ଜ୍ୟୋତିଷ

ତୁଳସୀ ପତ୍ରର ଏହି ଗୁଣ ଦୁର କରିଦେବ ଆପଣଙ୍କର ବହୁତ ସମସ୍ୟା ।

ତୁଳସୀ କୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି ମନାଯାଇଛି।ଏହି ବୃକ୍ଷକୁ ସ୍ୱର୍ଗର ବୃକ୍ଷ ବୋଲି ମନାଯାଇଛି। ଏହି ତୁଳସୀ ର ଗଛ ଘରେ ରହିଲେ ଶୁଭ ବୋଲି ମନାଯାଏ ତେଣୁ ହିନ୍ଦୁ ଧର୍ମର ସମସ୍ତ ଙ୍କ ଘରେ ଏହି ବୃକ୍ଷ ରହିଥାଏ ହିନ୍ଦୁ ଧରକ ଅନୁସାରେ ତୁଳସୀ ବୃକ୍ଷକୁ ନିଜ ଘରର ଚହୁରା ରେ ମା ବୃନ୍ଦାବତୀ ଓଆଖରେ ଲଗାଯାଏ ଓ ଏହାର ପୂଜା ଅର୍ଚ୍ଚନା କରାଯାଏ କେବେ ହେଲେ ଆପଣ ଚହୁରାରେ ଅଗାଧୁଆ ସ୍ପର୍ଶ କରନ୍ତୁ ନାହିଁ କିମ୍ବା ଚାହୁରରୁ ନ ଗାଧୋଇକି ତୁଳସୀ ପତ୍ର ଛିଡାନ୍ତୁ ନାହିଁ ।

ଭଗବାନ ବିଷ୍ଣୁଙ୍କୁ ତୁଳସୀ ରେ ପୂଜା ନକଲେ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ତୁଳସୀ କୁ ଧାର୍ମିକ ଦୃଷ୍ଟିରୁ ନୁହେଁ ବୈଜ୍ଞାନିକ ଦୃଷ୍ଟି ରୁ ମଧ୍ଯ ଶୁଭ ମନାଯାଇଛି । ତୁଳସୀ ମଙ୍ଗଳ ଗ୍ରହ ସହ ଜୋଡି ହୋଇ ରହିଛି । ଯେଉଁଲୋକ ତୁଳସୀର ପତ୍ର ସେବନ କରୁଛନ୍ତି ତାଙ୍କୁ କେଉଁ ପ୍ରକାରର ଶାରୀରିକ ସମସ୍ୟା ହୁଏନାହିଁ । ତୁଳସୀର ପତ୍ର କୁ ଭଗବାନ ଙ୍କ ନିକଟରେ ଭୋଗ କରାଯାଏ । ଏହା ପ୍ରଥମ ଉପାୟଟି ହେଉଛି ଚାରି ପାଞ୍ଚଟି ତୁଳସୀ ପତ୍ରକୁ ନେଇ ଏକ ପିତଳ ପାତ୍ର ରେ ଦିନଟିଏ ରଖିଦିଅନ୍ତୁ ସେହି ପାଣିକୁ ଘରର ମୁଖ୍ୟ ଫାଟକ ନିକଟରେ ଛିଞ୍ଚନ କରନ୍ତୁ ଏହା ଦ୍ବାରା ଘରର ନକାରାତ୍ମକ ଘଟଣା ଦୂର ହେବ ।

ଯଦି କେହି ମାତା ପିତା ପିଲାମାନଙ୍କ ଯିଦିଆ ପଣ ଯୋଗୁ ଚିନ୍ତିତ ଅଛନ୍ତି ତେବେ ପୂର୍ବ ଦିଗରୁ ତୁଳସୀର ତିନୋଟି ପତ୍ର କୁ ତାଙ୍କୁ ଖୁଆଇ ଦିଅନ୍ତୁ । ଦେଖିବେ ଦୋଷ ଦୂର ହୋଇଯିବ । ଏହି ସବୁ ସମସ୍ୟା ତୁଳସୀ ପତ୍ର ଦ୍ୱାରା ବହୁତ ସମସ୍ୟା ଦୁର ହୋଇପାରିବ ଯଦି ଆପଣଙ୍କର ଶିଶୁ କୁ ସବୁ ସମୟରେ ଥଣ୍ଡା ଧରୁଛି ଓ କାଶ ହେଉଛି କିମ୍ଭା ସେ ସବୁ ସମୟରେ କାନ୍ଦୁଛି ତାକୁ ମହୁ ସହିତ ଗୋଟେ ତୁଳସୀ ପତ୍ର ଖୁଏଇଦିଅନ୍ତୁ ଯଦି ଛୁଆ ବହୁତ ଛୋଟ ତାହେଲେ ଆପଣ ତୁଳସୀ ପତ୍ର ଗୋଟେ କୁ ବାଟି ଅଳ୍ପ ମହୁରେ ମିସାଇକି ତାକୁ ଚଟେଇ ଦିଅନ୍ତୁ ଦେଖିବେ ଥଣ୍ଡା ଛାଡିଯିବ ।

ବହୁତ ବଡ ବଡ ଲୋକଙ୍କର କାଶ ସମସ୍ୟା ଦେଖଯାଏ ଆପଣ ଗରମ ପାଣିରେ ତୁଳସୀର କିଛି ପତ୍ର ଫୁଟାଇ ଥଣ୍ଡା କରି ଧୀରେ ଧୀରେ ଦିନ ସାରା ପିଅନ୍ତୁ ଏହା ଆପଣଙ୍କର କାଶ ସମସ୍ୟା ଦୂର କରିଦେବ ।ଏହାକୁ ସୟାର କରି ସମସ୍ତଙ୍କୁ ଜଣେଇଦିଅନ୍ତୁ ଓ ଏହି ସମସ୍ୟାରୁ ମୁକ୍ତ କରିଦିଅନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button