-
ଦେଶ- ବିଦେଶ
ପାଠ ଶୀଘ୍ର ମନେ ରହୁନାହିଁ କି ? କିମ୍ବା ଯାହା ପଢୁଛନ୍ତି ଭୁଲି ଯାଉଛନ୍ତି କି ? ଦେଖନ୍ତୁ ପାଠ ଶୀଘ୍ର ମନେ ରଖିବାର ଏହି ସହଜ ଉପାୟ (Study Tips)
ଆଜିକାଲି ବିଦ୍ୟାର୍ଥୀ ମାନଙ୍କ ଉପରେ ପାଠପଢାର ବୋଝ ବା ଟେନସନ ଖୁବ୍ ଅଧିକ । ଏହି ଟେନସନରେ ପାଠ ମଧ୍ୟ ଶୀଘ୍ର ମନେ ରୁହେ ନାହିଁ ।…
Read More » -
ଜ୍ୟୋତିଷ
Vastu Shastra- ଏମିତି ଭୋଜନ କରୁଛନ୍ତି କି ? ଏବେ ଠାରୁ ହୋଇଯାନ୍ତୁ ସଚେତନ ନଚେତ ହେବ ସର୍ବନାଶ, ଜାଣନ୍ତୁ ଭୋଜନ କରିବାର ସଠିକ ନିୟମ
ଆମ ପୁରାଣ ଶାସ୍ତ୍ର ମହାଭାରତରେ ଭୋଜନ କରିବା ସମୟରେ କିଛି ଜରୁରୀ ନିୟମ ବିଷୟରେ କୁହାଯାଇଛି । ଯଦି କୌଣସି ମନୁଷ୍ୟ ଭୋଜନ କରିବା ସମୟରେ ସେହି…
Read More » -
ସ୍ୱାସ୍ଥ୍ୟ
ମନରୁ ଖରାପ ବିଚାରକୁ କେମିତି କଣ୍ଟ୍ରୋଲ କରିବେ ? ନେଗେଟିଭ ମାଇଣ୍ଡରୁ କିପରି ମୁକ୍ତି ପାଇବେ ?
ମନୁଷ୍ୟ ସମାଜର ସବୁଠୁ ବଡ ସମସ୍ୟା ହେଉଛି ନିଜ ମନକୁ ନିୟନ୍ତ୍ରଣ କରିବା । ଯଦି ମନୁଷ୍ୟ ନିଜ ମନକୁ ନିୟନ୍ତ୍ରଣ କରିଦିଏ ତେବେ ସେ ସବୁ…
Read More » -
ରାଜ୍ୟ
Odia Interesting Gk- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ତିନୋଟିର ନାମ ରହିଛି ? କଣ ଆପଣ ଜାଣିଛନ୍ତି ?
ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ…
Read More » -
ଜ୍ୟୋତିଷ
କେଉଁ ଦିନ ଯାହା ମାନସିକ କରିବେ ସବୁ ମନୋସ୍କାମନା ପୂର୍ଣ୍ଣ ହେବ, ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta
ଆଜି ଆମେ ଆପଣଙ୍କୁ ଜୀବନଶୈଳୀ ସହ ଜଡିତ କିଛି ବାସ୍ତୁ ଟିପ୍ସ ଦେବୁ । ଯାହାକୁ ଯଦି ଆପଣ ନିଜ ଜୀବନରେ ଆପଣାଇବେ ତେବେ ଆପଣଙ୍କ ଜୀବନରେ…
Read More » -
ଜ୍ୟୋତିଷ
ଯେତେବେଳେ ଆପଣ ପୂଜା ପାଠ କରିବା ପାଇଁ ବସି ଯାଆନ୍ତି ତେବେ ସେହି ସମୟରେ ଆପଣଙ୍କ ଆତ୍ମା ଭଗବାନ ସହ ଯୋଡି ହୋଇଯାଏ । ତେବେ ସେହି ସମୟରେ ଭଗବାନ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ଭଗବାନ ସର୍ବବ୍ୟାପୀ ଅଟନ୍ତି । ସବୁ ସଜୀବ ଓ ନିର୍ଜୀବ ଜିନିଷରେ ଭଗବାନ ବାସ କରନ୍ତି । ଯେତେବେଳେ ଆପଣଙ୍କ ଆତ୍ମା ଭଗବାନ ସହ ଯୋଡି ହୋଇଯାଏ ତେବେ ଭଗବାନ ଆପଣଙ୍କୁ କିଛି ସଂକେତ ଦିଅନ୍ତି । ଏହି ସଂକେତ ବହୁତ ହିଁ ସାଧାରଣ ହୋଇଥାଏ । ଯାହାକୁ ଆମେ ନଜର ଅନ୍ଦାଜ କରିଦେଉ । ଯେତେବେଳେ ଆମେ ପୂଜା ଓ ଧ୍ୟାନ କରିଥାଉ ତେବେ ଆପଣଙ୍କ ଆଖପାଖର ବାତାବରଣ ଊର୍ଜାରେ ପରିପୂର୍ଣ ହୋଇଯାଏ । ଏହି କାରଣରୁ ଆme ଶାନ୍ତି ଓ ଖୁସି ଅନୁଭବ କରିଥାଉ । ଦୁଃଖର ସମୟ ବି ସୁଖରେ ପରିପୂର୍ଣ ହୋଇଯାଏ । କାରଣ ଏହି ସକାରତ୍ମକ ଶକ୍ତିର ପ୍ରଭାବ ହିଁ କିଛି ଏହିଭଳି ହୋଇଥାଏ । କେତେ ଥର ବିଦ୍ୟାର୍ଥୀମାନେ ପଢିବା ସମୟରେ ମା ସରସ୍ଵତୀଙ୍କ ଧ୍ୟାନ କରନ୍ତି । ସେହି ସମୟରେ ତାଙ୍କର ଆଖିରେ ଲୁହ ଚାଲି ଆସେ । ଅଥବା ଅଚାନକ ନିଦ ଆସିଥାଏ । ଏହାର ଅର୍ଥ ମାତା ସରସ୍ଵତୀଙ୍କ କୃପା ସେହି ବିଦ୍ୟାର୍ଥୀ ଉପରେ ଅଛି । ଯେତେବେଳେ ଆମେ ଭଗବାନଙ୍କ ସହ ଜଡିତ କୌଣସି କଥା ଶୁଣୁଛୁ ତେବେ ଆମ ଶରୀରର ରୁମ ଛିଡା ହୋଇଯାଏ । ଆଖିରୁ ଲୁହ ଚାଲି ଆସେ ତେବେ ଭଗବାନଙ୍କ ଉପରେ ଆମର ବିଶ୍ଵାସ ଆହୁରି ବଢିଯାଏ । ଯଦି ଆପଣଙ୍କୁ ଏହିଭଳି ସଂକେତ ମିଳୁଛି ତେବେ ଆପଣ ବହୁତ ହିଁ ଭାଗ୍ୟବାନ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ସଂକେତ ବିଷୟରେ କହିବୁ । ଯଦି ଆପଣ ଭଗବାନଙ୍କ ଧ୍ୟାନ କରିବା ସମୟରେ ଏହିଭଳି କିଛି ସଂକେତ ମିଳୁଛି ତେବେ ବୁଝି ଯାଆନ୍ତୁ କି ଭଗବାନ ଆପଣଙ୍କୁ କିଛି ସଂକେତ ଦେଉଛନ୍ତି । ଆଖିରେ ଲୁହ ଆସିବା ଯଦି ଭଗବାନଙ୍କ ଧ୍ୟାନ କରୁଛନ୍ତି ଓ ଅଚାନକ ଆପଣଙ୍କ ଆଖିରୁ ଲୁହ ଚାଲି ଆସୁଛି ତେବେ ଏହା ଭଗବାନଙ୍କ ସଂକେତ ଅଟେ । ଏହାର ଅର୍ଥ ଆପଣଙ୍କ ଆତ୍ମା ଭଗବାନଙ୍କ ସହ ମିଶି ଯାଇଛି । ଏହି ସମୟରେ ଭଗବାନଙ୍କୁ ଆପଣ ନିଜର ମନୋକାମନା ନିଶ୍ଚିତ କୁହନ୍ତୁ । ଏହି ସମୟରେ ଭଗବାନଙ୍କୁ କରିଥିବା ସବୁ ପ୍ରାର୍ଥନାର ଫଳ ମିଳିଥାଏ । ପ୍ରାୟତଃ ଲୋକମାନେ ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଭଗବାନର ଧ୍ୟାନ ସମୟରେ ଆପଣଙ୍କ ଆଖିରୁ ଲୁହ ଆସିବାର ଅର୍ଥ ଆପଣଙ୍କ ଅନ୍ତର ମନ ସ୍ଵଚ୍ଛ ହେଉଛି । ଦୀପର ଜ୍ଵଳା ଉତ୍ତେଜିତ ହେବା ଆପଣ ପୂଜା କରୁଛନ୍ତି ଓ ଆପଣଙ୍କ ସମ୍ମୁଖରେ ଥିବା ଦୀପର ତେଜ ଅଚାନକ ବଢିଯିବ । ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ଅଛନ୍ତି । ଧୂପକାଠିର ଧୂଆଁ ଯଦି ଆପଣ ପୂଜା କରିବା ସମୟରେ ଲଗାଇ ଥିବା ଧୂପକାଠିର ଧୂଆଁ ଭଗବାନ ଆଡକୁ ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ପୂଜାକୁ ଭଗବାନ ସ୍ଵୀକାର କରି ନେଇଛନ୍ତି । ଫୁଲ ପଡିବା ପୂଜା କରିବା ସମୟରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋରୁ ଫୁଲ ପଡୁଛି ତେବେ ଏହା ବହୁତ ଶୁଭ ହୋଇଥାଏ ।
ଆପଣମାନେ ଜାଣି ଥିବେ କି ଭଗବାନ କହିଛନ୍ତି କି ଯଦି ଖରାପ ସମୟ ଆସିବା ତେବେ ଆପଣ ମୋ ଉପରେ ଏହାକୁ ଛାଡି ଦେବେ । ଏହା…
Read More » -
ଦେଶ- ବିଦେଶ
ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସି ଯାଉଛି, ତ ଏହାର ଅର୍ଥ କଣ ? ଭଗବାନ ଆପଣଙ୍କୁ ଦେଇଥାନ୍ତି ଏହି ସଙ୍କେତ !
