୟକର…
Read More » -
ନିର୍ମାଣ ପରଠୁ ବିଜୁ ପଟ୍ଟନାୟକ ପାର୍କ, ଫୁଡ୍କୋର୍ଟରେ ତାଲା: ୩୨ କୋଟିର ୨ ପ୍ରକଳ୍ପ ଉଦ୍ଘାଟନକୁ ନେଇ ଦ୍ବନ୍ଦ୍ବ
କଟକ: କଟକ ସହର ମଧ୍ୟରେ ନିର୍ମାଣ ହୋଇଥିବା ୩୨ କୋଟିର ପ୍ରକଳ୍ପ ଉଦ୍ଘାଟନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ବହୁଦିନ ହେଲା ନିର୍ମାଣ ଶେଷ ହୋଇଛି। ହେଲେ, ବିଜୁ…
Read More » -
ଇକୋ ଟୁରିଜିମ୍: ଆୟ ବଢ଼ୁଛି, ରକ୍ଷଣାବେକ୍ଷଣ ହେଉନି
ଭୁବନେଶ୍ବ: ୨୦୧୬-୧୭ ଆର୍ଥିକ ବର୍ଷରେ ପରିବେଶ ପର୍ଯ୍ୟଟନ(ଇକୋ ଟୁରିଜିମ୍) ଯୋଜନା ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ଜଙ୍ଗଲୀ ପରିବେଶ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବା ଏବଂ ସ୍ଥାନୀୟ ଲୋକଙ୍କୁ…
Read More » -
ଧର୍ମଗଡ଼ ଦେଶୀ ମଦଭାଟି ଡକାୟତି ଘଟଣା: ପୂର୍ବତନ କର୍ମଚାରୀ ମାଷ୍ଟର୍ମାଇଣ୍ଡ୍
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଦେଶୀ ମଦଭାଟିରୁ ଡକାୟତି ଘଟଣାର ମାଷ୍ଟର୍ମାଇଣ୍ଡ ସହିତ ମୋଟ ୮ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଆଉ ଜଣେ…
Read More »