ଜ୍ୟୋତିଷ

ଏହି ଗୋଟିଏ ରାଶିର ଝିଅ ହୋଇଥାଏ ସବୁଠାରୁ ସୁନ୍ଦର, ଜାଣନ୍ତୁ

Astrology
ଏହି ଗୋଟିଏ ରାଶିର ଝିଅ ହୋଇଥାଏ ସବୁଠାରୁ ସୁନ୍ଦର, ଜାଣନ୍ତୁ
October 29, 2020

आप शायद यें पसंद करें

ବନ୍ଧୁଗଣ ଆଜି ଆମେ କଥା ହେବା ଏମିତି ଗୋଟିଏ ରାଶିର ଝିଅ ମାନଙ୍କ ବିସୟରେ ଯେଉ ମାନେ ଅଧିକ ସୁନ୍ଦର ରୋମାଟିକ୍ ଏବଂ ବହୁତ ଭଲ ଜୀବନ ସାଥିଟିଏ ହୋଇତାନ୍ତି । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତାହାଲେ ଜାଣି ରଖନ୍ତୁ କେଉ ରାଶିର ଝିଅ ସବୁଠାରୁ ଭଲ ହୋଇଥାନ୍ତି ।

ଯଦି ରାଶି ବିସୟରେ କହିବା ତାହାଲେ ସବୁ ରାଶିର ବ୍ୟକ୍ତିଙ୍କର ସଭାବ ଅଲଗା ଅଲଗା ବୋଇତାଏ । ତେବେ ଆସନ୍ତୁ ଜାଣିବା କେଉ ଗୋଟିଏ ରାଶିର ଝିଅ ସବୁଠାରୁ ଭଲ ହୋଇଥାଏ । ବନ୍ଧୁ ତଣ ସେହି ଗୋଟିଏ ରାଶି ହେଉଛି କୁମ୍ଭ ରାଶି । କୁମ୍ଭ ରାଶିର ଝିଅ ସବୁଠାରୁ ଭଲ ପ୍ରେମୀକା ପ୍ରମାଣିତ ହୋଇଥାନ୍ତି । ଏବଂ ଏହି ରାଶିର ଝିଅ ପାଖରେ ବହୁତ ପ୍ରକାର ଭଲଗୁଣ ରହିଥାଏ ।

ଏବଂ କୁମ୍ଭ ରାଶିର ଝିଅ ମାନେ ମେଳାତି ସ୍ୱଭାବର ହୋଇଥାନ୍ତି । ଏବଂ ସବୁ ସ୍ଥିତିକୁ ଗଭିରତା ସହିତ ପ୍ରେମରେ ମଧ୍ୟ ରଖିଥାନ୍ତି । ଏମାନଙ୍କୁ ଟ୍ରଭେଲ୍ କରିବା ବହୁତ ପସନ୍ଦ ହୋଇଥାଏ । ଯଦି ଆପଣଙ୍କୁ ଜଣେ ରୋମାଟିକ୍ ସୀଥିର ଆବସ୍ୟକତା ରହିଛି ତେବେ ଏହି ରାଶିର ଝି୍ଅ ବହୁତ ଭଲ ପ୍ରମାଣିତ ହେବ ।

ଏବଂ କୁମ୍ଭ ରାଶିର ଝିଅ ମାନେ ବହୁତ ଭଲ ମଧ୍ୟ ହୋଇଥାନ୍ତି । ଏମାନେ ବହୁତ କଳା ପ୍ରେମୀ ହୋଇତାନ୍ତି । ସୁନ୍ଦରତା ମଧ୍ୟ ଗଭିର ମଧ୍ୟ ସହ ନିଅନ୍ତି । ଏହିଁ ରାଶିର ଝିଅ ମାନଙ୍କୁ ନଜର ଆତ୍ମ ସ୍ନମାନ ବହୁତ ପସନ୍ଦ ହୋଇଥାଏ । କମ୍ଭ ରାଶିର ଝିଅ ମାନେ ନିଜ ସାଥି ପାଇଁ ବହୁତ ବିଶ୍ୱାସି ହୋଇଁ ଥାନ୍ତି ।

 

ଏମାନେ ନିଜ ସାଥିକୁ କେବେବି ଧକା ଦିଅନ୍ତି ନାହିଁ । ଏହି ରାଶିର ଝିଅ ମାନେ ସର୍ମ୍ପକର ମୂଲ୍ୟ ବହୁତ ଭଲ ଭାବରେ ବୁଝନ୍ତି । ଏବଂ ପାଳନ ମଧ୍ୟ କରି ଥାନ୍ତି । ଏବଂ ଏହି ରପାଶିର ଝିଅ ମାନେ ନିଜ ସ୍ୱଧିନତା ର ସହ ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନେ କାହା ଅଧିନରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ଏହିଁ ରାଶିର ଝିଅକୁ ବିବାହ କରି ସାରିଛନ୍ତି ତେବେ ଆପଣ କେବେବି ତାଙ୍କର ହୃଦୟ ଭାଙ୍ଗନ୍ତୁ ନାହିଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button