ଯେତେବେଳେ ଆପଣ ପୂଜା ପାଠ କରିବା ପାଇଁ ବସି ଯାଆନ୍ତି ତେବେ ସେହି ସମୟରେ ଆପଣଙ୍କ ଆତ୍ମା ଭଗବାନ ସହ ଯୋଡି ହୋଇଯାଏ । ତେବେ ସେହି…
Read More » -
ଜ୍ୟୋତିଷ
ଭଗବାନ କୃଷ୍ଣ କହିଛନ୍ତି ଏହି ସବୁ କଥା ଈଶ୍ବରଙ୍କ ଉପରେ ହିଁ ଛାଡି ଦେବା ଉଚିତ !
ମଣିଷର ଭାବନାକୂ ବୁଝିବା ପାଇଁ ଆମକୁ ସେତିକି ଚିନ୍ତା କରିବା ପାଇଁ ପଡିଥାଏ । ଆପଣ ମାନେ ନିଜ ଜୀବନର ଯାତ୍ରା ମଧ୍ୟରେ ଯାହାଭି କରୁଛେ କିମ୍ବା…
Read More » -
ମନୋରଞ୍ଜନ
ନାରୀ ମାନଙ୍କ ଶରୀରରେ ଥିବା କିଛି ଚିହ୍ନ ତଥା କଳାଜାଇ ଏବଂ କିଛି ଅଙ୍ଗର ଗଠନରୁ ତାଙ୍କ ବିଷୟରେ ଅନେକ କିଛି ଜାଣି ହୁଏ । ପୌରଣିକ ଶାସ୍ତ୍ର ତଥା ସାମୁଦ୍ରିକ ଶାସ୍ତ୍ରରେ ନାରୀଙ୍କ ଶରୀର ଗଠନକୁ ନେଇ ଅନେକ ପ୍ରକାର ବିଷୟ ଉଲ୍ଲେଖ ରହିଛି । ଶାସ୍ତ୍ରାନୁସାରେ ନାରୀଙ୍କ କଳାଜାଇ ଏବଂ ଅଙ୍ଗ ଗଠନରୁ କେଉଁ ଝିଅ ଭାଗ୍ୟଶାଳୀ ହୋଇଥାନ୍ତି ତାହା ଜାଣି ହୋଇଥାଏ । ଏହାକୁ ନେଇ ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ଝିଅଙ୍କ କେତେକ ଲକ୍ଷଣ ବିଷୟରେ କହିବାକୁ ଯାଉଛି । ଯେଉଁ ମହିଳାଙ୍କ କାନ ସାମାନ୍ଯ ଲାଲ ହୋଇଥାଏ ଏବଂ ତଳ ଆଡକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ଏପରି କନ୍ୟା ସୁଲକ୍ଷଣୀ ହୋଇଥାନ୍ତି । ଯେଉଁ କନ୍ୟାଙ୍କର ଗୋଡ ଆଙ୍ଗୁଠି ଟିକେ ଉପରକୁ ଉଠିକରି ଲଗାଲଗି ଓ ମୋଟା ହୋଇଥାଏ, ସେହି ଝିଅମାନେ ସମୃଦ୍ଧିଶାଳୀ ହୋଇଥାନ୍ତି । ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ । ଯେଉଁ କନ୍ୟାଙ୍କର ନାଭି ଗଭୀର ହୋଇଥାଏ ସେମାନେ ମଧ୍ୟ ଖୁବ ଭାଗ୍ଯଶାଳୀ ହୋଇଥାନ୍ତି । ଭାଗ୍ୟଶାଳୀ କନ୍ୟା ମାନଙ୍କର ଆଖିର ଧଳାଭାଗଟି ଜନ୍ମରୁ ହିଁ କ୍ଷୀର ପରି ଧଳା ହୋଇଥାଏ ଓ ଏହାସହ ଟିକେ ଲାଲିମା ସର୍ବଦା ରହିଥାଏ । ଯେଉଁ ମହିଳାଙ୍କ ପାଦର ତଳ ଭାଗଟି ଚିକ୍କଣ ହୋଇଥାଏ, ସେମାନେ ନିଜ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଯେଉଁ କନ୍ୟାମାନଙ୍କ ପାଦ ଗୋଇଠି ସର୍ବଦା ଫାଟୁଥାଏ, ସେମାନେ ଦୁଃଖରେ ଜୀବନ ଯାପନ କରନ୍ତି । ଯେଉଁ ମହିଳାଙ୍କ କପାଳ ଟିକେ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସେହିପରି ଯେଉଁ ମହିଳା ମାନଙ୍କର ଭ୍ରୂଲତା ମଧ୍ୟରେ କଳାଜାଇ ରହିଥାଏ, ସେମାନଙ୍କୁ ମଧ୍ୟ ଶୁଭ ବୋଲି ବିଚାର କରାଯାଏ । ଚିକ୍କଣ ଓ ଲାଲ ଜିଭ ଥିବା ମହିଳାମାନେ ସର୍ବଦା ସୌଭାଗ୍ୟଶାଳୀ ହୋଇଥାନ୍ତି । ମହିଳାଙ୍କ ନାଭିର ତଳଭାଗକୁ କଳାଜାଇ କିମ୍ବା କୌଣସି ଚିହ୍ନ ଥିଲେ ଏହା ଭାଗ୍ୟଶାଳୀ ମହିଳା ହେବାର ସଂକେତ ଦେଇଥାଏ । ଛୋଟ ବେକ ଥିବା କନ୍ୟା ମାନେ ମଧ୍ୟ ପ୍ରାୟତଃ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ କନ୍ୟା ମାନଙ୍କର ଓଠ ସର୍ବଦା ଲାଲ ରହିଥାଏ, ସେମାନେ ଯେଉଁ ସ୍ଥାନରେ ମଧ୍ୟ ରୁହନ୍ତି ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ପାଦରେ ଫୁଲ, ଚକ୍ର ଓ ଶଙ୍ଖ ଆଦି ଶୁଭ ଚିହ୍ନ ଥିବା କନ୍ୟା କୌଣସି ଉଚ୍ଚ ଅଧିକାରୀଙ୍କ ପତ୍ନୀ ହେବାର ସଂକେତ ଦେଇଥାଏ । ମହିଳାଙ୍କ ସିଧା ଏବଂ ଆଗକୁ ଟିକେ ବଡ ହୋଇ ରହିଥିବା ନାକଟି ଐଶ୍ଵର୍ଯ୍ୟର ସଂକେତ ଦେଇଥାଏ । ଯେଉଁ ମହିଳାଙ୍କ ଗୋଇଠିରେ ସର୍ପ ଆକାରର ଚିହ୍ନ ରହିଥାଏ, ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ ଈଶ୍ବରଙ୍କ କୃପା ସର୍ବଦା ରହିଥାଏ । ତେବେ ଏହିସବୁ ଥିଲା ଭାଗ୍ୟଶାଳୀ କନ୍ୟା ମାନଙ୍କର ଲକ୍ଷଣ ।
ମଣିଷ ଜୀବନ ବହୁତ ଦୁର୍ଲଭ ଜୀବନ ଅଟେ । ଆପଣମାନେ ଜାଣି ରଖନ୍ତୁ କି ଆପଣମାନେ ଯଦି ଏହାକୁ ଯେତିକି ଭଲରେ ବିତାଇବେ ତେବେ ଆପଣଙ୍କ ଜୀବନସାରା…
Read More » -
ଦେଶ- ବିଦେଶ
ଭାଗ୍ୟଶାଳୀ ଝିଅଙ୍କୁ ଚିହ୍ନିବେ କିପରି ? ସୌଭାଗ୍ୟବତୀ କନ୍ୟାଙ୍କ ଶରୀରରେ ଥାଏ ଏହି ସବୁ ଚିହ୍ନ
ନାରୀ ମାନଙ୍କ ଶରୀରରେ ଥିବା କିଛି ଚିହ୍ନ ତଥା କଳାଜାଇ ଏବଂ କିଛି ଅଙ୍ଗର ଗଠନରୁ ତାଙ୍କ ବିଷୟରେ ଅନେକ କିଛି ଜାଣି ହୁଏ । ପୌରଣିକ…
Read More »