ହାର୍ଟ ଆଟାକ ଆସିବା ପରେ ତୁରନ୍ତ କରନ୍ତୁ ଏହି କାମ, ବଞ୍ଚିଯିବ ରୋଗୀର ଜୀବନ
ବଦଳୁଥିବା ଲାଇଫଷ୍ଟାଇଲ ଓ ଖାଦ୍ୟ ପେୟରେ ନିରନ୍ତର ଚେଞ୍ଜେସ କାରଣରୁ ଆଜି ସବୁ ବ୍ୟକ୍ତି କୌଣସି ନା କୌଣସି ରୋଗରେ ଗ୍ରସ୍ତ ଅଛନ୍ତି । ଏଥିରେ ହାର୍ଟ ଆଟାକର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ହାର୍ଟଟାକ ଭଳି ଭୟଙ୍କର ରୋଗ ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ । ହାର୍ଟଟାକ ଆରମ୍ଭର ଲକ୍ଷଣ ଦେଖିବା ପରେ ତୁରନ୍ତ ଏହାର ଉପଚାର କରାଗଲେ ତେବେ ରୋଗୀର ଜୀବନ ବଞ୍ଚି ପାରିବ । ଡାଇବେଟିସ ରୋଗୀଙ୍କୁ ତ ହାର୍ଟଟାକର ଲକ୍ଷଣ ଦେଖା ଯାଇ ନ ଥାଏ, ସେମାନଙ୍କୁ ବିନା କଷ୍ଟରେ ହିଁ ସାଇଲେନ୍ଟ ହାର୍ଟଟାକ ଆସିଥାଏ ।
ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଚିକିତ୍ସା କହିବୁ ଯେଉଁଥିରେ ହାର୍ଟଟାକ ଆସିବା ପରେ ରୋଗୀକୁ ବଞ୍ଚାଇ ହେବ । ତେବେ ଆସନ୍ତୁ ଜାଣିବା ହାର୍ଟଟାକ ଆସିବା ପରେ ତୁରନ୍ତ କେଉଁ ଉପାୟ କରିବା ଦ୍ଵାରା ରୋଗୀ ବଞ୍ଚି ପାରିବ ।
आप शायद यें पसंद करें
Unveiling The New Elevate Signature Black Edition
Honda Elevate
क्या आपको भी शारीरिक कमज़ोरी के कारण शर्मिंदा होना पड़ता है? आज़माएं
Vigorman
इस जबरदस्त स्टैमिना बूस्टर की बात ही अलग है! ट्राय करें
Vigorman
असहनीय घुटने के दर्द से जुझ रहे हैं? सिर्फ इसे आजमाऐं
Alpha Pain Relief Oil
ହାର୍ଟଟାକର ଲକ୍ଷଣ –
ଛାତିରେ ଅଳ୍ପ କଷ୍ଟ
ନିଶ୍ଵାସ ନେବାରେ ଅସୁବିଧା
ଫ୍ଲୁ ର ସମସ୍ୟା
ଲୋ କିମ୍ବା ହାଇ ବ୍ଲଡ ପ୍ରେସର
ଅଧିକ ଝାଳ ବାହାରିବା
କମଜୋରି ଅନୁଭବ ହେବା
ଚିନ୍ତା ଓ ଡରିବା
ଆରମ୍ଭରୁ ବାନ୍ତି ଆସିବା
କାନ୍ଧ, ବେକ ଓ ପିଠି ବିନ୍ଧା
ମୁଣ୍ଡ ବୁଲାଇବା
ଅଶାନ୍ତ ମନ ଓ ବ୍ୟାକୁଳତା
ହାର୍ଟଟାକର କାରଣ –
ଡାଇବେଟିସ
ମୋଟାପା
ହାଈ କୋଲେଷ୍ଟ୍ରୋଲ
ହାଈ ବ୍ଲଡ ପ୍ରେସର
ଜେନେଟିକ ପ୍ରୋବ୍ଲେମ
ଅଧିକ ଚିନ୍ତାରେ ରହିବା
କୌଣସି ଜିନିଷର ଡର କିମ୍ବା ଆଘାତ ଲାଗିବା
ଅଚାନକ ହୃଦୟର ସ୍ପନ୍ଦନ ବଢିଯିବା
ଧମନୀରେ ରକ୍ତ ଜମିବା
ହାର୍ଟଟାକରୁ ବଞ୍ଚିବାର ଘରୋଇ ଉପାୟ, କରନ୍ତୁ ଏହି ଚିକିତ୍ସା
ନାଲି ଲଙ୍କାରେ ଥିବା କ୍ୟାଲସିୟମ, ଜିଙ୍କ, ସେଲେନିୟମ, ମ୍ୟାଗ୍ନେସିୟମ, ଭିଟାମିନ C ଓ A ହାର୍ଟଟାକ ଆସିବା ପରେ ଆପଣଙ୍କୁ ବଞ୍ଚାଇ ପାରିବ । ହାର୍ଟଟାକ ଆସିବା ପରେ ରୋଗୀକୁ ତୁରନ୍ତ ୧ କପ ପାଣିରେ ୧ ଚାମଚ ନାଲି ଲଙ୍କା ରସ ମିଶାଇ ସେବନ କରିବାକୁ ଦିଅନ୍ତୁ । ଯଦି ରୋଗୀ ବେହୋସ ହୋଇ ଯାଇଛି ତ କୌଣସି ପ୍ରକାରରେ ତାକୁ ନାଲି ଲଙ୍କା ଚାଟିବାକୁ ଦିଅନ୍ତୁ । ଏହା ଦ୍ଵାରା ସେ ହୋସରେ ଆସିଯିବ ଓ ଏହା ପରେ ତାକୁ ନାଲି ଲଙ୍କାର ଜୁସ ପିଇବାକୁ ଦିଅନ୍ତୁ । ଏହା ଦ୍ଵାରା ରୋଗୀର ଜୀବନ ବଞ୍ଚିଯିବ