ଯଦି ଦେଖାଦିଏ ଏହି ୧୫ଟି ଲକ୍ଷଣ- ତେବେ ତୁରନ୍ତ ଦେଖାନ୍ତୁ ଡକ୍ଟରଙ୍କୁ, ସମୟ ଆଗରୁ ଖରାପ ହୋଇପାରେ କିଡନୀ

ଯଦି ଆପଣ ବହୁତ ଶୀଘ୍ର ଥକି ଯାଉଛନ୍ତି ଓ ଶରୀର ରୋଗୀ ହବାର ସଂକେତ ଦେଉଛି ତାହେଲେ ଜମା ବି ଡେରି କରନ୍ତୁ ନାହିଁ । ଟିକେ ଅନ୍ୟମନସ୍କ ରହିଲେ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡି ପାରେ । କିଡନୀ କାମ ରେ ସାବଧାନ ରୁହନ୍ତୁ କାହିଁକିନା ଯଦି ପ୍ରଥମ ରେ ରୋଗ ଧାରା ନ ଦିଏ ତାହେଲେ ଜୀବନ ଯାଇ ପାରେ । କିଡନୀ ରୋଗ ଜାଣିବାକୁ ସମୟ ଲାଗେ କିନ୍ତୁ, ସମୟ ରେ ନ ଜାଣିଲେ ଜୀବନ ବି ଯାଇ ପାରେ ଆଜିକାଲି ମହିଳାମାନେ ଏହି ରୋଗ ରୁ ଅଧିକ ଶିକାର ହେଉଛନ୍ତି । ଆସନ୍ତୁ ଜାଣିବା ଏହାର ପ୍ରାରମ୍ଭିକ ସଂକେତ ବିଷୟରେ, ଏହି ୧୫ ଟି ସଂକେତ କହିଥାଏ ଆପଣଙ୍କ କିଡେନୀ ବିଷୟରେ ଯଦି ଏମିତି କିଛି ଆପଣଙ୍କୁ ଲାଗୁଛି ତେବେ ତୁରନ୍ତ ଡକ୍ଟର ସହ ଦେଖା କରନ୍ତୁ ।
– ଅତ୍ୟଧିକ ଥକା ଲାଗିବା ।
– ଶରୀର ରେ ଊର୍ଜା ବା ଶକ୍ତି କମିବା । କିଡେନୀ ଯେତେବେଳେ ସଠିକ କାମ କରେ ନାହିଁ ସେତେବେଳେ ମଣିଷ ଶରୀର ଏହି ପରି ସଂକେତ ଦେଇ ଥାଏ ।
– ବାରମ୍ବାର ପରିସ୍ରା ଲାଗିବା ।
– ରାତି ରେ ଅନେକ ଥର ଚିନ୍ତିତ ହୋଇଯିବା ଯାହା ଦ୍ଵାରା ମଣିଷ ଶାନ୍ତି ରେ ଶୋଇ ପାରିବ ନାହିଁ । ଆପଣଙ୍କୁ ଯଦି ଏହି ପ୍ରକାର ସମସ୍ୟା ଅଛି ତାହେଲେ ତୁରନ୍ତ ଡକ୍ଟରଙ୍କୁ ଦେଖା କରନ୍ତୁ ।
କିଡନୀ ଶରୀରରୁ ତରଳ ପଦାର୍ଥ ଓ ଅଶୁଦ୍ଧ ଜିନିଷ ବାହାର କରିଥାଏ । ଏହି ତରଳ ପଦାର୍ଥ ଓ ଅଶୁଦ୍ଧ ଜିନିଷ ରକ୍ତ ସହ ମିଶି ବ୍ଲୋଡ ଟିସୂ ରେ ରହିଥାଏ । କିଡନୀ ର କାମ ହେଲା ରକ୍ତ କୁ ସୁଧ ଓ ସଫା କରିବା । କିଡନୀ ରକ୍ତ ରୁ ସବୁ ଅଶୁଦ୍ଧ ଜିନିଷ କୁ ଛାଣିକରି ସଫା କରିଥାଏ ଓ ସେହି ଅଶୁଦ୍ଧ ପଦାର୍ଥ ପରିସ୍ରା ରୂପ ରେ ଶରୀର ବାହାରକୁ ଯାଇଥାଏ ।