ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ମିଳିଲେ କଣ ସଂ-କେ-ତ ମିଳିଥାଏ। ତେବେ ଆସନ୍ତୁ ଜାଣିବା।
ବନ୍ଧୁଗଣ ଆପଣଙ୍କୁ ସ୍ୱପ୍ନରେ କେବେ ଭଗବାନଙ୍କର ଦର୍ଶନ ହୋଇଛି କିମ୍ବା ଇଷ୍ଟଦେବ କିମ୍ବା ଯେଉଁ ଦେବୀ ଦେବତାଙ୍କୁ ପ୍ରିୟ ବୋଲି ମାନନ୍ତି ସେହି ମାନଙ୍କର ଦର୍ଶନ ଆପଣଙ୍କୁ ସ୍ୱପ୍ନରେ ହେଉଛି। ଯଦି ହେଉଛି ତାହେଲେ ଆପଣ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିୟ ପଢ଼ନ୍ତୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ସ୍ୱପ୍ନରେ ଇଶ୍ଵରଙ୍କୁ ଦର୍ଶନ କରିବା ଦ୍ୱାରା ମଣିଷକୁ କଣ ପ୍ରାପ୍ତ ହୋଇଥାଏ। ମନୁଷ୍ୟକୁ ଏଭଳି ସ୍ୱପ୍ନ ଦେଖିଲା ପରେ କଣ କରିବା ଉଚିତ। ଏହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।
Google
ବନ୍ଧୁଗଣ କୁହନ୍ତିକି ସ୍ୱପ୍ନ ମାଧ୍ୟମରେ ଆମ ଜୀବନର ଇଚ୍ଛାକୁ ଦେଖିଥାଉ। ଆମେ କେଉଁ ପ୍ରକାରର ସ୍ୱପ୍ନ ଦେଖିଥାଉ ତାହା ଆମ ହାତରେ ନଥାଏ। ଆମକୁ କେଉଁବି ପ୍ରକାରର ସ୍ୱପ୍ନ ଦେଖିପାରିବା। ତେବେ ସାପ ଆମ ସ୍ୱପ୍ନରେ ତ କେବେ କେବେ ଇଶ୍ଵରୀୟ ସଂକେତ ସ୍ୱପ୍ନ ଦେଖିଥାନ୍ତି। ଆମର ପ୍ରାଚୀନ ଗ୍ରନ୍ଥ ଏବଂ ପୁରାଣରେ ମଧ୍ୟ ସ୍ୱପ୍ନକୁ ମହତ୍ୱପୂର୍ଣ୍ଣ ମାନାଯାଇଛି। ସ୍ୱପ୍ନରେ ଅଲଗା ଅଲଗା ଜିନିଷ ପାଇଁ ଅଲଗା ଅଲଗା ଅର୍ଥ ମଧ୍ୟ ରହିଛି। ଅଥର୍ବ ବେଦରେ ସ୍ୱପ୍ନ ଦେଖିବା ଏବଂ ଏହାର ପ୍ରଭାବ ଆମ ଜୀବନରେ କିପରି ପଡିଥାଏ ଏହାର ଉପରେ ପୁରା ଲେଖାଯାଇଛି। ସେହି କା-ଳରେ ସ୍ୱପ୍ନକୁ ଭ୍ର-ମ ତଥା ମା-ୟା ମାନାଯାଏ। ଈଶ୍ୱରୀୟ ସ୍ୱପ୍ନକୁ ଭବିଷ୍ୟତରେ ଘ-ଟିବା-କୁ ଥିବା ଘ-ଟ-ଣାର ପୂର୍ବ ସୂଚନା ବୋଲି ମାନାଯାଏ।ଆମେ ସମସ୍ତେ ଖରାପ ସମୟରେ ହିଁ ଭଗବାନଙ୍କୁ ଡାକିଥାଉ ଏବଂ ମନ୍ଦିରକୁ ମଧ୍ୟ ଯାଇଥାଉ। ମନ୍ଦିରରେ ତ ଭଗବାନଙ୍କର ଦର୍ଶନ ସହଜରେ ହୋଇଯାଏ କିନ୍ତୁ ମଣିଷର ଏହି ଇଛା ରହିଥାଏ କି ଖାସ କରି ଈଶ୍ୱରଙ୍କୁ କେବେ ସ୍ୱପ୍ନରେ ଦର୍ଶନ ହେବ ବୋଲି। ଯାହା ବହୁତ କଷ୍ଟକର କାମ। ଆପଣ ନିଜେ ଅନୁଭବ କରିପାରୁଥିବେ କି ଆମକୁ ସ୍ୱପ୍ନରେ ଘର,ଗଛ,ଲତା ମଣିଷ,ପଶୁ, ପକ୍ଷୀ, ଏବଂ ମନ୍ଦିରର ଦର୍ଶନ ମଧ୍ୟ ହୋଇଯାଏ। ପରନ୍ତୁ ମନ୍ଦିରରେ ବିରାଜମାନ ଇଶ୍ୱରଙ୍କ ଦର୍ଶନ ହୁଏ ନାହିଁ। ସ୍ୱପ୍ନରେ ମନ୍ଦିରକୁ ଦେଖନ୍ତି ମନ୍ଦିରକୁ ଯୋଡିହୋଇ ରହିଥିବା ବିଭିନ୍ନ ପ୍ରକାର ବସ୍ତୁକୁ ମଧ୍ୟ ଦେଖିଥାନ୍ତି। ମନ୍ଦିରରେ କିଛି କିଛି ଲୋକଙ୍କୁ କିମ୍ବା ମନ୍ଦିରରେ ହେଉଥିବା ପୂଜାପାଠ ମ-ନ୍ତ୍ର ଉଚ୍ଚା-ରଣ ଆ-ଳ-ତୀ ମଧ୍ୟ ଦେଖାଯାଇଥାଏ। ଏଥିପାଇଁ ସଦା ଭକ୍ତି ଦରକାର। ଏହା ଦ୍ୱାରା ହିଁ ଇଶ୍ଵର ପ୍ରସନ୍ନ ହୋଇଥାନ୍ତି। ଆଉ ଦର୍ଶନ ଦେଇଥାନ୍ତି। ଯଦିବି ଦର୍ଶନ ଦିଅନ୍ତି ତାହେଲେ ଆମର ପା-ପର ନିବା-ରଣ ହୋଇଯାଏ। ଭଗବାନଙ୍କ ଦର୍ଶନ ପାଇବା ପାଇଁ ପ୍ରାଚୀନ କାଳରୁ ହିଁ ଜ-ପ,ତ-ପ, ଉପ-ବାସ ତ-ପସ୍ୟା କରାଯାଉଛି। ମହାଭାରତ,ରାମାୟଣ ଏବଂ ପ୍ରାଚୀନ ଗ୍ରନ୍ଥରେ ବି କିଛି ତାପସ୍ୟାର ଉଲ୍ଲେଖ କରାଯାଇଛି। ଯେଉଁଥିରେ ଭଗବାନଙ୍କ ଦର୍ଶନ ପ୍ରାପ୍ତ କରିବା ପାଇଁ ତଥା ତାଙ୍କୁ ପ୍ରସନ୍ନ କରିବାର ବରଦାନ ପ୍ରାପ୍ତ କରିଛନ୍ତି। କିନ୍ତୁ ସେହି ତପସ୍ୟା ସାମାନ୍ୟ ତପସ୍ୟା ନୁହେଁ। ଯାହାକୁ କେଉଁବି ସାମାନ୍ୟ ବ୍ୟକ୍ତି କରିପାରିବ। ଏହି ତାପସ୍ୟାକୁ ବର୍ଷ ବର୍ଷ ଧରି କରାଯାଉଥିଲା। ଯାହା କୋଠର ତପସ୍ୟା ଥିଲା। ଏହାକୁ କେହି କରିପାରି ନଥାନ୍ତି କେବଳ ଅଦୈବଶକ୍ତି ଥିଲା ବାଲା ବ୍ୟକ୍ତି ହିଁ ଏହି ତାପସ୍ୟାକୁ କରିପାରିବାରେ ସକ୍ଷମ ହେଉଥିଲେ କିନ୍ତୁ ଆଜିର ଏହି କ-ଳିଯୁ-ଗରେ ମନୁଷ୍ୟ ସାଧାରଣତଃ ପ୍ରୟାସ କରି ଇଶ୍ୱରଙ୍କୁ ଦର୍ଶନ କରିପାରୁଛି। ଇଶ୍ଵର ଆମ ସ୍ୱପ୍ନରେ ଆସି ଆମକୁ ସାକ୍ଷତ ଦର୍ଶନ ଦିଅନ୍ତୁ ବୋଲି ଆମ ସମସ୍ତଙ୍କର ଇଛା ଥାଏ।କିନ୍ତୁ ଏହା କେବଳ ପୂଣ୍ୟବାନ ବ୍ୟକ୍ତିଙ୍କ ଦ୍ଵାରା ହିଁ ସମ୍ଭବ। ଏହା ମଧ୍ୟ ଏତେ ସହଜ ନୁହେଁ। ଏହି କଳିଯୁଗରେ ଭଗବାନଙ୍କୁ ଦର୍ଶନ କରୁବା ସହଜ ଏଥିପାଇଁ ଆପଣଙ୍କୁ ସବୁଦିନ ବ୍ରହ୍ମମୁହୂର୍ତ୍ତରୁ ହିଁ ଉଠି ଈଶ୍ୱରଙ୍କୁ ଧ୍ୟାନ କରିବା ଉଚିତ।ଇଶ୍ୱରଙ୍କ ଛବିକୁ କଳ୍ପନା କରିବା ଉଚିତ। ଏବଂ ସବୁବେଳେ ପ୍ରସନ୍ନ ରହିବା ଦରକାର। ତେବେ ଯାଇ ଆପଣଙ୍କୁ ଇଶ୍ୱରଙ୍କ ଦର୍ଶନ ହୋଇପାରିବ।